Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dillip Kumar Parida

Classics

3  

Dillip Kumar Parida

Classics

BISWAASA

BISWAASA

1 min
13.4K


ଗୁଡ୍ ମର୍ଣିଙ୍ଗ୍ ............

ଏମିତି ଏକ ଶବ୍ଦରେ ମୋ ନିଦ ଭାଙ୍ଗେ,

 

ଦିଲ୍ଲୀପ୍‍ କୁମାର  ପରିଡା

ତା ସାଥିରେ ମୋତେ ଆଲିଙ୍ଗନ କରି

 

ମୋ ଅସ୍ତବ୍ୟସ୍ତ ଜୀବନ ବି ଜାଗେ  I

ଏମିତି ରାତି ପରେ ଦିନ ନିଇତି ଆସିବ,

ଏମିତି ସଞ୍ଜକୁ ନୁଆଁଇ ରାତି ପୁଣି ଫେରିବ,

ହସ ଲୁହ କୁ ସାଥିରେ ନେଇ ଏମିତି  ଏ ଜୀବନ ଚାଲିଥିବ I

ପାପ ସହ ପୁଣ୍ୟ ଗୋଳି ମଣିଷ ଟା ଏମିତି ବଞ୍ଚି ଯାଉଥିବ  I

ତେବେ କୁହ ତ ........

କେମିତି ଜାଣୁଛ ତୁମେ ମୋ ସକାଳ ଶୁଭ କି ଅଶୁଭ ?

ତଥାପି କହିବି ଏତିକି ତ ବିଶ୍ୱାସ ରଖିବ ,

ତୁମ ବିଶ୍ୱାସକୁ କେବେ ଭୁଲ୍ ହବାକୁ ଦେବିନି ,

କାହିଁକି ନା ........

ତୁମ ବିଶ୍ୱାସ ରେ ହିଁ ତ ପୂର୍ଣ୍ଣ ମୋ ବିଶ୍ୱାସ ବନ୍ଧନୀ ,

ତହିଁରେ ପ୍ରେମର ପୀୟୁଷ ଦେଇ ଛଳନାକୁ ବିୟୋଗ କରିଛ,

ଅବିଶ୍ୱାସ କୁ ବିଶ୍ୱାସରେ ହରି ଆତ୍ମୀୟତାକୁ ଦି’ଗୁଣ କରିଛ  ||

 


Rate this content
Log in

Similar oriya story from Classics