Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abinash Das

Tragedy

2  

Abinash Das

Tragedy

ଫୋଟଗ୍ରାଫି

ଫୋଟଗ୍ରାଫି

1 min
3.7K


ଅଭିଜିତ୍ ଫୋଟଗ୍ରାଫି ଆନିମେସନ୍ ର ଛାତ୍ର । ଫୋଟଗ୍ରାଫି ପାଇଁ ଗାଡ଼ି ଚାଲିଛି ଏକ ପାହାଡ଼ିଆ ଗାଁ ବାଟରେ...

ଗୋଟେ ପିଲାର ଫୋଟ କ୍ୟାପଚର୍ କରିନେଲା ଅଭିଜିତ୍ !

*************

ଫୋଟ ସୋ ! ଦାମ୍ ୩ କୋଟି ଚାଳିଷ ହଜାର୍ !

ଅଭିଜିତ୍ ରାତାରାତି କୋଟିପତି ।

**************

ଫୋଟରେ ଥିଲା ଓଳିଆ ଗଦାରେ କୁକୁରଟିଏ ସଦ୍ୟ ବାନ୍ତି କରିଥିବା ଭାତ ଖଣ୍ଡକୁ ପିଲାଟିଏ ପାଟିରେ ପୁରଉଛି ! ଆଉ ସେ ଫୋଟ କାଳେ ସାରା ବିଶ୍ୱକୁ ଦହୋଲାଇ ଦେଇଛି !

ଆଜି ସେ ପିଲା ସେ ଭାତକୁ ଖାଉଛି !!!

( ସମାପ୍ତ )

© ଅବିନାଶ ଦାସ


Rate this content
Log in

Similar oriya story from Tragedy