Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଏଇତ ଆରମ୍ଭ
ଜୀବନ ଏଇତ ଆରମ୍ଭ
★★★★★

© Pramila Sahoo

Horror Others

1 Minutes   7.8K    14


Content Ranking

ବର୍ଷା ରାତି ପ୍ରବଳ ମାତ୍ରରେ ପବନ ସହ ବର୍ଷା ରାସ୍ତା ଠିକ୍ ସେ ଦେଖାଯାଉନଥାଏ.....। ଗଛ ସବୁ ମୋ ଆଡ଼କୁ ନଇଁ ଆସୁଥାଏ.....ଏକୁଟିଆ ମୁଁ ଆଉ କେହି ନ ନଥାନ୍ତି । ଜନଶୂନ୍ୟ ଜଙ୍ଗଲ ମତେ ଭାରି ଡ଼ର ଲାଗୁଥାଏ । କିଛି ରାସ୍ତା ଗଲା ପରେ 18 ରୁ19 ବର୍ଷ ହେବ ପ୍ରାୟ.......।

ପାଦରେ ଅଳତା ହାତରେ ନାଳି ଚୁଡି, ନୂଆ ପାଟ ଲୁଗା ପିନ୍ଧି ଥାଏ । ମୁହଁ ତାହାର ସତେ ଯେମିତି ଚାନ୍ଦ......ଆଃ କି କୋମଳ ସ୍ୱରରେ ମତେ ପଚାରିଲା , କୁଆଡେ ଯିବେ, ବର୍ଷା ତ ପ୍ରବଳ ମାତ୍ରାରେ ହେଉଛି, ମୁଁ ପଚାରିଲି ମା ତୁ ଏତେ ବର୍ଷାରେ ସଜବାଜ ହେଇ କୁଆଡେ ଯାଉଚୁ...... । ନାହିଁ ଏଇ ପାଖରେ ମୋ ଘର । ସିଏ କହୁଛି ଏ ରାସ୍ତାରେ କିଏ ଯାଆନ୍ତି ନାହିଁ ରାତିରେ ଆପଣ କଣ ଜାଣିନାହାନ୍ତିକି ???

ତାହାର ପାଉଜି ଶଦ୍ଦ ,,,ମୁଁ କହିଲି ହ ମୁଁ ଜାଣିଛି କିଛି ଦିନ ପୂର୍ବରୁ ଜଣେ ନୂଆ ବୋହୂ ଶାଶୁଘରକୁ ଯିବାଆଗରୁ ଏହି ରାସ୍ତାରେ ମୃତ୍ୟୁବରଣ କରିଥିଲେ....ହଉ ଯାହା ହେଉ ତୁମ ସହ କଥାବାର୍ତ୍ତା ହୋଇ ସମୟ ଜଣା ପଡ଼ିଲାନାହିଁ । ଆଉ ପାଉଜି ଶଦ୍ଦ ଶୁଭୁନଥାଏ ହଠାତ୍ ମୁଁ ପଛକୁଫେରି ଚାହିଁଲାବେଳକୁ କେହି ନାହିଁ ମୁଁ ଏକା.........!!

ପ୍ରମିଳା ସାହୁ

ରାତି ବର୍ଷା ବୋହୂ

Rate the content


Originality
Flow
Language
Cover design

Comments

Post

Some text some message..