Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arabinda Acharya

Others

2  

Arabinda Acharya

Others

ବର୍ଷା ଶୋଇଛି ବୋଲି

ବର୍ଷା ଶୋଇଛି ବୋଲି

1 min
1.8K


ଦିଲ୍ଲୀରେ ରହୁଥିବାରୁ ରାତିରେ ଶୋଇବା ବେଳେ ମୁଁ ଟିକେ ଟିକେ ସମୟ ମଧ୍ୟରେ ଉଠିପଡ଼େ । କିନ୍ତୁ କାଲି କି ନିଦରେ ଶୋଇଥିଲି । କାରଣ ଜୋରରେ ବର୍ଷା ହେବା ସହିତ ପାଗ ଖୁବ ସୁନ୍ଦର ଲାଗୁଥିଲା । ନିଦ ଭାଙ୍ଗିଲା ବେଳକୁ ସକାଳ ୧୦ । ଉଠିପଡ଼ି ଆଖି ମଳିମଳି ବାଥରୁମକୁ ଗଲି । ପରିସ୍ରା ସାରି ।ବ୍ରସରେ ପେଷ୍ଟ ଲଗେଇ ଟିଭି ଅନ୍ କଲି ।

ଓଃ.......

ଏ କଣ ?

ନିଉଜ୍ ଚାନେଲରୁ ସେ ଘଟଣା ଦେଖି ମୋ ମୁଣ୍ଡ ବୁଲେଇ ଦେଲା । ହାତରୁ ବ୍ରସ ଖସି ପଡ଼ିଲା ।

ପଡିଶା ଘରେ ..

୧୧ ଜଣ.....ଓଃ

କଣ ହେଲା ? ଦୌଡ଼ିଲି ବାହାରକୁ ।

ବର୍ଷା ଶୋଇଛି ।

ମୁଁ ବି ।

ଦୁନିଆଁ ବି ।


Rate this content
Log in