Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Abstract Classics Others

5.0  

Ranjita Das

Abstract Classics Others

ବଦଳୁଥିବା ସମୟ

ବଦଳୁଥିବା ସମୟ

1 min
635


ଆଗକାଳରେ ବାପା ମା', ଭାଇ - ଭାଇ ଆଉ ତାଙ୍କ ସ୍ତ୍ରୀ ପିଲାଛୁଆ ସମସ୍ତେ ମିଳି ମିଶିକି ଚଳୁଥିଲେ, ପୁଅ ବିଲ ବାଡ଼ି କାମ କରି ଘରେ ଥିବା ସବୁ ପ୍ରାଣୀଙ୍କ ଦୁଃଖ ସୁଖ ବୁଝୁଥିଲା । ଆଜି ସେ କାଳ ପଖାଳ ଆଉ ନାହିଁ କି ସେ ଚାଳ ଘର ମଧ୍ୟ ନାହିଁ । ବାତ୍ୟାର କରାଳ ରୂପରେ ଘର ଭାଙ୍ଗିଯାଇଛି ତେଣୁ ଚାଳ ଘର ଆଜି କୋଠା ଘରରେ ପରିଣତ ହୋଇଯାଇଛି ସେ ପୁଣି ଟାଉନରେ ଉପରେ । ପାଞ୍ଚ ଛ' ବଖରା ଅଛି କିନ୍ତୁ ଲୋକ ରହିବାକୁ ନାହାନ୍ତି, ଆଉ ବୁଢ଼ା ବାପା ମା' ସେଇ ଘରେ ମୁଣ୍ଡ ଗୁଞ୍ଜିଛନ୍ତି; କାରଣ ପୁଅ ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ନେଇ ବାହାରେ ରହୁଛି, କାଁ ଭାଁ ଆସୁଛି ମା ବାପାଙ୍କୁ ଦେଖା କରିବାକୁ । ସେ ଵି ଏତେ ଦୂରରେ ଯେ ମା' ବାପାଙ୍କ ଅନ୍ତିମ ସମୟରେ ତାଙ୍କ ମୁହଁରେ ପାଣି ଟୋପେ ଦେବା ମଧ୍ୟ ସମ୍ଭବ ନୁହେଁ ।


ହଁ,ସମୟ ବଦଳିଯାଇଛି!


Rate this content
Log in

Similar oriya story from Abstract