Dr Jharana Satapathy

Others


2  

Dr Jharana Satapathy

Others


ତେଲ ଦୀପ

ତେଲ ଦୀପ

1 min 1.7K 1 min 1.7K

ସେ ଭୁଲ କର ନାହିଁ ଆଉଥରେ ! ହସି ହସି ବେଦମ ହୋଇଗଲିଣି ।ଆଜି ଦେଖ କଣ ହେଲା ? ଆଜି ମୋର ଅସୁବିଧା ଲାଗି ପୂଜାଟିଏ କରିପାରିନି ବୋଲି ତୁମେ ଆଜି କଣ କଲ....... ? ହଇହୋ ତୁମେ ଜାଣିଛ ଆଜି ଶନିବାର। ତିରୁପତିଙ୍କୁ ମନାସି ତେଲ ଦୀପଟିଏ ଜାଳୁଛେ ତୁମେ ପଚାରିଲ ନାହିଁ ତେଲ କେଉଁଠାରେ ଅଛି ? ଠାକୁର ପୂଜାରେ ଆଜି ତେଲ ଵଦଳରେ ମହୁ ଦେଇ ଦୀପ ଜାଳୁଛ ! ଆଉ ଜଳିବ କିପରି ? ତୁମେ କହିଚାଲିଛ ଦୀପ ଜଳୁନି ........ଦିଆସିଲି ମାରି ଚାଲିଛ ଆଉ କହୁଛ ଜଳୁନି.......। ମତେ ପୁଣି କହୁଛ ତୁମେ ଦୀପ ଜାଳିକି ଦେଖୁନ । ସେପଟେ କହି ଚାଲିଛ କି ଅପମିଶ୍ରିତ ତେଲ ଵଜାରରେ ବିକ୍ରିକରୁଛନ୍ତି ଆଦୌ ଜଳୁନି । କିନ୍ତୁ ପ୍ରକୃତରେ ଭୁଲ କାହାର !

ଡକ୍ଟର ଝରଣା ଶତପଥି

ଭୁବନେଶ୍ବର


Rate this content
Originality
Flow
Language
Cover Design