Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କ୍ରାନ୍ତି
କ୍ରାନ୍ତି
★★★★★

© Sridhar Patnaik

Inspirational

1 Minutes   1.4K    9


Content Ranking

।। କ୍ରାନ୍ତି ।। କିଛି ଲୋକ ହଠାତ୍ ପହଞ୍ଚିଗଲେ ଗୋଟେ ଗାଁରେ । ବୟସ୍କ ଲୋକଟା କିଛି ସମୟ ଲମ୍ବାଚୌଡା ଭାଷଣ ଦେଲା। ଗାଁଲୋକ କେତେଟା ତାଙ୍କ ସାଥିରେ ମିଶିଗଲେ । ତମ୍ବୁ ଟାଣି ସେଥିରେ କିଛି ଦିନରହିଲେ। ସରକାରୀ ଜମି କବ୍ଜା କଲେ । ଦିନରେ ସୁନ୍ଦର ଭାଷଣ ଦେଲେ, ଆଉ ରାତିରେ..। ଦେଶପ୍ରେମର ନୂଆ ବିଶ୍ଳେଷଣ କରି ନୂଆ ପୀଢିଙ୍କୁ ଆକର୍ଷିତ କଲେ । ଏଇ ବାହାନାରେ ଲୋକଙ୍କଠୁଁ ଚାନ୍ଦା ସଂଗ୍ରହ କରି ସାମ୍ରାଜ୍ୟ ବଢାଇଲେ । କିଛି ଦିନ ପରେ ପୋଲିସ୍ ସହ ସଂଘର୍ଷରେ ଦଳପତି ମଲା । ସମସ୍ତେ ଧରା ପଡିଲେ। ଲୋକେ କୁହାକୁହି ହେଲେ, କ୍ରାନ୍ତିରେ ବିଭ୍ରାନ୍ତି ହେଲା । ...... ଶ୍ରୀଧର

ଅଳ୍ପ ଗଳ୍ପ

Rate the content


Originality
Flow
Language
Cover design

Comments

Post

Some text some message..