Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baishnaba Bhoi

Others

2.4  

Baishnaba Bhoi

Others

କଣା ବୁଢା ଓ ପାନ ଦୋକାନ

କଣା ବୁଢା ଓ ପାନ ଦୋକାନ

1 min
1.5K


ବରଗଡ ସହର ସରକାରୀ ବସ୍ ଷ୍ଟାଣ୍ଡ୍ ପାଖରେ ଥିଲା ପଧାନ ବସ ଷ୍ଟାଣ୍ଡ୍ ।ସେଠାରେ କଣାବୁଢା ର ପାନ ଦୋକାନ । ଆମ ବାରପାହାଡ ଅଞ୍ଚଳର ପିଲା ଙ୍କ ପାଖରେ ଖୁବ୍ ପରିଚିତ । ବରଗଡରୁ ଭୁକ୍ତା ଯାତାୟତ ବାର ଘଣ୍ଟା ସମୟ ପ୍ରାୟ ଲାଗି ଯାଉ ଥିଲା । ସଭିଏଁ ଟିଣରେ ମୁଢି ଧରି ରଖିବା କାମ କଣା ବୁଢାର କାମ ।

ଆମେ କେବେ ତାର ନାମ ପଚାରି ଜାଣିବାର ଭାବନା କରି ନା । ତେଣୁ କଣା ପାନ ବୁଢା ଦୋକାନି କହୁ ।


Rate this content
Log in