Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଡାଆଁସର ଗର୍ବ
ଡାଆଁସର ଗର୍ବ
★★★★★

© ଓଡିଆ ଶିଶୁ ଗପ

Children

1 Minutes   7.6K    16


Content Ranking

ଦିନେ ଗୋଟିଏ ଡାଆଁସ ଦେଖିଲା ଗୋଟିଏ ଷଣ୍ଢ ପଡିଆରେ ଶୋଇଛି । ତା’ପରେ ସେ ଡାଆଁସ ଭାବିଲା ଷଣ୍ଢକୁ ହଇରାଣ କରିବ । ଏହା ଭାବି ସେ ଡାଆଁସ ଯାଇ ଷଣ୍ଢ ପିଠିରେ ବସି ପଡିଲା ଓ ଭାବିଲା ଷଣ୍ଢକୁ ବୋଧେ ଭାରି କଷ୍ଟ ହେଉଥିବ । ତେଣୁ ସେ ଡାଆଁସ ଷଣ୍ଢକୁ ପଚାରିଲା, “ଷଣ୍ଢଭାଇ, ମୁଁ ତୁମ ଉପରେ ବସିବାରୁ ତୁମକୁ କଷ୍ଟ ହେଉଛି କି? ଯଦି କଷ୍ଟ ହେଉଥାଏ ତେବେ ମୁଁ ଉଡିଯିବି?” ଏହା ଶୁଣି ଷଣ୍ଢ କହିଲା, “କାହିଁ ମୋତେ ତ କିଛି ବି କଷ୍ଟ ହେଉ ନାହିଁ । ତୁମେ ତ ଏତେ ଛୋଟିଆ ଜୀବନ ଯେ ତୁମେ ବସିଥିଲ ବୋଲି ମୁଁ ବି ଜାଣି ନଥିଲି ।”

ଛୋଟ ମନରେ ବେଶି ଗର୍ବ ।

ଡାଆଁସ ଗର୍ବ ଷଣ୍ଢ

Rate the content


Originality
Flow
Language
Cover design

Comments

Post

Some text some message..