Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AMIT RANA

Tragedy

1  

AMIT RANA

Tragedy

ନିଜେ ଠିକ୍ ଥିଲେ ଦୁନିଆ ଠିକ୍

ନିଜେ ଠିକ୍ ଥିଲେ ଦୁନିଆ ଠିକ୍

1 min
338


ନରିଆ କୁହେ ନିଜେ ଠିକ୍ ଥିଲେ ଦୁନିଆ ଠିକ୍ । ସରକାରଙ୍କ ତରଫରୁ ତାକୁ ଗୋଟେ ଘର ମିଳିଲା । ସମ୍ବଳ ଅଭାବ ଓ ସରକାରୀ ଦହଗଞ୍ଜରୁ ନିସ୍ତାର ପାଇଁ ସେ ପପୁ ଠିକାଦାରକୁ ଘର ତିଆରି କାମ ଦେଇ ଦେଲା ।

ଘର ତିଆରି ହେବାର ଦି ମାସ ନ ଯାଉଣୁ ବର୍ଷା ହେଲେ ଘର ସମୁଦ୍ର ପାଲଟିଲା, ଫାଳ ଫାଳ ହେଇ ପଲସ୍ତରା ସବୁ ଉତୁରିବାକୁ ବସିଲା ।

ନରିଆ ମୁଣ୍ଡରେ ହାତ ଦେଇ ଠିକାଦାର ପାଖକୁ ଗଲା । ଠିକାଦାର ହସିହସି କହିଲା, “ହଇରେ, ଖର୍ଚ୍ଚ ପାଇଁ ପାଞ୍ଚ ହଜାର ନେଇଥିଲୁ ପରା… ପୁଣି କହିଥିଲୁ, “ନିଜେ ଠିକ୍ ଥିଲେ ଦୁନିଆ ଠିକ୍ ।”


Rate this content
Log in

Similar oriya story from Tragedy