Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambhunath Mohanty

Others

2.5  

Sambhunath Mohanty

Others

ମୁଁ ଚାକିରିଆ

ମୁଁ ଚାକିରିଆ

1 min
511


ପ୍ରତ୍ୟେକ ମଣିଷର ଇଚ୍ଛାଥାଏ ଭଲ ପାଠପଢି ବଡ ମଣିଷ ହେବି।ଭଲ ଚାକିରି କରିବି।ସମସ୍ତଙ୍କ ପାଇଁ କିଛି କରବି। ମାତ୍ର ଚାକିରି କରିବା ପରେ କିଛି ଦିନ, କିଛି ମାସ, କିଛି ବର୍ଷ ଠିକ୍ ଥାଏ। ଆଉ ତାପରେ ଆସେ ପରିବର୍ତ୍ତନ। ଉଭୟ ଚାକିରି କରିଥିବା ମଣିଷ ଏବଂ ତାର ନିଜର ସଂପର୍କୀୟ ଭିତରେ।ବିଭିନ୍ନ ପ୍ରକାରର ପାରିବାରିକ ଏବଂ ମାନସିକ ଅଶାନ୍ତି ଆରମ୍ଭ ହୋଇଯାଏ।ଯାହା ଫଳରେ ତାକୁ ବାହାରେ ରହିବାକୁ ପଡେ। ଅନ୍ୟ ମାନଙ୍କୁ ଜାଣିଶୁଣି ଅଣଦେଖା କରିବାକୁ ପଡେ। ଲୋକେ କହନ୍ତି ସେ ଚାକିରି ପାଇଁ ବଦଳି ଗଲା। ମାତ୍ର ଏଥିପାଇଁ ପ୍ରକୃତରେ ଦାୟୀ କିଏ?


Rate this content
Log in

More oriya story from Sambhunath Mohanty