Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବର୍ଷା ଶୋଇଛି ବୋଲି
ବର୍ଷା ଶୋଇଛି ବୋଲି
★★★★★

© Arabinda Acharya

Others

1 Minutes   1.7K    20


Content Ranking

ଦିଲ୍ଲୀରେ ରହୁଥିବାରୁ ରାତିରେ ଶୋଇବା ବେଳେ ମୁଁ ଟିକେ ଟିକେ ସମୟ ମଧ୍ୟରେ ଉଠିପଡ଼େ । କିନ୍ତୁ କାଲି କି ନିଦରେ ଶୋଇଥିଲି । କାରଣ ଜୋରରେ ବର୍ଷା ହେବା ସହିତ ପାଗ ଖୁବ ସୁନ୍ଦର ଲାଗୁଥିଲା । ନିଦ ଭାଙ୍ଗିଲା ବେଳକୁ ସକାଳ ୧୦ । ଉଠିପଡ଼ି ଆଖି ମଳିମଳି ବାଥରୁମକୁ ଗଲି । ପରିସ୍ରା ସାରି ।ବ୍ରସରେ ପେଷ୍ଟ ଲଗେଇ ଟିଭି ଅନ୍ କଲି ।

ଓଃ.......

ଏ କଣ ?

ନିଉଜ୍ ଚାନେଲରୁ ସେ ଘଟଣା ଦେଖି ମୋ ମୁଣ୍ଡ ବୁଲେଇ ଦେଲା । ହାତରୁ ବ୍ରସ ଖସି ପଡ଼ିଲା ।

ପଡିଶା ଘରେ ..

୧୧ ଜଣ.....ଓଃ

କଣ ହେଲା ? ଦୌଡ଼ିଲି ବାହାରକୁ ।

ବର୍ଷା ଶୋଇଛି ।

ମୁଁ ବି ।

ଦୁନିଆଁ ବି ।

ରାତି ବର୍ଷା ନିଉଜ୍

Rate the content


Originality
Flow
Language
Cover design

Comments

Post

Some text some message..