Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିପିଏଲ ଏପିଏଲ୍
ବିପିଏଲ ଏପିଏଲ୍
★★★★★

© Narendra Kumar Acharya

Inspirational

1 Minutes   7.4K    21


Content Ranking

(ଏକ)

: ଚାକିରି କରିଛ ?

: ନା, ବେକାର୍।

: କେମିତି ଚଳୁଛ ?

: ଚାଷବାସ ଅଛି। ଧାନଚାଉଳ ବେପାର

ଚାଲିଛି। ବ୍ଲକରୁ କିଛି କଣ୍ଟ୍ରାକ୍ଟ୍ରି ବି

ମିଳେ।

: ହଉ, ଆମର ସେସବୁ ଜାଣିବା

ଦରକାର ନାହିଁ।

ତୁମେ ବିପିଏଲ୍।

(ଦୁଇ)

: ଚାକିରି ?

: ହଁ ଗୋଟେ ପ୍ରାଇଭେଟ୍ ଫାର୍ମରେ।

ମାସକୁ ୨୦୦୦ ପାଏ ।

: ଛାଡ ହୋ, ଆମକୁ କ'ଣ ମିଳିବ

ସେଥିରୁ। ଚାକିରି କରିଛ, ଏତିକି

ଜାଣିବା ଯଥେଷ୍ଟ।

ତୁମେ ଏପିଏଲ୍।

®ନରେନ୍ଦ୍ର କୁମାର ଆଚାର୍ଯ୍ୟ/୨।୪।୧୮

ବିପିଏଲ ଏପିଏଲ୍ ଚାକିରି ଚାଷବାସ

Rate the content


Originality
Flow
Language
Cover design

Comments

Post

Some text some message..