Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Romance Abstract Others

2  

Prakash Ranjan Parida

Romance Abstract Others

ଲାଜ କଥା

ଲାଜ କଥା

1 min
1.8K


ଲାଜ କଥା...କହି ହୁଏନା ସବୁଠି, ପୁଣି ନକହି ରହି ହୁଏନି ସବୁବେଳେ । ଅହରହ ଦହଗଞ୍ଜ କରୁଥାଏ ଲାଜ କଥା । ଲୋଡା ପଡ଼ୁଥାଏ ମନକୁ ବୁଝିବା ପରି ସାଥି ଟିଏ । ଯାହା ଆଗରେ ଖୋଲି ଦେଇ ହେବ ହୃଦୟ ଝରକା । ଆକାଶରୁ ମେଘ ପରି ଝରିଯିବ କଥା..ନଥା.. ଅନୁଭବ..ଅନୁଭୂତି.. । ସର୍ତ୍ତ...ଶୁଣି ସାରିବା ପରେ ପ୍ରଘଟ କରିବନି...ନଚେତ ଲାଜ କଥା ଆଉ ଲାଜ କଥା ହୋଇ ରହିବନି । ଲାଜ ଭାରରେ ନଇଁ ଯାଇଥିବା ସୁକୁମାରୀ ନିରିମାଖିର ରାଣ । କାହାକୁ କହିବନି ଏକଥା... ବିଚାରି...କଣ ଭାବିବ ପୁଣି...ଏବେବି ତା'ର କଣ କମ ଲାଜକି...ହେଲେ ମନର ଲାଜ କଣ ବୁଝିବ ଏ ଦେହ...ଚାହିଁଲେ କଣ ବଦଳାଇ ହେବ ରାଜହଂସୀ ଚାଲି..ଖିଲଖିଲ ହସ...ମତୁଆଲା ଚାହାଁଣି...


Rate this content
Log in

Similar oriya story from Romance