Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ହାପି ବାର୍ଥ ଡେ

ହାପି ବାର୍ଥ ଡେ

1 min
1.1K


ଅନୁଭୂତି ମୋର ନୁହେଁ ଜଣେ ବନ୍ଧୁଙ୍କର ତେଣୁ ତାଙ୍କରି ଭାଷାରେ ଲେଖୁଛି । ଆଜି ଡିସେମ୍ବର ୧୫ , ମୋର ବାର୍ଥ ଡେ । ମା’ ଛାଡି ଯିବାର ୨ ମାସ ହୋଇ ଗଲାଣି । ବାପା ତ ପାଞ୍ଚ ବର୍ଷ ତଳୁ ଚାଲି ଗଲେଣି । ମା’ ଯିବା ପରଠାରୁ ଗୋଟେ କୁଆ ସବୁଦିନ ସକାଳୁ ଆସି ଘର ଆଗରେ ବସି କାଆ କାଆ କରେ କିଛି ଦେଲେ ଖାଇ ଉଡ଼ିଯାଏ ।

ଆଜି ବହୁତ ସକାଳୁ ସେ ଆସିଛି ସାଙ୍ଗରେ ଆଉ ଗୋଟେ କୁଆ । ମୋତେ ଲାଗିଲା ବୋଧେ ବାପାଙ୍କୁ ଧରି ଆଚିଛି ମା’ ,ପିଲାଦିନ ପରି ସକାଳୁ ଉଠେଇ ମତେ ହାପି ବାର୍ଥ ଡେ କହିବା ପାଇଁ । ମୁଁ ଘର ଠୁ ଦୂରରେ ଏକା ରହୁଛି , ପାଖରେ କେହି ନାହାନ୍ତି ମତେ ହାପି ବାର୍ଥ ଡେ କହି ଉଇସ କରିବାକୁ । ଯାହାହେଉ ବାପା ମା’ ତ ଆସିଛନ୍ତି ଆଶିଷ ନେଇ ଆଖି ଭରି ଗଲା ପୁରୁଣା କଥା ମନେପଡି ।


Rate this content
Log in