Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

WR Kumar Munna

Romance

2  

WR Kumar Munna

Romance

ପ୍ରେମପତ୍ର

ପ୍ରେମପତ୍ର

12 mins
630


ଏକ ସତ୍ୟ ଘଟଣା ଉପରେ ଆଧାରିତ।

ମୁଁ ଗାଁ କୁ ଯାଇଥାଏ ।2019 ନୂଆବର୍ଷ ଦିନ ମୋ ମନ ଭଲ ବି ଭଲ ନଥାଏ ।ଇଛା ହେଉଥିଲା କୌଣସି ଏକ ସୁନ ସାନ ଜାଗାରେ ଯାଇ ବସିବାକୁ ।

ଯିବା ରାସ୍ତା ରେ ଦେଖିଲି ମନୋଜ ମନ ଦୁଃଖ ରେ ବସିଛି ।ମୁଁ ଯାଇ ତା ପାଖକୁ ପଚାରିଲି ।ଆଜି ନୂଆ ବର୍ଷ ରେ କୁଆଡେ ବୁଲିବାକୁ ଯାଇନୁ ?

ହଟାତ ମୁଁ ତା ଆଖି ର ସେ କରୁଣ ଚାହାଣି ଦେଖି ଜାଣିପାରିଲି ସେ ହୃଦୟ ଭିତରେ କାହାକୁ ବହୁତ ଝୁରୁଛି ଆଉ ତା ମନ ବ୍ୟାକୁଳ ହେଉଛି ତା ସହ କଥା ହେବା ପାଇଁ।

ମୁଁ- କଣ love problem।

ମନୋଜ-(ନିଜ ଆଖିର ଲୁହ ଆଉ ସମ୍ଭାଳି ପାରିଲା ନାହିଁ ।ବୋଧ ହୁଏ ସେ ମୋ ଠୁ କିଛି ଆଶ୍ୱସନା ପାଇବା ପାଇଁ ତା ମନ କଥା ସବୁ ଖୋଲି କହିବାକୁ ଇଛା କଲା।)

କଣ ଟିକେ ରାଗିକି ସେ ପାଗିଳି କୁ କହିଦେଲି ଜେ ସେ ଗୋଟେ ମାସ ହେଇଗଲାଣି ।ମୋ ପାଖକୁ କଲ କରୁନି କି ମୋ ଫୋନ କୁ ରିସିଭ ବି କରୁନି।

ମୁଁ କଣ ତାଙ୍କୁୁ ଏତେ କଷ୍ଟ ଦେଇଦେଲି

ତାଙ୍କର କଣ ମୋ କଥା ଜମାରୁ ମନେ ପଡୁନି ।

ଏମିତି ବହୁତ କିଛି ତା ମନ ର ଦୁଃଖ କୁ ସେ ମୋ ଆଗରେ ପ୍ରକାଶ କଲା ।

ମୁଁ- ହୋଉ ବେସ୍ତ ହୋନୀ ।ଗୋଟେ ରାସ୍ତା ଅଛି ।ଗୋଟେ ଚିଠି ଲେଖ ତା ପାଖକୁ ।।

ପ୍ରେମପତ୍ର

ପ୍ରେମ ତୋର ମିଛ ପ୍ରିୟା

ସତ ତୋ ଛଳନା

ପାଇଗଲୁ ଖେଳିବାକୁ

ମୋ ପରି ଖେଳନା

ଚାଲିଗଲୁ ଛାଡି ତୁ ଲୋ

ଏ ମନ ମନ୍ଦିର

ଆଉ ଖୋଜି ପାଇବୁନି

ହୃଦୟ ମୋହର ।

ଏହା ଥିଲା ଶେଷ ଭାଗ

କାହାଣୀ ର ଆରମ୍ଭ ଏବେ କରୁଛି ଶୁଣ।

କିଛି ପ୍ରେମ ଏମିତି ବି ହେଇଥାଏ ।2012 ମସିହା ର କଥା ।ମନୋଜ ଦିଲ୍ଲୀ ରେ କୌଣସି ଏକ କମ୍ପାନୀ ରେ ଚାକିରୀ କରିଥାଏ। ନୂଆ ନୂଆ Facebook ବ୍ୟବହାର କରୁଥାଏ।ଧିରେ ଧୀରେ ଫେସବୁକ ରେ ତାର ନୂଆ ସାଙ୍ଗ ହେଇଯାନ୍ତି ।

କିଛି ଦିନ ପରେ।।

ମନୋଜ ସକାଳୁ ସକାଳୁ ଫେସବୁକ ଖୋଲି ଦେଖେ ତ ତା ସାଙ୍ଗ ର ପୋଷ୍ଟ ରେ ଗୋଟେ ଝିଅ ଭଲ କମେନ୍ଟ ଦେଇଛି ।

ମନୋଜ ତା ପରେ ସେ ଝିଅ ( ଅନ୍ନି) ପାଖକୁ ଫ୍ରେଣ୍ଡ ଋକୁଏସ୍ଟ ପଠାଏ ।

ଅନ୍ନି ବି ମନୋଜ ର ବନ୍ଧୁତ୍ୱ କୁ ସ୍ୱୀକାର କରେ।

ଦୁହେଁ ଦୁହିଁକର ପରିଚୟ ପ୍ରଥମେ ଜାଣନ୍ତି ।ଧୀରେ ଧୀରେ ପସନ୍ଦ ନାପସନ୍ଦ ସବୁକିଛି ଜାଣନ୍ତି।

ମନୋଜ- ଆଛା ଗୋଟେ କଥା ପଚାରିବି ?

ଅନ୍ନି- ହଁ ପଚାର ।

ମନୋଜ- ନାଇଁ ମାନେ ।।।ସେ କିଛି ନୁହଁ ଛାଡ ।

ଅନ୍ନି- କୁହ ତ କଥା ଟା କଣ ।

ମନୋଜ- ତମର କେହି bf ଅଛନ୍ତି।ମାନେ ତମେ କାହାକୁ ଭଲପାଅ କି?

ଅନ୍ନି- (ହସି କହିଲା) ନା କେହି ନାହାନ୍ତି ।ତମେ କଣ ମଧ୍ୟସ୍ଥି କି?

ମନୋଜ- ହେ ନା ମ ।ମୁ ଏମିତି ରେ ପଚାରିଦେଲି ନା ।

ଅନ୍ନି- ମୁ କିଛି ଜାଣିନି ।ତମେ କହିଲା କଣ ପାଇଁ ।ମତେ ଏବେ ଗୋଟେ bf ଆଣି ଦିଅ।

ମନୋଜ- କଣ ଏତେ ଶୀଘ୍ର ?ଆଛା ହୋଉ। ହେଲେ ।ମୋର ଗୋଟେ ସର୍ତ ଅଛି।

ଅନ୍ନି- କଣ?

ମନୋଜ- ମୋ ପାଇଁ ବି ଗୋଟେ ଝିଅ ଠିକ କର।

ଅନ୍ନି- ତମ ର କିଭଳି ଝିଅ ପସନ୍ଦ।

ମନୋଜ-ପ୍ରଥମେ ତମର ପସନ୍ଦ କୁହ ।

ଅନ୍ନି- ଯେମିତି ମତେ ବହୁତ ଭଲ ପାଉଥିବା ।ମୋ ମନ କଥା ବୁଝିପାରୁଥିବ।ଆଉ ତା ବାପା ମା ଙ୍କୁ ଯେମିତି ସଂମାନ ସେତିକି ମୋ ବାପା ମା ଙ୍କୁ ଦେଉଥିବ।

ମନୋଜ- ବାସ ଏତିକି ।ଆଛା ପିଲାଟା ଭିକାରି ହେଲେ ଚଳିବାତ 😂😂😂😂😂।

ଅନ୍ନି- ସେମିତି କେମିତି ହେବ।କିଛି ରୋଜ଼କର କରୁଥିବ ନା।

ମନୋଜ- କାଇଁ ସେ କଥା କହିଲନି।

ଅନ୍ନି- ତମେ ବି ନା ।

ଆଛା ତମର କେମିତି ଝିଅ ପସନ୍ଦ।

ମନୋଜ- କହିବି ।

ଅନ୍ନି- ହଁ ।

ମନୋଜ- କହିବି ତ।

ଅନ୍ନି- ହଁ କୁହ ।

ମନୋଜ- ନକହିଲେ ହୁଅନ୍ତାନି ।

ଅନ୍ନି- ମୁଁ ଯାଉଛି ।

ମନୋଜ-😂😂😂 ଆରେ ରୁହ ।ଶୁଣ ଶୁଣ ହେଇ ଦେଖ କହିବା ଆରମ୍ଭ କଲି ।

ଅନ୍ନି- କହୁନା ।

ମନୋଜ- ସେ ଦେଖିବାକୁ ଟିକେ ସୁନ୍ଦର ହେଇଥିବ।ମୋବାପା ମା ଙ୍କୁ ଭଲ ପାଇବା ଦରକାର।

ଅନ୍ନି- ହୋଉ ମୁ ଖୋଜୁଛି ।ପାଇଲେ କହିବି ।ତମେ ବି ମୋ ପାଇଁ ଖୋଜ ।

ଏମିତି କିଛି ଦିନ କଥା ହେଲା ପରେ।।

ଅନ୍ନି ମନେ ମନେ ମନୋଜ କୁ ବହୁତ ପସନ୍ଦ କରୁଥିଲା ହେଲେ ସେ ଚାହୁଁଥିଲା ମନୋଜ ପ୍ରଥମେ କହୁ ।

ଏମିତି ତାଙ୍କର ଫ୍ରେଣ୍ଡସିପ ଧୀରେ ଧୀରେ ଘନିଷ୍ଠ ହେଲା ଓ କିଛି ଦିନ ପରେ ପୁଣି ସେ ପ୍ରସଙ୍ଗ ଉଠିଲା।

ଅନ୍ନି- ତମେ ମୋ ପାଇଁ bf ଠିକ କଲ କି ନାହିଁ।

ମନୋଜ- ହଁ ହେଲେ ମୋ gf ତମେ ଠିକ କରିଛ କି ନାହିଁ।

ଅନ୍ନି- ହଁ ସେମିତି ମୋ ନଜର ରେ ଜଣେ ଅଛି ।

ମନୋଜ- କିଏ ତାଙ୍କ ନାଁ କଣ କୁହ ପ୍ଲିଜ଼ କୁହ କୁହ ।

ଅନ୍ନି- ତମେ ଆଗ କୁହ ।

ମନୋଜ- ନାଇଁ ନାଇଁ ପ୍ଲିଜ଼ ତମେ ଆଗ କୁହ ।

ଅନ୍ନି- କହିବି ।

ମନୋଜ- ହଁ।

ଅନ୍ନି- ସେ ହେଉଛି ।

ମନୋଜ- ( ବହୁତ ଆଗ୍ରହ ର ସହ) ହଁ କୁହ।

ଅନ୍ନି- ସେ ହେଉଛି ମୁ।

ମନୋଜ- ହେ ନାଇଁ ତମେ ମାଜ଼ାକ କରୁଛ।

ଅନ୍ନି- ସତ କହୁଛି।

ମନୋଜ- ମୋର କାଇଁ ବିଶ୍ୱାସ ହେଉନି ।

ଅନ୍ନି- ରୁହ ।ଏ ନଂ ରେ କଲ କର ମନୋଜ - କାହା ନଂ ? କଣ ହେବ ।

ଅନ୍ନି- ଆରେ ବାବା କଲ ତ କର।

ତା ପରେ ମନୋଜ କଲ କରେ

ଅନ୍ନି- ତମେ ମନୋଜା ।

ମନୋଜ- ତମେ ମତେ ସତରେ ଭଲପାଅ ।

ଅନ୍ନି- (ହସି) ହଁ ।

ମନୋଜ- ମୁଁ ବି ତମ ପାଇଁ bf ନିଜକୁ ଠିକ କରିଥିଲି ହେଲେ ଡର ଲାଗୁଥିଲା ତମେ ଯଦି ମନା କରିଦେଇଥାନ୍ତ ତ।

ହେଲେ ମୁ ଆଜି ବହୁତ ଖୁସି ।ମୁ ବିଶ୍ୱାସ କରିପାରୁନି ଏଟା ସତ ନା ସ୍ବପ୍ନ ।

ଅନ୍ନି- ମୁ ବି ବହୁତ ଖୁସି ।ମୁଁ ଅପେକ୍ଷା କରିଥିଲି ତୁମେ କହିବ ବୋଲି।

ମନୋଜ- ମୁଁ ତୁମକୁ ଦେଖା କରିବାକୁ ଚାହେଁ ।କେବେ ଦେଖା କରିପାରିବ ।

ଅନ୍ନି- ତମେ ଏବେ କୋଉଠି ଅଛ।

ମନୋଜ- ଦିଲ୍ଲୀ ରେ ।

ଅନ୍ନି- ତେବେ ତମେ ଏବେ ଦେଖାକର ଯେତେଶୀଘ୍ର ହି ହି ।

ମନୋଜ- ଏବେ କେମିତି ।

ଅନ୍ନି- ଆରେ ବାବା ମୁଁ କୁଆଡେ ପଲୋଉନି ।ତମେ ତମ କାମ ସାରି ଆସ ।

ମନୋଜ- ଏଇ ଦଶହରା ଛୁଟି ରେ ଯିବି ।

ତମେ ଆସିବ।

ଜାଗା ବି ସ୍ଥିର ହେଇଗଲା ।

ଦଶହରା ଦିନ 11 ଟା ରେ

ଅନ୍ନି ପ୍ରଥମେ ଆସିଯାଇଥିଲା ତାଙ୍କ ମା ଙ୍କ ସହ ମନ୍ଦିର ।

ଅଧ ଘଣ୍ଟା ଅପେକ୍ଷା ପରେ ମଧ୍ୟ ମନୋଜ ଆସୁନଥାଏ କି ଫୋନ ରିସିଭ କରୁନଥାଏ ।

ଏପଟେ ମା ବି ପୂଜା ସାରି ଘରକୁ ଯିବାକୁ ଡାକିଲେଣି।

ଅନ୍ନି ମନେ ମନେ ଭାବୁଥାଏ ମନୋଜ ମତେ ଠକି ଦେଲେନି ତ ପୁଣି ଭାବୁଥାଏ ନା ସେ ସେମିତି ନୁହଁ ।

ଫୋନ ବାରମ୍ବାର କରୁଥାଏ ।

ଅନ୍ନି ଅଧଘଣ୍ଟା ଅପେକ୍ଷା ପରେ ମଧ୍ୟ ମନୋଜ ଆସିନଥାଏ ।ଅନ୍ନି ମାନେ ମାନେ ଭାବୁଥାଏ ମନୋଜ ମତେ ଠକି ଦେଲେନି ତ ପୁଣି ମନକୁ ନା ସେମିତି ନୁହଁ।

କିଛି ସମୟ ପରେ

ମନୋଜ ର କଲ ଆସେ

ଅନ୍ନି - କୋଉଠି ଅଛ ।ମୁ କେତେ କଲ କଲିଣି।

ମନୋଜ- ପଛକୁ ବୁଲି ଚାହଁ।

ଅନ୍ନି ପଛକୁ ବୁଲି ଦେଖେ ତ ମନୋଜ ଚଷମା ପିନ୍ଧି ପୁରା ଷ୍ଟାଇଲ ରେ ଧୀରେ ଧୀରେ ପାଖକୁ ଆସୁଛି ।

ଅନ୍ନି(ହାତରେ ଠାରି ପାଖରେ ମା ଅଛି ବୋଲି କହୁଛି)

ହେଲେ ମନୋଜ ବୁଝିପାରୁନି ତା ଠାର ।

ମନୋଜ- କଣ କହୁନା ।ଖାଲି ପାଟି ପାକୁ ପାକୁ କରୁଛ।

ଅନ୍ନି ଧୀର ସ୍ୱର ରେ - ପାଖରେ ମୋ ମା ।

ମନୋଜ - ଓଃ।

ମନୋଜ କିଛି ଦୂର କୁ ଯାଇ ଅନ୍ନି କୁ ଫୋନ କରେ।

ମନୋଜ- ଟିକେ ତମକୁ ପାଖରୁ ଦେଖିଥାନ୍ତି ଆଉ ତମ ସହ କଥା ହେଇଥାନ୍ତି।

ଅନ୍ନି- ଚୋପା ଟେ ହେଇଥାନ୍ତ। ଆଉ ଟିକେ ଡେରି କରି ଆସିଲନି।

ମନୋଜ- ସରି ସରି ।ଟିକେ ଡେରି ହେଇଗଲା।

ଅନ୍ନି- ହୋଉ ମୁ ଯାଉଛି ପରେ କେବେ ଦେଖା ହେବା।

ମନୋଜ(ମନ ଦୁଃଖ ରେ) - ତାହେଲେ ତମେ ଏବେ ଆଉ ଦେଖା କରିବନି ।ହୋଉ

ପୁଣି ଥରେ ଯେବେ ଆସିବ ଏକା ଆସିବ।

ଅନ୍ନି- ହୋଉ ମୁ ରଖୁଛି ।

ମନୋଜ ଲୁଚି ଲୁଚି କିଛି ବାଟ ଅନ୍ନି କୁ ଦେଖିବାକୁ ଯାଉଥାଏ ଅନ୍ନି ବି ଟିକେ ପରେ ଟିକେ ମନୋଜ କୁ ଦେଖି ହସି ଦେଉଥାଏ ।

କିଛି ଦିନ ତାଙ୍କର ସେମିତି ଫେସବୁକ ଆଉ ଫୋନ ରେ କଥା ଚାଲିଥାଏ ।

ଧୀରେ ଧୀରେ ତାଙ୍କ ପ୍ରେମ ଅଧିକ ନିବିଡ ହେବାକୁ ଲାଗିଥାଏ ।

ସେମାନେ ପୁଣି ଦେଖା କରନ୍ତି ଓ ବୁଲା ବ କରନ୍ତି ।

ଏମିତି 3 /4 ବର୍ଷ ଖାଲି ଫୋନ ରେ କଥା ହୁଅନ୍ତି ।ମନୋଜ କୁ ବେଶୀ ଆସେନି ।ହେଲେ ଯେତେବେଳେ ଆସେ ଅନ୍ନି ସବୁବେଳେ ଅନଲାଇନ ।

ମନୋଜ ର ମନ ରେ ସନ୍ଦେହ ହେଲା ।

ମନୋଜ- ମୁ ତ ଅନଲାଇନ କୁ ଆସୁନି ।ତମେ ସବୁବେଳେ ଅନଲାଇନ ରହି କଣ କରୁଛ।

ଅନ୍ନି- ମୋର ସାଙ୍ଗ ମାନେ ଅଛନ୍ତି ।ତାଙ୍କୁ ତ ପୁଣି ସମୟ ଦେବି।

ମନୋଜ ଚୁପ ରହିଯାଏ ।

ପୁଣି କିଛି ଦିନ ପରେ ।।

ମନୋଜ ଦେଖେ ଜେ ଅନ୍ନି ପୋଷ୍ଟ ରେ କିଏ କେଦାର ବୋଲି ଗୋଟେ ପିଲା I love you ଲେଖିଛି।

ସଂଗେ ସଂଗେ ମନୋଜ ଅନ୍ନି ପାଖକୁ କଲ କରେ ।

ମନୋଜ- ଏ ସବୁ କଣ ହେଉଛି ।

ଅନ୍ନି- କଣ ମୁଁ କିଛି ବୁଝିପାରିଲିନି।

ମନୋଜ- ସେ ତୁମ ପୋଷ୍ଟ ରେ I LOVE YOU ଲେଖିଛି ସେ କିଏ?

ଅନ୍ନି- କୋଉ ପୋଷ୍ଟ ରେ କାଇଁ ।ରୁହ delet କରିଦେଉଛି।

ମନୋଜ - delet କରିଦେଲେ କଣ ହେବ ।

ଅନ୍ନି- ତମେ ଉପରେ କଣ ପାଇଁ ଛିଡ଼ୁଛ ।ମୁଁ କଣ ତାକୁ କହିଥିଲି ଏମିତି ଲେଖିବାକୁ ।

ମନୋଜ- ତମେ ତାକୁ ଶୀଘ୍ର ବ୍ଲକ କର।

ପୁଣି କିଛି ଦିନ ପରେ ଅନ୍ନି କୁ ବି ଦେଖେ ଅନଲାଇନ ରେ ସବୁବେଳେ ।

ମନୋଜ ଚିଡି କି

ମନୋଜ- ତମ ଫେସବୁକ ର ପାସୱାର୍ଡ ଦେଲ।

ଅନ୍ନି- ମାନେ ,ତମେ ମତେ ସନ୍ଦେହ କରୁଛ ।ମୁ ଭାବିନଥିଲି ତମେ ଏମିତି କହିବ।

ମନୋଜ- ମୁ ଏତେ କହିଲା ପରେ ବି ତମେ ଅନଲାଇନ ।

ଅନ୍ନି (କାନ୍ଦିକି)- ମତେ ତୁମେ ଏମିତି ଭାବିପାରିଲ। ହେଇ ନିଅ ମୋ ପାସୱାର୍ଡ ।ମୁ ଆଉ ଫେସବୁକ କୁ ବି ଆସିବିନି ।

ମନୋଜ- ନା ମୋର ଫେସବୁକ ପାସୱାର୍ଡ ଦରକାର ନାହିଁ ।

ତୁମକୁ ମୋ ରାଣ ତମେ ସତ କୁହ କି ତମେ ଆଉ କାହାକୁ ଭଲପାଅ କି ।

ଅନ୍ନି- ପ୍ଲିଜ଼ ରାଣ ପକାଅନି। ମୁ ସତ କହୁଛି ।ମୁଁ କେବଳ ତମକୁ ଭଲ ପାଏ ।

ତମେ ମୋ ଜୀବନ ରେ ଆସିବା ପୂର୍ବରୁ ମୁ ଆଉ ଜଣକୁ ବାଧ୍ୟ ରେ ଭଲ ପାଉଥିଲି କାହିଁକି ନା ସେ ରାଣ ନିୟମ ପକେଇ ଥିଲା ।

ଆଉ ମୋର ଟିକେ ରାଣ ନିୟମ କୁ ଡର ।

ମନୋଜ- ମତେ ଏ କଥା ବି ଲୁଚେଇଥିଲ। ବାଃ ବାଃ ଭଗବାନ ଜାଣନ୍ତି ତମେ ଆଉ କଣ କଣ ମୋ ପାଖରେ ଲୁଚେଇଛ ।

ଅନ୍ନି(କାନ୍ଦିକି)- ମୁ ସତ କହୁଛି ।ଆଉ କିଛି ବି ଲୁଚେଇନି ।ପ୍ଲିଜ଼ ମତେ ବିଶ୍ୱାସ କର ।

ମନୋଜ ଫୋନ କାଟିଦିଏ ।

ଅନ୍ନି ଯେତେ ଥର କଲ କରେ ମନୋଜ କାଟିଦିଏ ।

ଏମିତି ଦୁଇ ତିନି ଦିନ କଥା ନହେଇ ମନୋଜ ରାଗରେ ଥାଏ ।

ହଟାତ ଅନ୍ନି ର password ରେ ଫେସବୁକ ଖୋଲେ ।

ଆଉ ସବୁ msg ପଢେ ହେଲେ ସେମିତି କିଛି ବି ଅନ୍ୟ କୋଉ ପିଲା ସହ ସେମିତି କଥା ନଥାଏ ।

ତା ପରେ ମନୋଜ ତା ମନରେ ଥିବା ସନ୍ଦେହ ଦୂର ହେଇଯାଏ ।

ଆଉ ତା ଭୁଲ ବୁଝିପାରି ଅନ୍ନି କୁ ଫୋନ କରେ ।

ମନୋଜ- ସରି ।ମୁ ତୁମକୁ ବହୁତ ଆଘାତ ଦେଇ କହିଛି।ମୋର ଭୁଲ ହେଇଯାଇଛି ମୁଁ ତୁମକୁ ଭୁଲ ବୁଝିଥିଲି ।ପ୍ଲିଜ଼ ରାଗନି ମୋ ଉପରେ ଆଉ କେବେ ବି ତମକୁ ସନ୍ଦେହ କରିବିନି ।

ଅନ୍ନି- ବିଶ୍ୱାସ ଗୋଟେ ଜିନିଷ ସେଟା କେବଳ ଥରେ ହେଇଥାଏ ।ଥରେ ବିଶ୍ୱାସ ଭାଙ୍ଗିଗଲେ କେବେ ବି ଆଗ ପରି ରୁହେନି ।

ମନୋଜ- ପ୍ଲିଜ଼ ସେମିତି କୁହନି ।ମୁ ତମକୁ ବହୁତ ଭଲପାଏ ଆଉ ଡର ରହିଥାଏ ତମେ ମତେ କେବେ ଛାଡି ଯିବନି ସେଥିପାଇଁ ଟିକେ ମନରେ ସନ୍ଦେହ ଆସିଗଲା ।

ମୁ କଥା ଦେଉଛି ଆଉ କେବେ ବି ଏମିତି କହିବିନି ।

ପ୍ଲିଜ଼ ତମେ ଆଗପରି ମୋ ସହ କଥା ହୁଅ ।

ଧୀରେ ଧୀରେ ପୁଣି ତାଙ୍କ ସମ୍ପର୍କ ଆଗ ପରି ହେବାକୁ ଲାଗେ ।

ପୁଣି ସେମାନେ ମିଶି ବୁଲା ବୁଲି କରନ୍ତି ।

ହଟାତ ଦିନେ ଅନ୍ନି କାନ୍ଦିକି ମନୋଜ ପାଖକୁ କଲ କରିଥାଏ।

ମନୋଜ- ଆରେ କଣ ହେଇଛି ।କାନ୍ଦୁଛ କଣ ପାଇଁ।

ଅନ୍ନି- ଆଜି ଗୋଟେ ବିବାହ ପ୍ରସ୍ତାବ ଆସିଥିଲା ମୋ ପାଇଁ।

ମନୋଜ- ତମେ ଆଗ କାନ୍ଦ ଚୁପ କଲ।ଏମିତି ଛୋଟ ପିଲା ଙ୍କ ପରି କଣ କାନ୍ଦୁଛ।

ଘରେ କଣ କହିଲେ ?

ଅନ୍ନି- ମୁଁ ତୁମ ବିଷୟରେ ଆମ ଘରେ କହିଦେଲି ଆଉ ମା ମତେ ବହୁତ ମାରିଲା ।

ତୁମେ କହିଲ ମୁ କଣ ଭୁଲ କଲି ।

ମନୋଜ- ଆଲୋ ପାଗିଳି ତୁ ସିନା ସମୟ ସୁବିଧା ଦେଖି ମା ଙ୍କୁ ଭଲସେ ବୁଝେଇ କି କହିଥାନ୍ତୁ ।

ହୋଉ ଛାଡ଼ ମୋ ସୁନା ଟା ପରା କାଂଦିନୀ।

ଅନ୍ନି- ତମେ ମତେ କେବେ ବାହା ହେବ କୁହ ।ତମେ ବି ତମ ଘର ଲୋକ ଙ୍କୁ ଜଣାଅ ।

ମନୋଜ- ଏତେ ବେସ୍ତ କଣ ପାଇଁ ହେଉଛୁ ।

ଆମ ଘରେ ମୋ କଥା ରେ ସବୁ ରାଜି ହେବେ।

ଅନ୍ନି- ନାଇଁ ତମେ କୁହ ।

ମନୋଜ- ହୋଉ ଠିକ ଅଛି ।କହିବି।

ତମେ କିଛି ଖାଇଲାଣି ନା ନାହିଁ ।

ଅନ୍ନି- ମୁଁ ଖାଇବିନି ।ଘରେ ଜେ ପର୍ଯ୍ୟନ୍ତ ମୋ କଥା ରେ ରାଜି ନହେଇଛନ୍ତି ।ମୁ ଖାଇବିନି ।

ମନୋଜ- ପ୍ଲିଜ଼ ଜିଦି କରନି ।ଘରେ ନିଶ୍ଚୟ ରାଜି ହେବେ ।

ସେଦିନ ଅନ୍ନି ତା ଜିଦି କୁ ରଖିବା ପାଇଁ କିଛି ବି ଖାଇଲା ନାହିଁ ।

ସେଦିନ ଅନ୍ନି ତା ଜିଦି କୁ ରଖିବା ପାଇଁ କିଛି ବି ଖାଈନଥିଲା ।

ସକାଳୁ ସକାଳୁ ତାକୁ ପୁଣି ଥରେ ତାଙ୍କ ଘର ଲୋକ ବୁଝେଇବାକୁ ଚେଷ୍ଟା କଲେ ହେଲେ ସେ ବୁଝିବାକୁ ନାରାଜ ।

ଶେଷରେ ଘର ଲୋକ ବି ରାଜି ହେଇଗଲେ ।

ଏହି ଖୁସି ଖବର ମନୋଜ କୁ ଜଣେଇଲା ।

କିଛି ଦିନ ପରେ

ମନୋଜ ର ସାଙ୍ଗ ର ଜନ୍ମଦିନ ଥିଲା।

ସେ ଟିକେ drinks କରିଥିଲା ।

ସେହି ସମୟ ରେ ଅନ୍ନି ମନୋଜ ପାଖକୁ କଲ କରିଛି ।

କିଛି ସମୟ କଥା ହେଲା ପରେ ଅନ୍ନି ଜାଣିପାରିଲା ଜେ ମନୋଜ drinks କରିଛି ।

ଅନ୍ନି- ମୁ ତୁମକୁ ରାଣ ପକେଇଥିଲି ସେ ସବୁ ଅଭ୍ୟାସ କରିବନି ବୋଲି

ତମେ ମୋ ରାଣ ର କିଛି ବି ମାନେ ରଖିଲାଣି ।

ମନୋଜ- ଫୋନ ରଖ ।କାଲି କଥା ହେବି।

ସକାଳ ହେଲା ।।

ମନୋଜ ବହୁତ ଥର ଅନ୍ନି କୁ ଫୋନ କରେ ହେଲେ ଅନ୍ନି ଫୋନ ରିସିଭ କରେନି ।

ସନ୍ଧ୍ୟା ରେ ପୁଣି ଥରେ ମନୋଜ କଲ କଲା ।

ଅନ୍ନି(ଚୁପ ରହିଲା)

ମନୋଜ- ସରି ,କାଲି ସାଙ୍ଗ ର ଜନ୍ମଦିନ ଥିଲା ।ଆଉ କରିବିନି ।

ଏଇ ଥର ଛାଡିଦିଅ।

ଅନ୍ନି- ମୁ ରାଣ କୁ କେତେ ଭରସା କରେ ତମେ ଜାଣି କି ବି ।

ମନୋଜ- ସରି ସରି ।ଏଇଟା last।

ଅନ୍ନି-(ଚୁପ ରହିଲା)

ମନୋଜ- ଏମିତି କଣ ଗୋଟେ ଚୁପ ରହୁଛ ।ଏଥର ତମ ପାଇଁ କଣ ନେଇକି ଯିବି।

ଅନ୍ନି- ଚୋପା ଟେ ଆଣିବ।

ମନୋଜ- ହା ହା ହା।କହିଦେ ମୋ ଫୁଲେଇ ରାଣୀ।

ଅନ୍ନି- କିଛି ଦରକାର ନାହିଁ।

ମନୋଜ- ବାପ ରେ ଏତେ ରାଗ।

ଅନ୍ନି- ଆଉ ଥରେ drinks କରିଥିଲେ ।ମତେ ଭୁଲିଯିବ।

ମନୋଜ- ଙ୍କ ବାବା ଆଉ କରିବିନି।ଏଥର ତ ଟିକେ ହସିଦିଅ।

ଏମିତି ତାଙ୍କର ଝଗଡା ହୁଏ ପୁଣି ମେଣ୍ଟି ଯାଏ ।

ସମୟ ଗଡ଼ିବା ସହିତ ଝଗଡା ବି ଅଧିକ ହେବାକୁ ଲାଗିଲା।

ମନୋଜ ବି ତାଙ୍କ ଘରେ ଅନ୍ନି ବିଷୟରେ ସବୁ କହିଲା ।ଉଭୟ ଙ୍କ ଘରେ ବି ରାଜି ଥିଲେ।

ପୁଅ ବି ରାଜି ଝିଅ ବି ରାଜି ,ପରିବାର ବି ରାଜି ହେଲେ ସମୟ ଖେଳ ଖେଳିଦେଲା ।

ଦିନେ ରାତି 12 ରେ ମନୋଜ ଅନ୍ନି ପାଖକୁ କଲ କରେ ହେଲେ ଅନ୍ନି ର ଫୋନ waiting ￰ଦେଖାଏ।

ସଂଗେ ସଂଗେ ପୁଣି ଅନ୍ନି କଲ କରେ।

ମନୋଜ- କାହା ସହ busy ଥିଲ।

ଅନ୍ନି- ଭାଉଜ ଙ୍କ ଭାଇ ଫୋନ କରିଥିଲେ ।

ମନୋଜ- କଣ ଏଇ ରାତି 12 ରେ।

ଅନ୍ନି- ଆରେ ମୁ କଥା ହେଉନଥିଲି ।ଭାଉଜ କଥା ହେଉଥିଲେ ।

ମନୋଜ- ଭାଉଜ ଙ୍କୁ ଦେଲ।

ଅନ୍ନି- ଶୋଇବାକୁ ଗଲେଣି ।କାଲି ସକାଳେ କଥା ହେବ।

ମନୋଜ ରାଗିକି ଫୋନ କାଟିଦିଏ ।

ଦୁଇ ଦିନ କଲ କରେନି ।

ଅନ୍ନି ଦୁଇ ଦିନ ପରେ କଲ କରେ ।

ମନୋଜ- ଏବେ ମାନେ ପଡିଲା ମୋ କଥା ।

ଅନ୍ନି-ମୁ ରାଗିଥିଲି । ତମର ମୋ ଉପରେ ଟିକେ ବି ଭରସା ନାହିଁ କି ବିଶ୍ୱାସ।

ମନୋଜ- ଭଲ କହୁଛୁ ।ହୋଉ ଛାଡ଼ ସେ କଥା ।

ପୁଣି ଥରେ ଏମିତି ଝଗଡା ମେଣ୍ଟି ଯାଏ।

ହେଲେ ମନୋଜ ମନରେ ସନ୍ଦେହ ରହିଥାଏ ସେ ଫେସବୁକ ରେ ଟିକେ ସମୟ ବିତାଏ।

ସେ ଅନ୍ନି ର ଫେସବୁକ ଖୋଲିବାକୁ try କଲା ହେଲେ password wrong ଦେଖେଇଲା।

ମନୋଜ ସଂଗେ ସଂଗେ ଅନ୍ନି କୁ ଫୋନ କଲା ।

ମନୋଜ- password କଣ ପାଇଁ ବଦଳେଇଛ ।

ଅନ୍ନି- ତା ମାନେ ତମେ ଏବେ ବି ସନ୍ଦେହ କରୁଛ ।ଛି ତମକୁ ଭଲପାଇ ମୁ ବହୁତ ବଡ ଭୁଲ କଲି ।

ମନୋଜ- ଚୁପ ।ମତେ କହିଲନି କି password ￰ବଦଳେଇଲ ବୋଲି।

ଅନ୍ନି- କଣ ମୋର କିଛି ବି personal ରଖିବା ର ଅଧିକାର ନାହିଁ ।

ମନୋଜ- personal କଣ ତୁମେ ଆଉ ମୁ କଣ ଅଲଗା କି ।ଏମିତି କଣ ପାଇଁ କରୁଛ ।

ପୁଣି ତାଙ୍କ ଭିତରେ ଝଗଡା ହୁଏ ପୁଣି ମେଣ୍ଟି ଯାଏ ।

ଏମିତି ଧୀରେ ଧୀରେ ତାଙ୍କ ସମ୍ପର୍କ ର ରଙ୍ଗ ଉଡ଼ିଗଲା ।

କିଛି ଦିନ ପରେ ମନୋଜ ପୁଣି ଫୋନ କରେ ଅନ୍ନି ର waiting ।

ପୁଣି ସେମିତି ଝଗଡା ହୁଏ ।

ମନୋଜ ବାଧ୍ୟ ହୁଏ ଡ୍ରିଂକ୍ସ କରିବାକୁ

ସେହି ସମୟ ରେ ଅନ୍ନି ପୁଣି ଥରେ କଲ କରେ

ହେଲେ ମନୋଜ ହୋସ ରେ ନଥାଏ ।

ତା ସାଙ୍ଗ ଫୋନ ରିସିଭ କରି ସତ କଥା କହିଦିଏ କି ସେ ଆଜି ଡ୍ରିଂକ୍ସ କରି ସୋଇଛି ।

ସକାଳ ରେ ମନୋଜ ତା ସାଙ୍ଗ ଉପରେ ରାଗେ ।

କଣ ହେବ ସେ ଏବେ ସେଇ ରାଣ ନିୟମ କଥା କହିବ ସେଥିପାଇଁ ସେ ଅନ୍ନି ପାଖକୁ କଲ କରେନି ।

ଦୁଇ ଦିନ ପରେ ମନୋଜ କଥା ନହେଇ ରହିପାରେନି ସେ ଅନ୍ନି ପାଖକୁ କଲ କରେ ।

ପୁଣି ଝଗଡା ହୁଏ ।

ପରସ୍ପର ଙ୍କ ଭିତରେ ଭୁଲ ଖୋଜି କୁହନ୍ତି ।

ମନୋଜ- ତୋ ପାଇଁ ମୁ drinks କରିଥିଲି ।ମୁ ଯୋଉଟା ନ ଚାହୁଁଛି ତୁ ସେଇଟା କରୁଛୁ କଣ ପାଇଁ।

ଅନ୍ନି- କଣ ତମେ ଚାହୁଁଛ।

ମନୋଜ- ମୁ ଚାହୁଁଛି ତୁ ଆଉ କୋଉ ପୁଅ ସହ କଥା ନହେବା ପାଇଁ ।ମତେ ବହୁତ କଷ୍ଟ ହେଉଛି ।

ତୁମେ ମୋ କଥା ରଖୁନ।

ଅନ୍ନି- ଫୋନ waiting ମାନେ ତ ନୁହଁ କୋଉ ପୁଅ ସହ କଥା ହେଉଛି ।ତୁମର ଭାବନା ସେମିତି ସେଥିପାଇଁ ମତେ ସେମିତି ଭାବୁଛ

ମନୋଜ- ଫେସବୁକ password କଣ ପାଇଁ ବଦଳେଇଲୁ ।

ଅନ୍ନି- ମୁ ତ ଆଉ ଫେସବୁକ ଯାଉନି।

ହୋଉ ତମେ କହୁଛ ଯଦି ମୁ ଆଉ ମୋ ସାଙ୍ଗ ମାନଙ୍କ ସହ କଥା ହେବିନି।

ଏବେ ଖୁସି ।

ପୁଣି ଝଗଡା ମେଣ୍ଟି ଯାଏ ।

ପୁଣି ସେମାନେ ଭଲ ରେ କଥା ବାର୍ତା ହୁଅନ୍ତି ।

କିଛି ଦିନ ପରେ

ମନୋଜ ଫେସବୁକ ରେ ଥିଲାବେଳେ

ହଟାତ ନଜର ପଡିଗଲା

ଅନ୍ନି ର ଅନ୍ୟ ଗୋଟେ ଫେସବୁକ ID।

ସେଥିରେ ବି ଅନ୍ନି ଆସେ ।

ମନୋଜ ଭାବିଥିଲା ଜେ ତାର ଫେସବୁକ ର password ମୋ ପାଖରେ ହେଲେ ସେ ଆଉ ଗୋଟେ id ￰ଖୋଲିଦେବ ବୋଲି ଭାବିନଥିଲା।

ପୁଣି ଭାବିଲା ନା ତାକୁ ଆଉ କହିବନି ପୁଣି ଝଗଡା ହେବ ପୁଣି ।ଆଉ ମନୋଜ ତାକୁ ହରେଇବାକୁ କେବେ ଚାହୁଁନଥିଲା।

ସେ ସେମିତି ଚୁପ ରହିଲା ।

ଏମିତି ତାଙ୍କର କଥା ଚାଲିଥାଏ ।

ଦିନେ ରାତିରେ ଅନ୍ନି ମନୋଜ କୁ କଲ କରିଛି ।

ମନୋଜ ର ସେତେବେଳେ କାହା ସହ ଝଗଡା ହେଇଥାଏ ସେ କଥା କହିବା ପରିସ୍ଥିତି ନଥାଏ।

ମନୋଜ- କାଲି ସକାଳେ ଫୋନ କରିବ ।ମୁ ବେସ୍ତ ଅଛି।

ଅନ୍ନି- କଣ ହେଇଛି।

ମନୋଜ କଲ କାଟିଦିଏ ।

ଅନ୍ନି ପୁଣି କଲ କରେ

ମନୋଜ ପୁଣି ସେମିତି କୁହେ ।

ଏତେ ନବୁଝିବା ପରେ ମନୋଚିଡି କି କଣ ତାକୁ କହିଦିଏ ଆଉ ଅନ୍ନି କା୍ଦି ପକାଏ ।

ତା ପରେ ପୁଣି ଥରେ ଅନ୍ନି କଲ କରି କୁହେ କି- ମୁଁ ଅନ୍ୟ ଗୋଟେ ପିଲା କୁ ଭଲ ପାଉଛି ।ତମେ ଆଉ ମୋ ପାଖକୁ କଲ କରିବନି।

ଫୋନ କାଟିଦିଏ ।

ସକାଳୁ ମନୋଜ ଫୋନ କରେ।

ମନୋଜ- ସେ ପିଲା କିଏ ।

ଅନ୍ନି- କୋଉ ପିଲା ।ମୁ ରାଗରେ ତୁମକୁ କହିଦେଲି ।ସେମିତି କିଛି ନୁହଁ।

ମନୋଜ ପୁଣି ସେଇ ସନ୍ଦେହ ରେ ଅନ୍ନି କୁ କିଛି କହିଦିଏ ।

ଅନ୍ନି ସେହି ଦିନ ଠାରୁ ମନୋଜ କୁ ଆଉ କଲ କରିନି ।

ଏପଟେ ମନୋଜ ତା ସହ କଥା ହେବ ପାଇଁ ତା ମନ ବହୁତ ବ୍ୟାକୁଳ ହେଉଛି ।

ଆଉ ଯେତେ ଥର କଲ କରୁଛି ସେ ଫୋନ କାଟି ସୁଇଜ ଅଫ କରିଦେଉଛି ।

ମନୋଜ- ମୁ କଣ ଏମିତି କଣ ତାକୁ କଷ୍ଟ କରି କହିଦେଲି ଜେ ସେ ପାଗିଳି ଏ ପର୍ଯ୍ୟନ୍ତ ବି କଲ କରୁନି।

WR- ତାଙ୍କ ଘରକୁ ଯାଉନୁ ।ଦେଖା କରି ସମସ୍ୟା ର ସମାଧାନ କରି ଆସିବୁ ।

ମନୋଜ- ଏଠୁ ତାଙ୍କ ଘର ବହୁତ ଦୂର ।ଆଉ ମୁ ଗଲେ ସେ ଏତେ ଜିଦି ମତେ ଦେଖା ାନ୍ଦିକି)ଭାଇ ସେ ସତରେ ଆଉ କାହାକୁ ଭଲପାଉଛି ।

ନହେଲେ ଗୋଟେ ମାସ ପର୍ଯ୍ୟନ୍ତ ସେ କଥା ବାର୍ତା ବନ୍ଦ କରି ନଥିଲା ।

ନହେଲେ ସେ ମୋ ଭଳି ବ୍ୟାକୁଳ ହେଇଥାନ୍ତା କଥା ହେବ ପାଇଁ।

ମୁ କିଛି ଜାଣିପାରୁନି କଣ କରିବି।

WR- ଫୋନ ରିସିଭ କରୁନି ତ ତେବେ ଚିଠି ଲେଖ।

ପ୍ରେମପତ୍ର

ମନୋଜ ସେ ଚିଠି ଲେଖିବା ଆରମ୍ଭ କରୁ କରୁ ତା ଆଖି ଲୁହ ରେ ସେ ଚିଠି ଓଦା ହେଇଗଲା ।

ସେ ଏବେ ବି ଅନ୍ନି ବହୁତ ଭଲପାଏ ।

ଅନ୍ନି ପାଇଁ ମନୋଜ ର msg- ଅନ୍ନି ତୁମେ ଯଦି ଏଇ story ପଢୁଛ ପ୍ଲିଜ଼ ପ୍ଲିଜ଼ ତମକୁ ତୁମକୁ ମୋ ରାଣ ଶେଷ ଥର ପାଇଁ ଫୋନ ରିସିଭ କରିଦିଅ ପ୍ଲିଜ଼ ।ମୁ ତୁମକୁ ଛାଡି ବଂଚିପାରିବିନି।

ତମେ ଯଦି ଭାବୁଛ ମୋ ପାଖରେ ଖୁସି ରେ ରହିପାରିବନି ।ତେବେ ତୁମ ଖୁସି ମୋ ଚିନ୍ତା କରିବ ନାହିଁ ।ତୁମେ ଖୁସି ରେ ରୁହ ।ହେଲେ ମୋ ଭଳି ପ୍ରେମୀ ତ ବହୁତ ମିଳିଯିବେ ହେଲେ ମୋ ଭଳି ପାଗଳ ପ୍ରେମୀ ତୁମକୁ ମିଳିବେନି ଯିଏ କି କେବଳ ତମ ପାଇଁ ପାଗଳ ଥିଲା।

ରେ ସନ୍ଦେହ କରିବା ମାନେ ଝଗଡା ର ଆରମ୍ଭ।

ଫେସବୁକ password କଣ ଦରକାର ଯିଏ ଠକିବାର ଥିବା ସେ ଅନ୍ୟ କିଛି ଉପାୟ ବାହାର କରି new id ￰ଖୋଲିପାରିବ।

ସନ୍ଦେହ କୁ ମାରିବାର ଏକ ମାତ୍ର ଉପାୟ ସେ ହେଉଛି ଆଖି ବୁଜି ବିଶ୍ୱାସ କରିବା ।

କାହା ଉପରେ ସନ୍ଦେହ କରିବା କିଛି ଦରକାର ନାହିଁ

ସେ ଯଦି ସତରେ ଭଲପାଉଥିବା ସେ କେବେ ବି ତୁମକୁ ଠକିବନି।

ଯଦି ସେ ଠକି ବାର ଥିବା ତୁମେ ସନ୍ଦେହ କରି କି ବି ତାକୁ ରୋକି ପାରିବନିି .


Rate this content
Log in

Similar oriya story from Romance