Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ୱାର୍ଡମେମ୍ୱର
ୱାର୍ଡମେମ୍ୱର
★★★★★

© ଓଡିଆ ଗଳ୍ପ

Classics

1 Minutes   7.0K    14


Content Ranking

ଶ୍ରୀ ହେମନ୍ତ କୁମାର ରାଉତ

ମରିବା ଆଗରୁ ନକୁଳ ତା’ ପୁଅକୁ ଶେଯ ପାଖକୁ ଡାକି ଧୀରେ ଧୀରେ କହିଲା, “ଜୀବନ ସାରା ବହୁ କଷ୍ଟ କରି ୱାର୍ଡମେମ୍ୱର ଜିତି ପାରିଲି ନାହିଁ । ଆକୁଳା ମତେ ସାତଥର ହରେଇ ଦେଲା । ମୋର ଦିନେ କାଳ ଶେଷ ହୋଇଯିବ ।

ମରିବା ଆଗରୁ ଯାହା କହୁଛି ତାକୁ ନିଶ୍ଚୟ ପାଳନ କରିବୁ ।

ତୁ ଯେବେ ପ୍ରକୃତରେ ମୋ ପୁଅ ହୋଇଥିବୁ, ତେବେ ତାକୁ ଯେମିତି ହେଲେ ହରେଇବୁ, ନଚେତ୍ ପରପାରିରେ ମୋ ଆତ୍ମା ଶାନ୍ତି ପାଇବନି ।

ଯଉଦିନ ଜିତିବୁ ସେଦିନ ଗୋଟେ ପ୍ରୋସେସନ୍‌ରେ ଯାଇ ତୋ ବେକରେ ଥିବା ଫୁଲହାରକୁ ଛିଣ୍ଡେଇ ମୋ ସମାଧି ଉପରେ ବିଞ୍ଚି ଦେବୁ ।”

ତା’ ପୁଅ ନକୁଳା ସବୁ କଥା ମଥାପାତି ମାନିନେଲା ।

ନକୁଳ ୱାର୍ଡମେମ୍ୱର ପ୍ରୋସେସନ୍‌

Rate the content


Originality
Flow
Language
Cover design

Comments

Post

Some text some message..