Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

କ୍ରୋଧ

କ୍ରୋଧ

1 min
7.5K


ତୁ ତୁଛାଟାରେ କାହିଁକି ଏତେ ରାଗୁଛୁ? କଥାରେ ଅଛି "କ୍ରୋଧ ବ୍ରହ୍ମ ଚଣ୍ଡାଳ" । ତୁ ବକଟେ ଛୁଆ କ'ଣ ବଡ ହୋଇ ଗଲୁ ବୋଲି ମତେ ହାକିମ ଦେଖାଉଛୁ ? ଏତେ ଛୋଟ ଛୋଟ କଥାରେ ତୋର ଭାରି ରାଗ ।ସାମାନ୍ୟ କ୍ରୋଧ ପାଇଁ ଏତେ କ୍ଷତି । ନାଇରେ ଧନ କ୍ରୋଧ ଦ୍ବାରା କାହାର କିଛି ଲାଭ ହୁଏନି,କେବଳ ନିଜର କ୍ଷତି ହୋଇଥାଏ । ଏହା ଏକ ନିଆଁ ଭଳି । ଯଦି ନିଜ ଆୟତ୍ତରେ ନ ରୁହେ ତେବେ ଆମକୁ ଜାଳିପୋଡି ଭସ୍ମ କରିଦେବ । ଶୁଣେ ଧନ ରାଗିବା ଦ୍ବାରା କାହାର କିଛି ଲାଭ ହୁଏନି କେବଳ ନିଜର ହିଁ କ୍ଷତି ହୋଇଥାଏ। ଶୁଣେ ଆଜିଠୁ ମୋ କଥାଟି ମାନ ରାଗିବାଟା ଛାଡିଦେ । ତୋ ମାମା ଆଜି ତୋ ଭଲ ପାଇଁ କହୁଛି । ତୁ ମନ ଦେଇ ପାଠ ପଢେ , ଗୁରୁଜନଙ୍କ ପ୍ରତି ଭକ୍ତିଭାବ ରଖେ , ଭଗବାନଙ୍କ ନାମ ସ୍ମରଣ କରେ, ଦୈନିକ ଧ୍ୟାନରେ ବସ । ପ୍ରତିଦିନ କିଛି ବ୍ୟାୟାମ କରେ । ଭାରି ବାଧିଲା ମୁନାକୁ ଏହି କଥାଟି ।ଏକାଥରକେ କହିଚାଲିଲା ମନ ଦୁଃଖ କରନି ମାମା ମୁଁ ଆଉ ରାଗିବିନି । ସକାଳୁ ସକାଳୁ ନିତ୍ୟକର୍ମ ସାରି ଜଣେ ଭଲପିଲା ହୋଇ ସ୍କୁଲ ଚାଲିଲା.....।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in