Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Horror Others

3  

Pramila Sahoo

Horror Others

ଜୀବନ ଏଇତ ଆରମ୍ଭ

ଜୀବନ ଏଇତ ଆରମ୍ଭ

1 min
8.0K


ବର୍ଷା ରାତି ପ୍ରବଳ ମାତ୍ରରେ ପବନ ସହ ବର୍ଷା ରାସ୍ତା ଠିକ୍ ସେ ଦେଖାଯାଉନଥାଏ.....। ଗଛ ସବୁ ମୋ ଆଡ଼କୁ ନଇଁ ଆସୁଥାଏ.....ଏକୁଟିଆ ମୁଁ ଆଉ କେହି ନ ନଥାନ୍ତି । ଜନଶୂନ୍ୟ ଜଙ୍ଗଲ ମତେ ଭାରି ଡ଼ର ଲାଗୁଥାଏ । କିଛି ରାସ୍ତା ଗଲା ପରେ 18 ରୁ19 ବର୍ଷ ହେବ ପ୍ରାୟ.......।

ପାଦରେ ଅଳତା ହାତରେ ନାଳି ଚୁଡି, ନୂଆ ପାଟ ଲୁଗା ପିନ୍ଧି ଥାଏ । ମୁହଁ ତାହାର ସତେ ଯେମିତି ଚାନ୍ଦ......ଆଃ କି କୋମଳ ସ୍ୱରରେ ମତେ ପଚାରିଲା , କୁଆଡେ ଯିବେ, ବର୍ଷା ତ ପ୍ରବଳ ମାତ୍ରାରେ ହେଉଛି, ମୁଁ ପଚାରିଲି ମା ତୁ ଏତେ ବର୍ଷାରେ ସଜବାଜ ହେଇ କୁଆଡେ ଯାଉଚୁ...... । ନାହିଁ ଏଇ ପାଖରେ ମୋ ଘର । ସିଏ କହୁଛି ଏ ରାସ୍ତାରେ କିଏ ଯାଆନ୍ତି ନାହିଁ ରାତିରେ ଆପଣ କଣ ଜାଣିନାହାନ୍ତିକି ???

ତାହାର ପାଉଜି ଶଦ୍ଦ ,,,ମୁଁ କହିଲି ହ ମୁଁ ଜାଣିଛି କିଛି ଦିନ ପୂର୍ବରୁ ଜଣେ ନୂଆ ବୋହୂ ଶାଶୁଘରକୁ ଯିବାଆଗରୁ ଏହି ରାସ୍ତାରେ ମୃତ୍ୟୁବରଣ କରିଥିଲେ....ହଉ ଯାହା ହେଉ ତୁମ ସହ କଥାବାର୍ତ୍ତା ହୋଇ ସମୟ ଜଣା ପଡ଼ିଲାନାହିଁ । ଆଉ ପାଉଜି ଶଦ୍ଦ ଶୁଭୁନଥାଏ ହଠାତ୍ ମୁଁ ପଛକୁଫେରି ଚାହିଁଲାବେଳକୁ କେହି ନାହିଁ ମୁଁ ଏକା.........!!

ପ୍ରମିଳା ସାହୁ


Rate this content
Log in

Similar oriya story from Horror