Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଲାଜ କଥା
ଲାଜ କଥା
★★★★★

© Prakash Ranjan Parida

Romance Abstract Others

1 Minutes   1.6K    13


Content Ranking

ଲାଜ କଥା...କହି ହୁଏନା ସବୁଠି, ପୁଣି ନକହି ରହି ହୁଏନି ସବୁବେଳେ । ଅହରହ ଦହଗଞ୍ଜ କରୁଥାଏ ଲାଜ କଥା । ଲୋଡା ପଡ଼ୁଥାଏ ମନକୁ ବୁଝିବା ପରି ସାଥି ଟିଏ । ଯାହା ଆଗରେ ଖୋଲି ଦେଇ ହେବ ହୃଦୟ ଝରକା । ଆକାଶରୁ ମେଘ ପରି ଝରିଯିବ କଥା..ନଥା.. ଅନୁଭବ..ଅନୁଭୂତି.. । ସର୍ତ୍ତ...ଶୁଣି ସାରିବା ପରେ ପ୍ରଘଟ କରିବନି...ନଚେତ ଲାଜ କଥା ଆଉ ଲାଜ କଥା ହୋଇ ରହିବନି । ଲାଜ ଭାରରେ ନଇଁ ଯାଇଥିବା ସୁକୁମାରୀ ନିରିମାଖିର ରାଣ । କାହାକୁ କହିବନି ଏକଥା... ବିଚାରି...କଣ ଭାବିବ ପୁଣି...ଏବେବି ତା'ର କଣ କମ ଲାଜକି...ହେଲେ ମନର ଲାଜ କଣ ବୁଝିବ ଏ ଦେହ...ଚାହିଁଲେ କଣ ବଦଳାଇ ହେବ ରାଜହଂସୀ ଚାଲି..ଖିଲଖିଲ ହସ...ମତୁଆଲା ଚାହାଁଣି...

ପ୍ରେମ ଲାଜକଥା ମତୁଆଲା

Rate the content


Originality
Flow
Language
Cover design

Comments

Post

Some text some message..