Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ହେଟାର ଖରାପ ଉଦ୍ଧେଶ୍ୟ

ହେଟାର ଖରାପ ଉଦ୍ଧେଶ୍ୟ

1 min
7.4K


ଛେଳିଟିଏ ପାହାଡ ଉପରେ ରହୁଥିଲା । ଦିନେ ତାକୁ ଗୋଟିଏ ବୁଢା ହେଟାବାଘ ଦେଖିଲା । ହେଲେ ପାହାଡ ଚଢି ଛେଳି ପାଖକୁ ଯିବାର ସେ ହେଟାର ବଳ ନଥିଲା । କିନ୍ତୁ ସେ ହେଟାର ଏ ଛେଳିକୁ ଖାଇବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ହେଟା ଛେଳିକୁ ଡାକି କହିଲା, “ଛେଳି, ତୁ ଏତେ ଉପରେ କାହିଁକି ଚରୁଛୁ । ତୋର ଗୋଡ ଖସିଗଲେ ତୁ ସିଧା ତଳେ ପଡିଯିବୁ ଯେ । ମୋ’ କଥାମାନି ତଳକୁ ଆସି ଏଠାରେ ଘାସ ଖା ।”

ମାତ୍ର ସେ ଛେଳିକୁ ତ ଜଣା ତାକୁ କାହିଁକି ହେଟା ତଳକୁ ଡାକୁଛି । ତେଣୁ ସେ କହିଲା, “ନାହିଁ ମୁଁ ତୋ ପାଖକୁ ତଳକୁ କେବେବି ଯିବି ନାହିଁ । କାହିଁକିନା ମୁଁ ଠିକ୍ ଜାଣେ ଯେ, ତଳକୁ ଗଲେ ତୁ ମୋତେ ନିଶ୍ଚେ ଖାଇଦେବୁ ।”

ଯେଉଁମାନେ କିଛି ଉଦ୍ଧେଶ୍ୟ ରଖି କହୁଥାନ୍ତି ତାଙ୍କୁ ବିଶ୍ୱାସ କରିବା କେବେବି ଉଚିତ୍ ନୁହେଁ ।


Rate this content
Log in

Similar oriya story from Children