Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏକତା
ଏକତା
★★★★★

© Akshayakumar Dash

Children

1 Minutes   248    32


Content Ranking

ମୁଣ୍ଡ,ହାତା,ଆଖି ,କାନନାକ,ପାଟି,ଗୋଡ ଆଦି ମାନଙ୍କ ଭିତରେ ଯୁକ୍ତିତର୍କ ହେଲା।ମଣ୍ଡ କହିଲା' ମତିଷ୍କ କାମନକଲେ ମନୁଷ୍ୟ ମୃତ ସଂଗେ ସମାନ ।ହାତ,ଆଦି ସମସ୍ତଅଂଗ ନିଜର ବାହାଦୁରୀ ଗାଇଲେ।ବାଦବିବାଦର କୌଣସି ସମାଧାନ ନହେବାରୁଜଣେସାଧୁକଂ ପାଖରେ ପହଁଚିଲେ ।ନିଜନିଜର କଥା କହିଲେ ।

ସାଧୁ କହିଲେ ତୁମଯୁକ୍ତିତର୍କରେ ତୁମର ପ୍ରଶ୍ନର ଉତ୍ତର ଅଛି ।ଅଙ୍ଗମାନେ ଏକଥାଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।ସାଧୁକହିଲେ'ତୁମେ ଯେତେବେଳେନିଜନିଜର ପକ୍ଷ ସମର୍ଥନକରିକହୁଥଲ ତ ମୁଁ ବୁଝିପାରୁନାହିଁ ଜଣଙ୍କ ବ୍ୟତିତ ମଧ୍ୟ ଶରୀରରଉପଯୋଗୀତା କଣ?ସମତା ରକ୍ଷାକରିବା ହିଁ ଶରୀର ।ତୁମ ମାନଙ୍କ ଭିତରୁ ଜଣକ ବ୍ୟତୀତ ମଧ୍ୟ ଶରୀରର ଉପଯୋଗୀତା କଣ ? ,ଏକାଙ୍ଗୀ ହେଲେ ଏହା କୌଣସି କାମରେ ଲାଗିବନାହିଁ । ଏକତାରେ ମହତ୍ୱ ଅଛି ।ଅଂଗମନେ ବୁଝିଗଲେ ।

ଏକତା ସମତା ଏକାଙ୍ଗୀ

Rate the content


Originality
Flow
Language
Cover design

Comments

Post

Some text some message..