Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଡାଆଁସର ଗର୍ବ

ଡାଆଁସର ଗର୍ବ

1 min
7.7K


ଦିନେ ଗୋଟିଏ ଡାଆଁସ ଦେଖିଲା ଗୋଟିଏ ଷଣ୍ଢ ପଡିଆରେ ଶୋଇଛି । ତା’ପରେ ସେ ଡାଆଁସ ଭାବିଲା ଷଣ୍ଢକୁ ହଇରାଣ କରିବ । ଏହା ଭାବି ସେ ଡାଆଁସ ଯାଇ ଷଣ୍ଢ ପିଠିରେ ବସି ପଡିଲା ଓ ଭାବିଲା ଷଣ୍ଢକୁ ବୋଧେ ଭାରି କଷ୍ଟ ହେଉଥିବ । ତେଣୁ ସେ ଡାଆଁସ ଷଣ୍ଢକୁ ପଚାରିଲା, “ଷଣ୍ଢଭାଇ, ମୁଁ ତୁମ ଉପରେ ବସିବାରୁ ତୁମକୁ କଷ୍ଟ ହେଉଛି କି? ଯଦି କଷ୍ଟ ହେଉଥାଏ ତେବେ ମୁଁ ଉଡିଯିବି?” ଏହା ଶୁଣି ଷଣ୍ଢ କହିଲା, “କାହିଁ ମୋତେ ତ କିଛି ବି କଷ୍ଟ ହେଉ ନାହିଁ । ତୁମେ ତ ଏତେ ଛୋଟିଆ ଜୀବନ ଯେ ତୁମେ ବସିଥିଲ ବୋଲି ମୁଁ ବି ଜାଣି ନଥିଲି ।”

ଛୋଟ ମନରେ ବେଶି ଗର୍ବ ।


Rate this content
Log in

Similar oriya story from Children