Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Kumar Acharya

Inspirational

2  

Narendra Kumar Acharya

Inspirational

ବିପିଏଲ ଏପିଏଲ୍

ବିପିଏଲ ଏପିଏଲ୍

1 min
7.4K


(ଏକ)

: ଚାକିରି କରିଛ ?

: ନା, ବେକାର୍।

: କେମିତି ଚଳୁଛ ?

: ଚାଷବାସ ଅଛି। ଧାନଚାଉଳ ବେପାର

ଚାଲିଛି। ବ୍ଲକରୁ କିଛି କଣ୍ଟ୍ରାକ୍ଟ୍ରି ବି

ମିଳେ।

: ହଉ, ଆମର ସେସବୁ ଜାଣିବା

ଦରକାର ନାହିଁ।

ତୁମେ ବିପିଏଲ୍।

(ଦୁଇ)

: ଚାକିରି ?

: ହଁ ଗୋଟେ ପ୍ରାଇଭେଟ୍ ଫାର୍ମରେ।

ମାସକୁ ୨୦୦୦ ପାଏ ।

: ଛାଡ ହୋ, ଆମକୁ କ'ଣ ମିଳିବ

ସେଥିରୁ। ଚାକିରି କରିଛ, ଏତିକି

ଜାଣିବା ଯଥେଷ୍ଟ।

ତୁମେ ଏପିଏଲ୍।

®ନରେନ୍ଦ୍ର କୁମାର ଆଚାର୍ଯ୍ୟ/୨।୪।୧୮


Rate this content
Log in

Similar oriya story from Inspirational