Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

ୱାର୍ଡମେମ୍ୱର

ୱାର୍ଡମେମ୍ୱର

1 min
7.0K


ଶ୍ରୀ ହେମନ୍ତ କୁମାର ରାଉତ

ମରିବା ଆଗରୁ ନକୁଳ ତା’ ପୁଅକୁ ଶେଯ ପାଖକୁ ଡାକି ଧୀରେ ଧୀରେ କହିଲା, “ଜୀବନ ସାରା ବହୁ କଷ୍ଟ କରି ୱାର୍ଡମେମ୍ୱର ଜିତି ପାରିଲି ନାହିଁ । ଆକୁଳା ମତେ ସାତଥର ହରେଇ ଦେଲା । ମୋର ଦିନେ କାଳ ଶେଷ ହୋଇଯିବ ।

ମରିବା ଆଗରୁ ଯାହା କହୁଛି ତାକୁ ନିଶ୍ଚୟ ପାଳନ କରିବୁ ।

ତୁ ଯେବେ ପ୍ରକୃତରେ ମୋ ପୁଅ ହୋଇଥିବୁ, ତେବେ ତାକୁ ଯେମିତି ହେଲେ ହରେଇବୁ, ନଚେତ୍ ପରପାରିରେ ମୋ ଆତ୍ମା ଶାନ୍ତି ପାଇବନି ।

ଯଉଦିନ ଜିତିବୁ ସେଦିନ ଗୋଟେ ପ୍ରୋସେସନ୍‌ରେ ଯାଇ ତୋ ବେକରେ ଥିବା ଫୁଲହାରକୁ ଛିଣ୍ଡେଇ ମୋ ସମାଧି ଉପରେ ବିଞ୍ଚି ଦେବୁ ।”

ତା’ ପୁଅ ନକୁଳା ସବୁ କଥା ମଥାପାତି ମାନିନେଲା ।


Rate this content
Log in

Similar oriya story from Classics