Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗଳ୍ପ  ଦୁଇ  ଧାଡିର
ଗଳ୍ପ ଦୁଇ ଧାଡିର
★★★★★

© Jyotiranjan Sahu

Others

1 Minutes   238    9


Content Ranking

ସେଦିନ ମହାଭାରତର ଯୁଧିଷ୍ଠିରକୁଂ ଯକ୍ଷ ପ୍ରଶ୍ନକଲା ପରି ଆଜି ମୋ ହୃଦୟଟା ମୋତେ ପ୍ରଶ୍ନକଲା"ହେ ସ୍ବାର୍ଥୀ ! ଆଜିର ଏ ଦୁନିଆ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟ କଣ "???

ଏକ ମାୟାବୀ ହସଟେ ହସିଦେଇ ମୁଁ କହିଲି" ରେ ହୃଦୟ ! ଜୀବନର ବହୁମୂଲ୍ୟ ବର୍ଷଟିଏ ହରାଇଦେଇ ଆନନ୍ଦିତ ହୋଇଉଠୁଥିବା ଏ ମଣିଷ ଜାତିଟା ନିଜର ଛୋଟିଆ ସ୍ବାର୍ଥ ଟେ ହରାଇବା ଭୟରେ ଯୌଥପରିବାରକୁ ଭାଂଗିଚାଲିଛି " ।

॥ ଜ୍ୟୋତିରଞନ ସାହୁ ॥

ଯୁଧିଷ୍ଠିର ହୃଦୟ ଯୌଥପରିବାର

Rate the content


Originality
Flow
Language
Cover design

Comments

Post

Some text some message..