Abinash Das

Tragedy


2  

Abinash Das

Tragedy


ଫୋଟଗ୍ରାଫି

ଫୋଟଗ୍ରାଫି

1 min 3.6K 1 min 3.6K

ଅଭିଜିତ୍ ଫୋଟଗ୍ରାଫି ଆନିମେସନ୍ ର ଛାତ୍ର । ଫୋଟଗ୍ରାଫି ପାଇଁ ଗାଡ଼ି ଚାଲିଛି ଏକ ପାହାଡ଼ିଆ ଗାଁ ବାଟରେ...

ଗୋଟେ ପିଲାର ଫୋଟ କ୍ୟାପଚର୍ କରିନେଲା ଅଭିଜିତ୍ !

*************

ଫୋଟ ସୋ ! ଦାମ୍ ୩ କୋଟି ଚାଳିଷ ହଜାର୍ !

ଅଭିଜିତ୍ ରାତାରାତି କୋଟିପତି ।

**************

ଫୋଟରେ ଥିଲା ଓଳିଆ ଗଦାରେ କୁକୁରଟିଏ ସଦ୍ୟ ବାନ୍ତି କରିଥିବା ଭାତ ଖଣ୍ଡକୁ ପିଲାଟିଏ ପାଟିରେ ପୁରଉଛି ! ଆଉ ସେ ଫୋଟ କାଳେ ସାରା ବିଶ୍ୱକୁ ଦହୋଲାଇ ଦେଇଛି !

ଆଜି ସେ ପିଲା ସେ ଭାତକୁ ଖାଉଛି !!!

( ସମାପ୍ତ )

© ଅବିନାଶ ଦାସ


Rate this content
Originality
Flow
Language
Cover Design