Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହାପି ବାର୍ଥ ଡେ
ହାପି ବାର୍ଥ ଡେ
★★★★★

© Kamal Kumar Dash

Others

1 Minutes   1.0K    12


Content Ranking

ଅନୁଭୂତି ମୋର ନୁହେଁ ଜଣେ ବନ୍ଧୁଙ୍କର ତେଣୁ ତାଙ୍କରି ଭାଷାରେ ଲେଖୁଛି । ଆଜି ଡିସେମ୍ବର ୧୫ , ମୋର ବାର୍ଥ ଡେ । ମା’ ଛାଡି ଯିବାର ୨ ମାସ ହୋଇ ଗଲାଣି । ବାପା ତ ପାଞ୍ଚ ବର୍ଷ ତଳୁ ଚାଲି ଗଲେଣି । ମା’ ଯିବା ପରଠାରୁ ଗୋଟେ କୁଆ ସବୁଦିନ ସକାଳୁ ଆସି ଘର ଆଗରେ ବସି କାଆ କାଆ କରେ କିଛି ଦେଲେ ଖାଇ ଉଡ଼ିଯାଏ ।

ଆଜି ବହୁତ ସକାଳୁ ସେ ଆସିଛି ସାଙ୍ଗରେ ଆଉ ଗୋଟେ କୁଆ । ମୋତେ ଲାଗିଲା ବୋଧେ ବାପାଙ୍କୁ ଧରି ଆଚିଛି ମା’ ,ପିଲାଦିନ ପରି ସକାଳୁ ଉଠେଇ ମତେ ହାପି ବାର୍ଥ ଡେ କହିବା ପାଇଁ । ମୁଁ ଘର ଠୁ ଦୂରରେ ଏକା ରହୁଛି , ପାଖରେ କେହି ନାହାନ୍ତି ମତେ ହାପି ବାର୍ଥ ଡେ କହି ଉଇସ କରିବାକୁ । ଯାହାହେଉ ବାପା ମା’ ତ ଆସିଛନ୍ତି ଆଶିଷ ନେଇ ଆଖି ଭରି ଗଲା ପୁରୁଣା କଥା ମନେପଡି ।

ଅନୁଭୂତି ବନ୍ଧୁ କୁଆ

Rate the content


Originality
Flow
Language
Cover design

Comments

Post

Some text some message..