Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କଣା ବୁଢା ଓ ପାନ ଦୋକାନ
କଣା ବୁଢା ଓ ପାନ ଦୋକାନ
★★★★★

© Baishnaba Bhoi

Others

1 Minutes   1.4K    12


Content Ranking

ବରଗଡ ସହର ସରକାରୀ ବସ୍ ଷ୍ଟାଣ୍ଡ୍ ପାଖରେ ଥିଲା ପଧାନ ବସ ଷ୍ଟାଣ୍ଡ୍ ।ସେଠାରେ କଣାବୁଢା ର ପାନ ଦୋକାନ । ଆମ ବାରପାହାଡ ଅଞ୍ଚଳର ପିଲା ଙ୍କ ପାଖରେ ଖୁବ୍ ପରିଚିତ । ବରଗଡରୁ ଭୁକ୍ତା ଯାତାୟତ ବାର ଘଣ୍ଟା ସମୟ ପ୍ରାୟ ଲାଗି ଯାଉ ଥିଲା । ସଭିଏଁ ଟିଣରେ ମୁଢି ଧରି ରଖିବା କାମ କଣା ବୁଢାର କାମ ।

ଆମେ କେବେ ତାର ନାମ ପଚାରି ଜାଣିବାର ଭାବନା କରି ନା । ତେଣୁ କଣା ପାନ ବୁଢା ଦୋକାନି କହୁ ।

ବସ୍ ଷ୍ଟାଣ୍ଡ୍ କଣାବୁଢା ଦୋକାନି

Rate the content


Originality
Flow
Language
Cover design

Comments

Post

Some text some message..