Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Children

2  

Akshayakumar Dash

Children

ଏକତା

ଏକତା

1 min
478


ମୁଣ୍ଡ,ହାତା,ଆଖି ,କାନନାକ,ପାଟି,ଗୋଡ ଆଦି ମାନଙ୍କ ଭିତରେ ଯୁକ୍ତିତର୍କ ହେଲା।ମଣ୍ଡ କହିଲା' ମତିଷ୍କ କାମନକଲେ ମନୁଷ୍ୟ ମୃତ ସଂଗେ ସମାନ ।ହାତ,ଆଦି ସମସ୍ତଅଂଗ ନିଜର ବାହାଦୁରୀ ଗାଇଲେ।ବାଦବିବାଦର କୌଣସି ସମାଧାନ ନହେବାରୁଜଣେସାଧୁକଂ ପାଖରେ ପହଁଚିଲେ ।ନିଜନିଜର କଥା କହିଲେ ।

ସାଧୁ କହିଲେ ତୁମଯୁକ୍ତିତର୍କରେ ତୁମର ପ୍ରଶ୍ନର ଉତ୍ତର ଅଛି ।ଅଙ୍ଗମାନେ ଏକଥାଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।ସାଧୁକହିଲେ'ତୁମେ ଯେତେବେଳେନିଜନିଜର ପକ୍ଷ ସମର୍ଥନକରିକହୁଥଲ ତ ମୁଁ ବୁଝିପାରୁନାହିଁ ଜଣଙ୍କ ବ୍ୟତିତ ମଧ୍ୟ ଶରୀରରଉପଯୋଗୀତା କଣ?ସମତା ରକ୍ଷାକରିବା ହିଁ ଶରୀର ।ତୁମ ମାନଙ୍କ ଭିତରୁ ଜଣକ ବ୍ୟତୀତ ମଧ୍ୟ ଶରୀରର ଉପଯୋଗୀତା କଣ ? ,ଏକାଙ୍ଗୀ ହେଲେ ଏହା କୌଣସି କାମରେ ଲାଗିବନାହିଁ । ଏକତାରେ ମହତ୍ୱ ଅଛି ।ଅଂଗମନେ ବୁଝିଗଲେ ।


Rate this content
Log in

Similar oriya story from Children