Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତାଳ ଗଛ ଛାଇ
ତାଳ ଗଛ ଛାଇ
★★★★★

© Rasmi Rekha Tripathy

Inspirational Others Abstract

1 Minutes   14.7K    10


Content Ranking


ମୋ ପୁଅ କମ୍ପାନୀ ଚାକିରୀ କରେ l

ଆଉ ବୋହୁ ସରକାରୀ ଚାକିରୀ l ପୁଅ ବୋହୁ ତୁଳନାରେ ଅଧିକା ଦରମା ପାଏ l ବୋହୁ ରାଜ୍ୟ ସରକାରଙ୍କ ଅଧୀନରେ ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ l ପୁଅ ବି ହାଇଦ୍ରାବାଦରେ ଗୋଟିଏ ଆଇ.ଟି. କମ୍ପାନୀରେ ଚାକିରୀ କରେ l ଦରମା ବି ବେଶ୍ ଆଖିଦୃଶିଆ l

ନାତିର ସବୁ ବେଳେ ଅଭିଯୋଗ ବାବାଙ୍କ ଦରମା ଆମେ ଚଳିବା ପାଇଁ ଯଥେଷ୍ଟ l ତେବେ ମମି ଚାକିରୀ କରୁଛି କାହିଁକି ?

ମୁଁ ତାକୁ କହିପାରେନି ଯେ, କମ୍ପାନୀ ଚାକିରୀ ତାଳ ଗଛ ଛାଇ, ଯାହାର କିଛି ସ୍ଥାୟୀତ୍ୱ ହିଁ ନାହିଁ l କେତେବେଳେ ସେଥିରେ ସ୍ଥାଣୁତା ଆସିଯିବ, କହିହେବ ନାହିଁ l ଏଣୁ ଇଛା ଥିଲେ ବି ଆମେ ବୋହୁକୁ ଚାକିରୀ କରିବାକୁ ମନା କରିପାରୁନୁ l

କମ୍ପାନୀ ଚାକିରୀ ତାଳ ଗଛ ଛାଇ

Rate the content


Originality
Flow
Language
Cover design

Comments

Post

Some text some message..