Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିଜେ ଠିକ୍ ଥିଲେ ଦୁନିଆ ଠିକ୍
ନିଜେ ଠିକ୍ ଥିଲେ ଦୁନିଆ ଠିକ୍
★★★★★

© AMIT RANA

Tragedy

1 Minutes   223    9


Content Ranking

ନରିଆ କୁହେ ନିଜେ ଠିକ୍ ଥିଲେ ଦୁନିଆ ଠିକ୍ । ସରକାରଙ୍କ ତରଫରୁ ତାକୁ ଗୋଟେ ଘର ମିଳିଲା । ସମ୍ବଳ ଅଭାବ ଓ ସରକାରୀ ଦହଗଞ୍ଜରୁ ନିସ୍ତାର ପାଇଁ ସେ ପପୁ ଠିକାଦାରକୁ ଘର ତିଆରି କାମ ଦେଇ ଦେଲା ।

ଘର ତିଆରି ହେବାର ଦି ମାସ ନ ଯାଉଣୁ ବର୍ଷା ହେଲେ ଘର ସମୁଦ୍ର ପାଲଟିଲା, ଫାଳ ଫାଳ ହେଇ ପଲସ୍ତରା ସବୁ ଉତୁରିବାକୁ ବସିଲା ।

ନରିଆ ମୁଣ୍ଡରେ ହାତ ଦେଇ ଠିକାଦାର ପାଖକୁ ଗଲା । ଠିକାଦାର ହସିହସି କହିଲା, “ହଇରେ, ଖର୍ଚ୍ଚ ପାଇଁ ପାଞ୍ଚ ହଜାର ନେଇଥିଲୁ ପରା… ପୁଣି କହିଥିଲୁ, “ନିଜେ ଠିକ୍ ଥିଲେ ଦୁନିଆ ଠିକ୍ ।”

ନରିଆ ଠିକାଦାର ପଲସ୍ତରା

Rate the content


Originality
Flow
Language
Cover design

Comments

Post

Some text some message..