Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ଅନ୍ୟ ଏକ ଗୌତମ

ଅନ୍ୟ ଏକ ଗୌତମ

1 min
14.6K


କେବେ ବି ପିଆଜ ରସୁଣ ଖାଉ ନ ଥିବା ଦିନେଶ୍ ସେ ଦିନ ଷଡଙ୍ଗୀ ମଉଷାଙ୍କ ଘରେ ପିଆଜ ରସୁଣ ପଡିଥିବା ଖାଦ୍ୟ ବିନା ଦ୍ୱିଧାରେ ଖାଉଥିବା ଦେଖି ମୁଁ ଏହାର କାରଣ ପଚାରିଥିଲି l

       : ଗୌତମ୍ କ’ଣ ଜାଣି ନ ଥିଲେ, ସେ ଶାକାହାରୀ ? ମାଂସାହାର ତାଙ୍କ ଶରୀର ପାଇଁ ଘାତକ ହୋଇ ପାରେ ? ତଥାପି ସେ ମାଂସାହାର କରିଥିଲେ l କାରଣ ତାହା ଶ୍ରଦ୍ଧାର ସହ ତାଙ୍କ ଭକ୍ତ ସୁଜାତା ତାଙ୍କୁ ଦେଇଥିଲା l ମୁଁ ଜାଣିନି ପାପର ସଂଜ୍ଞା କ’ଣ ? ତେବେ ମୋର ପାପ ଯଦି ଅନ୍ୟର କ୍ଷତି ନ କରି, ଜଣଙ୍କୁ କିଛି ଖୁସି ଦେଇପାରେ, ସେ ଭଳି ପାପ କରିବାକୁ ମୁଁ ତିଳେ ହେଲେ କୁଣ୍ଠା ବୋଧ କରିବି ନାହିଁ l ମୁଁ ଜାଣିଛି,ମୁଁ ଯେଉଁ ଦୀକ୍ଷା ନେଇଛି, ସେଥିରେ ପିଆଜ ରସୁଣ ଖାଇବା ନିଷିଦ୍ଧ l ତେବେ ତୁ ଦେଖିଲୁ ତ ଷଡଙ୍ଗୀ ମଉଷାଙ୍କ ଆଖିର ଚମକକୁ l ଏତେ ଆଗ୍ରହରେ ମାଉଷୀଙ୍କ ଦ୍ୱାରା ସେ ଖାଇବା ପ୍ରସ୍ତୁତ କରେଇଛନ୍ତି l ପିଆଜ ରସୁଣ ପଡିଛି ବୋଲି ମୁଁ ତାକୁ ନ ଖାଇଲେ, ତାଙ୍କ ମନ କ’ଣ ହୋଇଥାନ୍ତା କହିଲୁ ? ପାପ ବୋଧରେ ସେ ଭାଙ୍ଗି ପଡିଥାନ୍ତେ l ବରଂ ମୁଁ ଚୁପ୍ ଚାପ୍ ତା’କୁ ଖାଇ ଦେଇ ତାଙ୍କୁ ସେ ପାପବୋଧରୁ ମୁକ୍ତ କରିବା ଠିକ୍ ହୋଇ ନାହିଁ କି ?

         ମୁଁ ମନେ ମନେ ଭାବିଲି ଦିନେଶର ନାମ ଗୌତମ୍ ହୋଇଥିଲେ ଭଲ ହୋଇଥାନ୍ତା l

ରଶ୍ମି ରେଖା ତ୍ରିପାଠୀ 


Rate this content
Log in

Similar oriya story from Inspirational