Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Others Abstract

3  

Rasmi Rekha Tripathy

Inspirational Others Abstract

ତାଳ ଗଛ ଛାଇ

ତାଳ ଗଛ ଛାଇ

1 min
15K



ମୋ ପୁଅ କମ୍ପାନୀ ଚାକିରୀ କରେ l

ଆଉ ବୋହୁ ସରକାରୀ ଚାକିରୀ l ପୁଅ ବୋହୁ ତୁଳନାରେ ଅଧିକା ଦରମା ପାଏ l ବୋହୁ ରାଜ୍ୟ ସରକାରଙ୍କ ଅଧୀନରେ ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ l ପୁଅ ବି ହାଇଦ୍ରାବାଦରେ ଗୋଟିଏ ଆଇ.ଟି. କମ୍ପାନୀରେ ଚାକିରୀ କରେ l ଦରମା ବି ବେଶ୍ ଆଖିଦୃଶିଆ l

ନାତିର ସବୁ ବେଳେ ଅଭିଯୋଗ ବାବାଙ୍କ ଦରମା ଆମେ ଚଳିବା ପାଇଁ ଯଥେଷ୍ଟ l ତେବେ ମମି ଚାକିରୀ କରୁଛି କାହିଁକି ?

ମୁଁ ତାକୁ କହିପାରେନି ଯେ, କମ୍ପାନୀ ଚାକିରୀ ତାଳ ଗଛ ଛାଇ, ଯାହାର କିଛି ସ୍ଥାୟୀତ୍ୱ ହିଁ ନାହିଁ l କେତେବେଳେ ସେଥିରେ ସ୍ଥାଣୁତା ଆସିଯିବ, କହିହେବ ନାହିଁ l ଏଣୁ ଇଛା ଥିଲେ ବି ଆମେ ବୋହୁକୁ ଚାକିରୀ କରିବାକୁ ମନା କରିପାରୁନୁ l


Rate this content
Log in

Similar oriya story from Inspirational