Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହେଟାର ଖରାପ ଉଦ୍ଧେଶ୍ୟ
ହେଟାର ଖରାପ ଉଦ୍ଧେଶ୍ୟ
★★★★★

© ଓଡିଆ ଶିଶୁ ଗପ

Children

1 Minutes   7.2K    18


Content Ranking

ଛେଳିଟିଏ ପାହାଡ ଉପରେ ରହୁଥିଲା । ଦିନେ ତାକୁ ଗୋଟିଏ ବୁଢା ହେଟାବାଘ ଦେଖିଲା । ହେଲେ ପାହାଡ ଚଢି ଛେଳି ପାଖକୁ ଯିବାର ସେ ହେଟାର ବଳ ନଥିଲା । କିନ୍ତୁ ସେ ହେଟାର ଏ ଛେଳିକୁ ଖାଇବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ହେଟା ଛେଳିକୁ ଡାକି କହିଲା, “ଛେଳି, ତୁ ଏତେ ଉପରେ କାହିଁକି ଚରୁଛୁ । ତୋର ଗୋଡ ଖସିଗଲେ ତୁ ସିଧା ତଳେ ପଡିଯିବୁ ଯେ । ମୋ’ କଥାମାନି ତଳକୁ ଆସି ଏଠାରେ ଘାସ ଖା ।”

ମାତ୍ର ସେ ଛେଳିକୁ ତ ଜଣା ତାକୁ କାହିଁକି ହେଟା ତଳକୁ ଡାକୁଛି । ତେଣୁ ସେ କହିଲା, “ନାହିଁ ମୁଁ ତୋ ପାଖକୁ ତଳକୁ କେବେବି ଯିବି ନାହିଁ । କାହିଁକିନା ମୁଁ ଠିକ୍ ଜାଣେ ଯେ, ତଳକୁ ଗଲେ ତୁ ମୋତେ ନିଶ୍ଚେ ଖାଇଦେବୁ ।”

ଯେଉଁମାନେ କିଛି ଉଦ୍ଧେଶ୍ୟ ରଖି କହୁଥାନ୍ତି ତାଙ୍କୁ ବିଶ୍ୱାସ କରିବା କେବେବି ଉଚିତ୍ ନୁହେଁ ।

ଛେଳି ପାହାଡ ଘାସ

Rate the content


Originality
Flow
Language
Cover design

Comments

Post

Some text some message..