Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ବୋଉ 3

ବୋଉ 3

1 min
7.2K



ମୁଁ ଯେମିତି ମୋ ନନା ବୋଉଙ୍କର ଏକ ମାତ୍ର ସନ୍ତାନ ଥିଲି, ମୋ ସ୍ତ୍ରୀ ମଧ୍ୟ ତା ନନା ବୋଉଙ୍କର ଏକମାତ୍ର ସନ୍ତାନ ଥିଲା l ତା ନନା ଓ ମୋ ନନା ଆମମାନଙ୍କର ଜନ୍ମ ପୂର୍ବରୁ ମରିଯାଇଥିଲେ l ତେବେ ତା ବୋଉ କୁଟୁମ୍ବର ଜଣେ ପୁତୁରାକୁ ପୁଅ କରିଥିଲେ l ମୋ ଶାଶୁ ଶ୍ୱଶୁର ପୁତ୍ ନର୍କରୁ ଉଦ୍ଧାର ପାଇ ନ ଥାନ୍ତେ ନା ! ବିବାହର ମାନେ ଜାଣି ନ ଥିବା ବୟସରେ ଆମର ବିବାହ ହୋଇଥିଲା l ଆମ ଘର ବହୁତ ଗରିବ ଥିଲୁ ଓ ମୋ ଶ୍ୱଶୁର ଘର ବହୁତ ଧନୀ l ବିବାହ ବେଳେ ମୁଁ ଏକ ମାତ୍ର ସର୍ତ୍ତ ରଖିଥିଲି ଯେ ସେମାନେ ମୋତେ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସାହାଯ୍ୟ କରିବେ l କିନ୍ତୁ ମୁଁ ଯେମିତି ମ୍ୟାଟ୍ରିକରେ ପ୍ରଥମ ଶ୍ରେଣୀ ପାଇଲି, ମୋ ଶଳା ମୋ ସ୍ତ୍ରୀକୁ ଆମ ଘରକୁ ପଠେଇ ଦେଲେ l ମୁଁ ବି ରାଗରେ ମୋ ସ୍ତ୍ରୀକୁ ତା ବାପଘରେ ଛାଡି ଦେବା ପାଇଁ ବସିଲି l

       : "ତା’ ନିଜର ବୋଲି କହିଲେ କେବଳ ବିଧବା ମାଆଟିଏ l ଭୁଆଷୁଣୀ ଝିଅଟାକୁ ନେଇ ଯିବ କୁଆଡେ? କରନି ଏମିତି କାମ l ମାଆ ଝିଅଙ୍କର ନିଃଶ୍ୱାସ ପଡିଯିବ l ତୋ ପାଇଁ ଭଗବାନ

ଅଛନ୍ତି l" ବୋଉର ଏହି କଥା ପଦକ ମୋ ମନରେ ଗଭୀର ରେଖାପାତ କରିଥିଲା ଓ ମୁଁ ଏପରି କୁକର୍ମ କରିବାରୁ ବିରତ ହୋଇଥିଲି l


Rate this content
Log in

Similar oriya story from Inspirational