Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Abstract

3  

Amiya Bej

Abstract

ନିଜ ନିଜର କଥା

ନିଜ ନିଜର କଥା

4 mins
7.4K


ସୁଶାନ୍ତ ଫୋନ୍ କରିଥିଲା । ବହୁଦିନ ପରେ । ପରଚର୍ଚ୍ଚା , ନିଜଚର୍ଚ୍ଚା କରିସାରି ଆମେ ସ୍ତ୍ରୀଚର୍ଚ୍ଚାରେ ମାତିଗଲୁ !

- ତୁ ଭାଗ୍ୟବନ୍ତ ।

- କାଇଁ ? କଣ କଲିକି ?

- ଭାଉଜଟା ଆମର ରୂପବତୀ , ଗୁଣବତୀ ବୋଲି ତୋ ଭାଗ୍ୟ ଘରେ ସବୁବେଳେ ବୃହସ୍ପତି । ଆଉ ମୋତେ ଦେଖେ, ଏ ..

- କଣ ?

- ଦିନରାତି ଖାଲି କେଁକଟର । କି ହତଭାଗ୍ୟ ମୁଁଉଁଉଁ !!!

ଫୋନ୍ ଟା ଅଧାରୁ କଟିଗଲା । ଯେତେବେଳେ ଦେଖିବ କଲ୍ ଡ୍ରପ୍ । ଆଉଥରେ ଫୋନ୍ ଲଗାଇଲି ଏୟା କହିବାକୁ ଯେ -

- ମୁଁ ବି ତୋ' ଭାଗ୍ୟକୁ ନେଇ ଏଇପରି ଇର୍ଷା କରେରେ ବନ୍ଧୁ । କୁହନ୍ତିନି ଦୂର ପରବତ .......

@ଅମିୟ


Rate this content
Log in

Similar oriya story from Abstract