Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସମର୍ପଣ
ସମର୍ପଣ
★★★★★

© Akshayakumar Dash

Inspirational

1 Minutes   252    4


Content Ranking

ବୁଦ୍ଧକଂର ଶିଷ୍ୟ ଆନନ୍ଦ ।ଦିନେ ପ୍ରଶ୍ନ ପଚାରିଲେ, "ଭଗବାନ ଆପଣ ଉଚ୍ଚ ଆସନରେ ବସି ପ୍ରବଚନ ଦିଅନ୍ତି ।ଶ୍ରୋତାମାନେ ତଳେ ବସନ୍ତି ।ଏପରି କାହିଁକି?ବୁଦ୍ଧକହିଲେ ,",ଆନନ୍ଦ! ତୁମେ କେବେ ଝରଣାର ପାଣିପିଇବାକୁ ଯାଇଛ ?ଝରଣାପାଣି ଉପରୁ ତଳକୁ ପଡେ ,ତେଣୁ ତଳେରହି ପାଣିପିବାକୁ ପଡେ ।ବୁଦ୍ଧ କହିଲେ ,ତାହେଲେ ତ ଝରଣା ଉପରୁ ତଳକୁ ବହିବାକୁ ହେବ । ଠିକ୍ ଏହିପରି ତୁମକୁ କାହାପାଖଋ କିଛି ପାଇବାକୁହେଲେ ନିଜକୁ ତଳକୁକରି କିଛି ପାଇବ ଓ ତୁମକୁ କିଛି ଦେବାକୁହେଲେ ଦାତାକୁ ଉପରେରହି ଦେବାକୁହେବ ।ସମର୍ପଣ ପାଇଁ ପ୍ରସ୍ତୁତ ହେଲେ ସାଗରରେ ପରିବର୍ତ୍ତିତ ହେବ । ବୁଦ୍ଧକଂ କଥା ଆନନ୍ଦ ବୁଝିପାରିଲେ ।

ସମର୍ପଣ ଶିଷ୍ୟ ଆନନ୍ଦ

Rate the content


Originality
Flow
Language
Cover design

Comments

Post

Some text some message..