Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

1.8  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପ୍ରଶ୍ନ

ପ୍ରଶ୍ନ

5 mins
7.8K


ସତେ ଯେମିତି ପୃଥିବୀଟ। ଥମ୍ ହୋଇ ରହିଗଲ।। ଅଚ।ନକ କଳାହାଣ୍ଡିଆ ମେଘଟା ଆସି ସାରା ଆକାଶଟାକୁ ଛାଇଗଲା, ନା ସକାଳର ସୂର୍ଯ୍ୟ ଉଇଁ ଆସୁଆସୁ ଅଟକି ରହି ଗଲେ କି ? ସତେ ଯେମିତି ଝରଣ।ର କୁଳୁକୁଳୁ ଗୀତ, ନଦୀର ସ୍ରେ।ତ ସବୁ ଏକ।ବେଳକେ ନିରବ ନିଥର। ପ୍ରବ।ହ ବନ୍ଦ ହୋଇଗଲ।। ଏ ସବୁ ସତେ ଯେପରି ପ୍ରସରି ଆସିଛି ମମତାମୟୀଙ୍କ ଛ।ତି ଭିତରକୁ। ନିଶ୍ବ।ସ ପ୍ରଶ୍ବ।ସ ସବୁ ଏକ।ବେଳକେ ଯେମିତି ଅଟକିଗଲ।। କଣ ଘଟିଗଲ। ? ସବୁ ଦିନେ ତ।ଙ୍କ କଳ୍ପନ।ରେ ଯେଉଁ କଥ। ନ ଥିଲ।, ଯ।ହ। ତ।ଙ୍କ ମନକୁ ଦିନେ ଛୁଇଁ ନ ଥିଲ। କି ଆଶ। କରି ନ ଥିଲେ, ସେପରି କଥ। ଘଟିଲ। କେମିତି ?

ଏମିତି ତ ସେ ତ।ଙ୍କ ଜୀବନରେ କିଛି କରି ନ।ହ।ନ୍ ଯ।ହ।ର ତି ପରିଣ।ମ କିମ୍ବ। ପ୍ରତିଫଳନ ଏପରି ହେବ। ନିଜ ମନକୁ ନିଜେ ପଚ।ରୁଥିଲେ। ଖୋଜି ହେଉଥିଲେ। ଘ।ଣ୍ଟୁଥିଲେ ଅତୀତକୁ। ମନ ତ।ଙ୍କର ଅସ୍ର, ଭ।ର। ଥି କ୍ର।ନ୍ତ ହୋଇ ଉଠୁଥିଲ।। ମମତାମୟୀଙ୍କର ମନ ଭିତରଟ। ଘ।ଣ୍ଟି ହୋଇଯ।ଉଥିଲ।। ବନ କୁହୁଳିଲେ ତ।ଦ ଧୂଅଁ। ସିନ। ଲୋକଲୋଚନକୁ ଆସେ; କିନ୍ତୁ କୁହୁଳ। ମନର ଧୂଅଁ। କେହି ଦେଖିପ।ରନ୍ତି ନ।ହିଁ। କୁହୁଳିକୁହୁଳି ସେ ସେମିତି ଭିତରେ ରହିଯ।ଏ। ହଜିଲ। ଅତୀତ ଉଙ୍କି ମ।ରୁଥିଲ।। ବାପାଙ୍କର ସେ ପ।ଠୋଇ, ଗେହ୍ଲ।ଝିଅ ମଫସଲ ଗଁ।ର ଗୋଟିଏ ରକ୍ଷଣଶୀଳ ପରିବ।ରରେ ନିଜକୁ ଖ।ପ୍ ଖୁଆଇ ଚଳିବ।ର କଷ୍ଟ ଶଶାଙ୍କର ପଦେ ପଦେ କଥ।ରେ ପ।ଠପଢ଼।ର ଦ୍ବ।ହି ଦେଇ କଟୁକ୍ତି। ରକ୍ଷଣଶୀଳତ।ର ଶକ୍ତ ଆବରଣ ତଳେ ଗୋଟିଏ ପ।ଠୋଇ ଝିଅ ବହି ଛ।ଡ଼ି ବୋହୂହୋଇ ନିଜର ସମସ୍ତ ଉଚ୍ଚ ଆଶ।, ଆକ।ଙ୍‌କ୍ଷ।କୁ ପ।ସୋରି ପକ।ଇ ସନ୍ଦର ଭ।ବେ ଘରକରଣ। କରିପ।ରିବ, କେହି ଚିନ୍ତ। ବି କରିପ।ରି ନ ଥିଲେ। ଶକୁନ୍ତଳ।ଙ୍କ ପିତ।ଗୃହ ଯ।ତ୍ର। ସମୟରେ କଣ୍ବ ମନି ଦେଇଥିବ। ଶିକ୍ଷାପରି ବାପାତ।ଙ୍କୁ ଦେଇଥିବ। ଶିକ୍ଷା, ବାପାଙ୍କ ମ।ନସମ୍ମ।ନ, ସ୍ବ।ମୀଙ୍କ ଉପଦେଶକୁ ପ।ଥେୟ କରି କର୍ତ୍ତବ୍ୟ ପ।ଳନରେ ସେ ତ କେବେ ଅବହେଳ। କରିନ।ହ।ନ୍। ତି ସେବ। ଓ ତ୍ୟ।ଗ ଥିଲ। ତ।ଙ୍କ ଶିକ୍ଷାର ଆଦର୍ଶ। ତେବେ କେଉଁଠି ଭୁଲ ରହିଲ। ? ଖୋଜି ହେଉଥିଲେ ମନେମନେ ପ୍ରଥମ ମ।ତୃ ତ୍ବର ଆନନ୍ଦ।ନୁଭୂତିକୁ। କ।ହିଁ ଗଲ। ସେ ଦିନ ଯେଉଁ ସମୟରେ ସେ ପୁଅକୁ କ।ଖରେ ଧରି ଆ ଜହ୍ନମ।ମୁ ସରଗ ଶଶୀ ଗ।ଉଥିଲେ। ବୁଝେଇ ଶଝେୁଇ ବଳେଇ ବଳେଇ ଖଆଉଥି ଲେ। ଆଖି ଆଗରେ ନ।ଚି ଯ।ଉଥିଲ। ତ।ଦର ସେ ଠୁକୁଠୁକୁ ଚ।ଲି, ଦରୋଟି କଥ।। ପିଲ।ମ।ନେ ବଡ଼ ହୋଇ ଚ।କିରି କରି ନିଜ ଗୋଡ଼ରେ ନିଜେ ଛିଡ଼। ହୋଇଗଲେ ସତରେ କଣ ସେମ।ନେ ଏତେ ବଡ଼ ହୋଇଯ।ନ୍ତେ? ଏତେ ଶୀଘ୍ର ବଦଳିଯ।ନ୍ତେ ? ଛୋଟ ଥିଲ।ବେଳେ ଯିଏ ର।ତିରେ କୁକୁର ଭୁକିବା ଶବ୍ଦ କି ଘଡ଼ଘଡ଼ିଟିଏ ମ।ରିଲେ ଭୟରେ ଆସି ମାଆର ପଣତ ତଳେ ମୁହଁ ଲୁଚ।ଉଥିଲ।, ଆଜି ସେ ମହଁଟ। ଏତେ ଟ।ଣ ହୋଇଗଲ। କେମିତି ? ମାଆର ମନଦୁଃଖ କି ଶଖିଲ। ମୁଁହରୁ ଦେଖିଲେ ଯିଏ ବ।ରମ୍ବ।ର ଆସି ପଚ।ରି ପଚ।ରି ଅଥୟ କରି ପକ।ଉଥିଲ।, ନିଜେ ବି ଅଥୟ ହୋଇପଡୁଥିଲ। ଆଜି ଏତେ ନିଷ୍ଠୁର ହୋଇପ।ରିଲ। ? କୁଆଡ଼େ ଗଲ। ତ।ଦର ସେ ପିଲ।ଦିନ ? ସେ ପିଲ।ଦିନର ବୁଦ୍ଧି, ମମତ।, ସେ ଭଲ ପ।ଇବ। ? ପୁଅର ବ।ଲ୍ୟ ଚପଳତ।, କୌଶର ର ମଧୂରତ।, ଯୌବନର ଉଦ୍ଦ।ମତ।, ସବୁ ଭିତରେ ତ ସେ ଦେଖି ଆସିଛନ୍ତି ଗୋଟିଏ ସୁନ୍ଦର, ନିଷ୍କପଟ ସ୍ନେହବୋଳ। ମନଟିଏ। ସେଥିରେ ଟିକିଏ ବି ଆବିଳତ। କି ରଙ୍ଗ ପଟ କିଛି ବି ନ ଥିଲ।।

ଏମିତିକି ଏତେ ବଡ଼ ପୁଅ ହୋଇ, ଏତେ ବଡ଼ ସରକ।ରୀ ଅଫିସର ପଦରେ ରହି ମଧ୍ୟ ଘରକୁ ଆସିଲେ ମାଆର କ।ନି ପଣତରେ ବେଳେବେଳେ ତ ଛୋଟ ପିଲ। ପରି ଅଝଟ କରି କହେ- ମାଆ ! ତମେ ମୋ ସ।ଙ୍ଗରେ ଚ।ଲ । ତମକୁ ଛ।ଡ଼ି ମୋତେ ସେଠି ଭଲ ଲଗେନି ତମ ହ।ତରନ୍ଧା ମୁଁ ବହୁତ ମିସ୍ କରୁଛି। ଜିଦ୍ ଧରେ ସ।ଙ୍ଗରେ ଯିବାପ।ଇଁ । ମମତାମୟୀଙ୍କର ମମତ।ର ଡୋରିରେ ବାନ୍ଧିହୋଇଥିବ। ପୁଅର ଆଜି ଏ କି ପରିବର୍ତ୍ତନ? ତ।ରି ଖୁସି ପ।ଇଁ ତ ସବୁ କିଛି କରିଛନ୍ତି । ବୋହୂଟିଏ ଘରକୁ ଆଣିବ। ପ।ଇଁ ନିଜ ମନ ପସନ୍ଦର ଝିଅଟିଏ ଖୋଜିଖୋଜି ଆନନ୍ଦର ଆତିଶଯ୍ୟରେ ଉବୁଟୁବୁହେଉଥିବ।ବେଳେ ପୁଅ ତ।ର ନିଜ ମତ।ମତ ଦେଲ।- ନେଟ୍‌ରେ ଦେଖି ବିବ।ହ ପ।ଇଁ ପସନ୍ଦ କରିଥିବ। ଝିଅ ବିଷୟରେ । ଛଳଛଳରେ ବହିଯ।ଉଥିବ। ଲହରିରେ ଭଟ୍ଟ। ପଡ଼ିଯ।ଇଥିଲ।। ତଥ।ପି ସେ ନିଜ ମନକୁ ବୁଝ।ଇ ଦେଇଥିଲେ । ସମୟ ବଦଳିଛି । ପୁଅ ବଡ଼ ହେଲ।ଣି। ତ।ର ନିଜ ନିଷ୍ପତ୍ତି ନିଜେ ନେବ। ଭଳି ସେ ହୋଇଗଲ।ଣି। ମନକୁ ଯେତେ ବୁଝ।ଇଲେ ସଦ୍ଧ। ‘କିନ୍ତୁଦଟିଏ ରହିଯ।ଉଥିଲ।। ସ୍ବ।ମୀ ଆହୁରି ସରଳ କରି ଦେଇ କ ହିଲେ- ତୁମେ ବୁଝିବ। ଉଚିତ୍ ଯେ ଆମ ହ।ତରୁ ଗୋଟ।ଏ ଗରୁୁ ଦ।ୟିତ୍ବ ପୁଅ ନେଇଗଲ।। ଗୋଟେ ବଡ଼ ବୋଝ ଓହ୍ଲ।ଇ ଦେଲ।। ତ।ଦ ଖସି ରେ ଆମର ଖସି। ବରଂ ଆ ମେ ଖୁସି ହେବ। କଥ।। ଆନ୍ତରିକତ।ରେ ହେଉ ବ। ନ ହେଉ ସେ ମନକୁ ପର। ଦମ୍‌ରେ ଲ।ଗି ବୁଝ।ଇଥିଲେ। କିଛି ସମୟ ଅବଶ୍ୟ ଲ।ଗିଥିଲ।। ଗୋଟିଏ ବୋଲି ପୁଅ। ତେଣୁ ତ।ର ଇଚ୍ଛ। ଆଗ୍ରହରେ କେବେ ବ।ଧ। ଦେଇନ।ହ।ନ୍ତି ଖବ୍ ଧୂମଧ।ମ୍‌ରେ ପୁଅର ବ।ହ।ଘର ହେଲ।। କ।ହିଁ କେଉଁଠି ତ କିଛି ଊଣ। ରହିଗଲ। ପରି ମନେ ପଡୁନି। ତେବେ ହଠ।ତ୍ କଦଣ ହେଲ। ? ଆମ ସମ।ଜରେ କର୍ମ ଉପରେ ଜୋର୍ ଦିଆଯ।ଏ। ‘ଯେପରି କର୍ମ, ସେପରି ଫଳଦ ବୋଲି କୁହ।ଯ।ଏ। ସେଇ କର୍ମ ଉପରେ ବିଶ୍ବ।ସ ରଖି ନିଜ ଉଚ୍ଚ ଆଶ। ଆକ।ଙ୍‌କ୍ଷ।କୁ ଜଳ।ଞ୍ଜଳି ଦେଇ ଗୋଟ।ଏ ରକ୍ଷଣଶୀଳତ।​ର ରୁନ୍ଧିହୋଇ ଚଳିବ।ର କଷ୍ଟ କଦଣ କର୍ମ ନୁହେଁ ? ଗରୁଜନଙ୍କ ପ୍ରତି ସେବ।, ତ୍ୟ।ଗ କଦଣ କର୍ମ ନୁହେଁ ? ଲଘଜନଙ୍କ ପ୍ରତି ଅକୁଣ୍ଠ ଶ୍ରଦ୍ଧ।, ସଦ୍ଦିଚ୍ଛ।, କର୍ତ୍ତବ୍ୟ ପ।ଳନ କଦଣ କର୍ମ ନୁହେଁ ? ତ।ଙ୍କ ମମ ତ। ଡୋରିରେ ତ ସ।ର। ପରିବ।ରର ବନ୍ଧୁପରିଜନ ବ।ନ୍ଧିହୋଇଯ।ଇଥିଲେ। ସ।ଇ ପଡ଼ୋଶୀ ତ ଅଜସ୍ର ପ୍ରଶଂସ।ରେ ପୋତି ପକ।ଉଥିଲେ। ସମସ୍ତେ କହନ୍ ‘ମମତାମୟୀଙ୍କ ମମତ। ତି ଡୋରି ବହୁ ଶକ୍ତ। ତ।କୁ ଛିଣ୍ଡେଇବ। ବଡ଼ କଷ୍ଟ।ଦ ତେବେ ଏତେ ଶକ୍ତ, ମଜଭୁତ ଡୋରିକୁ ନିଜ ଜନ୍ମ କଲ। ପୁଅ ଢିଲ। କଲ। କିପରି ?

ନ।ତିର ଜନ୍ମ, ଲ।ଳନପ।ଳନରେ କେତେ ଖସିଥିୁ ଲେ ମମତାମୟୀ। ନୂଆ ସଦସ୍ୟ, ନ।ତିକୁଦେଖି ତ।ଙ୍କ ଗୋଡ଼ ତଳେ ଲ।ଗ ନ ଥିଲ।। ବୋହୂକୁ ତ ଝିଅ ଭଳି ମାଆର ମମତ। ଅଜ।ଡ଼ି ଦେଇଥିଲେ। ତ।ର ବିଶ୍ର।ମ, ଖ।ଦ୍ୟପେୟ ସବୁର ଯତ୍ନ ସେ ନିଜେ ନେଇଥିଲେ। ତ।ଦ ହେଲେ ଅସବିଧ। ରହିଲ। କେଉଁଠି ଯେ ଆଜି ଏତେ ବଡ଼ କଥ। ଘଟିଗଲ।। ଆଜି ଦେହଟ। ଖର।ପ ଲ।ଗଥିବ।ର ସବୁଦିନ ପରି ସକ।ଳେ ଶୀଘ୍ର ଉଠୁପ।ରି ନ ଥିଲେ ସେ। ତେଣ ସବୁ କ।ମ ଟିକେ ଡେରି ହୋଇଯାଇଥିଲା । ରୋଷେଇ ମଧ୍ୟ ଟିକେ ଡେରି ହୋଇଗଲ।। ପୁଅ ବୋହୂ ଦୁଇଜଣଯ।କ ଖ।ଇକି ନିଜ ନିଜ କର୍ମକ୍ଷେତ୍ରକୁ ଯିବ।ରେ ମଧ୍ୟ ସମ।ନ୍ୟ ବିଳମ୍ବ ହେଲ।। ତେଣୁବୋହୂର ଚ।ରିପଦ କଡ଼। କଥ। ତ।ଙ୍କୁ ଯେତିକି କଷ୍ଟ ଦେଇ ନ ଥିଲ।; ତ।ଠ।ରୁବେଶୀ କଷ୍ଟ ଦେଲ। ପୁଅର କଥ।। ବୋହୂ ସ।ମନ।ରେ ପୁଅ ଯେପରି ତ।ଙ୍କୁ କହିଲ। ଓ ହ।ତ ଧରି ଆଣି ଦୁଆରେ ଛିଡ଼। କର।ଇ ଦେଲ। ବହୁତ ବ।ଧିଲ। ତ।ଙ୍କୁ। ତଥ।ପି ପୁଅର ଅନିଷ୍ଟ ହେବ ଭ।ବି ଆଖିର ପ।ଣିକୁ ଆଖିରେ ରଖିବ।କୁ ଶତ ଚେଷ୍ଟ। କରୁଥିଲେ ସିଏ; କିନ୍ତୁସେ ତ ଅମ।ନିଆ। ମନକୁ ଆଘ।ତ ଲ।ଗିଲେ ମନର ସ।ଙ୍ଗ ଦେବ। ପ।ଇଁ ତ। ପ।ଇଁ ବିଦ୍ରେ।ହ କରିବ।କୁ ସେ ତ ଆପେଆପେ ବ।ହ।ରି ଆସେ। କ।ହ।ରି ମନ। ସେ କଦଣ ପ।ନେ? ଗରୁଜନଙ୍କ ଆଶୀର୍ବ।ଦରୁ ପିଲ।ମ।ନଙ୍କର ମଙ୍ଗଳ ହୁଏ ବୋଲି ସେ ତ କେବେ ବି ଗରୁଜନଙ୍କ ମନରେ ଆଘ।ତ ଦେଲ। ଭଳି କିଛି କରି ନ।ହ।ନ୍ କି କହି ନ।ହ।ନ୍ ତି । ତି ତେବେ ତ୍ରୁଟି ରହିଲ। କେଉଁଠି ଯେ ତ।ଙ୍କୁ ଆଜି ଏଭଳି ପରିସ୍ତିର ସ ଥି ମ୍ମୁଖୀନ ମ୍ମୁ ହେବ।କୁ ପଡ଼ିଲ।? ପୁଣି ମନେମନେ ଭ।ବୁଥିଲେ-ଆଜିକ।ଲି ନ।ରୀ ସରୁକ୍ଷ। ପ।ଇଁ ସରକ।ର ଯେଉଁ ଆଇନ ପ୍ରଣୟନ କରିଛନ୍ତି, ସେଥିପ।ଇଁ ପୁଅ ମନ ରେ ଆତ୍ମସମ୍ମ।ନର ଭୟ ଯୋଗୁ ସ୍ତ୍ରୀକୁ କିଛି ନ କହିପ।ରି ଏପରି କରିନି ତ ? ନ।ରୀ ସଶକ୍ତୀକରଣ ଆଳରେ ନ।ରୀମ।ନଙ୍କର ଯେଉଁ ଔଦ୍ଧତ୍ୟ ପ୍ରକ।ଶ ପ।ଉଛି ତ।ହ। ସମ।ଜରେ ପ୍ରତ୍ୟେକ ପୁରୁଷ ମନରେ ସୁସ୍ଥ ସାଂସାରିକ ଜୀବନଯ।ପନ ପ।ଇଁ ପ୍ରଶ୍ନବ।ଚୀ ହୋଇପଡ଼ିଛି। ତେବେ ମାଆର ଦୋଷ କେଉଁଠି ? ମାଆଟିର ତ୍ୟ।ଗ, ଶ୍ରମର କଣ କିଛି ମଲ୍ୟ ନ।ହିଁ ? ମାଆର ମନ, ଶରୀର ବୋଲି କିଛି ନ।ହିଁ ? ମାଆର ମନକୁ କଦଣ କେହି କେବେ ପଢ଼େନି, କେହି ଦେଖେନି, କେହି ଚିହ୍ନେନି, କେହି ବୁଝେନି ? ତେବେ ମାଆର ନିଃସ୍ବ।ର୍ଥପର କର୍ମର ମଲ୍ୟ କଦଣ ଏଇଆ ? ମନର କୋହ, ଆଖିର ଲୁହ ସହିତ ତ।ଙ୍କ ମନରେ ବ।ରମ୍ବ।ର ଗଡ଼େୁ ଇତୁଡ଼େଇ ହୋଇ ଉଙ୍କି ମ।ରୁଥିଲ। ଏଇ ପରୁଥିଲ। ଏଇ ପ୍ରଶ୍ନ ???


Rate this content
Log in

Similar oriya story from Classics