Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saswati Samal

Inspirational

3  

Saswati Samal

Inspirational

ଭଂଗା ସ୍ବପ୍ନ୍ ର ସ୍ବର

ଭଂଗା ସ୍ବପ୍ନ୍ ର ସ୍ବର

6 mins
7.7K


ଭଙ୍ଗା ସ୍ୱପ୍ନର ସ୍ୱର
ଡାକ୍ତରଖାନା ବେଡ୍ ଉପରେ ଶୋଇ ଚକରା ତାର ଅତୀତକୁ ମନ ପକାଉଥାଏ .ସବୁ ଦୃଶ୍ୟ  ଅାଜି ଚଳଚ୍ଚିତ୍ର ପରି ତା ଅଖି ଆଗରେ ନାଚି ଯାଉଥାଏ. ସୁଦୁର୍ ପଶ୍ଚିମ ବଙ୍ଗଗରେ ତା ଘର . ଗାଆଁର ନା ସୁଜନପୁର୍ କଲିକତାରୁ ତିନି ଶହ କିଲୋମିଟର ଦୂର ବଙ୍ଗଳାଦେଶ ସୀମାନ୍ତ କୁ ଲାଗିଛି. କହିବାକୁ ଗଲେ ପ୍ରକୃତରେ ସେମାନେ ଶରଣାର୍ଥୀ . ତା ପୂର୍ବ ପୁରୁଷ ବିଭାଜନ ସମୟରେ ନିଜ ଦେଶ ଛାଡି ଭାରତ ପଳାଇ ଅାସିଥିଲେ . ସେହି ଦିନଠାରୁ ଏ ଦେଶ ତାଂକର ଜନମଭୂମି, ବେଳେବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହ ଏ ନେଇ ଛୋଟମୋଟ ଗଣ୍ଡଗୋଳ ଲାଗି ରହିଥାଏ ମାତ୍ର ଭାରତ ଛାଡି ନିଜ ଦେଶକୁ ଫେରି ଯିବା  କଥା କେବେ କଳ୍ପନା କରିହୁଏନି. ପୈତୃକ ସମ୍ପତି ବୋଲି ଝାଟିମାଟିର ଦୁଇ ବଖରା ଘର ଓ ଦୁଇ ଗୁଣ୍ଠ ଜମି ,ବସ େି ଗତ େନୟା ବର ବ ାଇ ବହାଈଗଲା , ମା, ସ୍ତ୍ରୀ ସାେି,ପୁଅ କାଳିଆ ତାକୁ ମିବ ଈ ଘବର ଖାଈୋକୁ ଚାରିପ୍ରାଣୀ ,ଘବର ଖାଈ ୋକୁ ଅର୍ଣ୍ଥ ଦାନା ଟିଏ ଭି ନାହିଁ, ଗ ା ବର ପ୍ରାୟ ସମସ୍ତଙ୍କର ସମ ଅେସ୍ଥା ବକେଳ ବଯଉ ମାବନସୁଦୁର ସହର କୁ ଆସି କାମ ନ୍ଦା କରୁଛନ୍ତି ବସମାନକଂ ପରିୋର ଦୁଈ ଓଳି ଖାଈୋକୁ ପାଉଛନ୍ତି ,ଆଉ ବକବତ ଉପାସ ବର ଦିନ କାଟି ଥାଆବନ୍ତ ବସଥିପାଈ ବଯତବେବଳ ଠିକାଦାର ୋେୁ ରାଜ ାନୀ ଦିଲ୍ଲୀ ବର ରାସ୍ତା କାମ ପାଈ ବଲାକ ଦରକାର କହିବଲ ବସ ତୁରନ୍ତ ରାଜି ବହାଈଗଲା ,ବସତିକି କଷ୍ଟ ନବହବଲ କିଏ ବକବେ ନିଜ ଭିଟା ମାଟି କୁ ଛାବଡ ,ଏଈ ବପଟ ଚାଖବଣ୍ଠ ପାଈ ମଣିଷ କଣ ନକବର. କିନ୍ତୁ ସାେି ବସ କଣ ସହଜ ବର ରାଜିବହେ ?
“ ମଦନା ଭାଈ କୁ ବଦଖ େବଷଥ ବହଲାଣି ବସ ଭାଉଜ କୁ ସାଂଗ ବର ବନଈ ଦିଲ୍ଲୀ ଗଲାଣି , ଏ େଷଥ ଗ ା ବର ଘର ବତାବଳଈଲାଣି, ଚାଲ ଆବମେି ଯିୋ.” ଏମିତି ବକବତ ଜଣକଂ ଉଦାହରଣ ବଦଈ ସାେି କୁ େହୁତ୍ କଷ୍ଟ ବର ରାଜି କଲା . ବସଥିବର େି ବଗାବଟ ଅଡୁଆ ,ଛୁଆପିଲା କୁ ତବମ ସାଂଗବର ବନଈ ପାରିେନାହିଁ. ଆଜି ଭଳି ଲାଗୁଛି ଘର ଛାଡିୋ ବେବଳ କାଳିଆ କୁ ଛାତି ବର ଚାପି ରି ସାେି ବକବତ କାନ୍ଦିଥିଲା କଣ କରିେ ମା ମନତ ବଯବତ େୁବଝଈବଲ କଣ େୁଝୁଚି. କିନ୍ତୁ ଦୁଈ ଜଣ ମି ି କାମକବଲ ଅଧିକା ପଈସା ପାଈବେ. “ତୁ କାନ୍ଦନା ବଲା ପିଲା ଆମର ତା ବଜବଜମା ପାଖବର ଭଲବର ରହିେ, ଆବମ ବସ ଅଜଣା ସହବର କା ପାଖବର ତାକୁ ଛାଡି କାମ କରିଥାବନ୍ତ, ଦୁଈ ପ୍ରାଣୀ ଯାହା େି ବରାଜଗାର କରିୋ ତା ଭେିଷୟତ ପାଈ, ତ ମନ ଉଣ କରନା ,” ଧିବରଧିବର ସାେି େି ୋସ୍ତେିକତା କୁ ଗ୍ରହଣ କରିବନଲା.
ସତକୁସତ କିଛିମାସ ଭିତବର ହାତକୁ ଦୁଈ ପଈସା ଅସିଲା, ମବନମବନ ଭାେିଥିଲା ଆଉ କିଛି ସଂଚୟ ବହବଲ ଝାଟିମାଟି ର ଘର କୁ ଟିବକ ୋବଗଈ ବଦେ, ଗଲା ବମୌସୁମୀ ବର ଅ ା ଭୁ ୁଡି ପଡିଥିଲା. କିନ୍ତୁ ଏ କଣ ବହଲା ତାର ସେୁ ସବପନ ମାଟିବର ମି ିଗଲା. ଦିଲ୍ଲୀ ଆସିୋର କିଛିଦିନ ପବର ସାେି ର ବପଟବରାଗ ୋହାରିଲା, ବେବଳବେବଳ େିଚାରି ଟା ଅସହା ଯନ୍ତ୍ରଣା ସାହି ନପାରି ମବଲା ୋପାବଲା କହି ଭୁଇ ବର ଗାଡିଯାଏ, ସମବସ୍ତ କହିୋରୁ କିଛି ଦିନ ତବଳ ତାକୁ ବନଈ ସରକାରୀ ଡାକ୍ତରଖାନା ଯାଈଥିଲା , ଡାକ୍ତର ବକବତ ପ୍ରକାର ପରୀକ୍ଷାନିରିଖା କରି କହିବଲ ତା ବପଟ ଭିତବର ଘା ବହଈଯାଈଛି ,ଅପବରସନ୍ କବଲ ଠିକ୍ ବହାଈଯିେ, ବସଥିପାଈ ଦୁଈ ଲକ୍ଷ ଟଂକା ଦରକାର , ଏବତ ଗୁବଡ ଟଂକା ବସ ବକଉଠୁ ଆଣିେ .
ସେୁଦିନ ସନ୍ଧ୍ୟାବେବଳ କାମ ରୁ ବେରି ମଂଗୁଭାଈ ଚା ବଦାକାନ କୁ ଚା ପିଈୋକୁ ଯାଏ , ଚା ପିଈୋ ବଗାବଟ େହାନା ପ୍ରକୃତ ବର ବସଠି େସି ଚା ପିଈୋକୁ ଆସୁଥିୋ ୋେୁ ମାବନ ସେୁଦିନ େିଭିଣଥ େିଷୟ ବର କଥା ହୁଅନ୍ତି , ବସ ଏ ଚର୍ଚ୍ଥା ରୁ କିଛି େୁଝୁ ୋ ନେୁଝୁ ସାରାଦିନ ଖଟଣି ଓ ଦୁୁଃଖ କୁ ବସ କିଛି ସମୟ ପାଈ ଭୁଲିଯାଏ. ବସ ଦିନ ୋେୁମବନ କିଏ ଜବଣ ନମଜାଦା ଗାୟକ କଂ େିଷୟବର କଥା ବହଉଥିବଲ, ପ୍ରତିଦିନ ସକାଳୁ ମସଜିଦ୍ ର ଅଜାନ୍ ୁଣି ବସ ଗାୟକୋେୁ କଂ ନିଦ ବର େୟାଘାତ ବହଉଥିୋରୁ ବସ ବକାଉଠି ,କିଛି ବଗାବଟ ବଲଖିବଦଈଛନ୍ତି ତାକୁ ବନଈ ପାଲା ଚାଲିଛି. ବସ େି ବଯଉ େୁଟପାଥ ବର ରବହ ତାକୁ ଲାଗି କରି ମସଜିଦ୍, ମନ୍ଦିର ଓ ଗୁରୁଦବାରା ଅଛି ,କାହିଂ ତା ନିଦ ତ ବକବେ ଭାବଗ ନି , ତା ପରି ଗରିେ ଯିଏ ବପଟପୁରା ଖାଈୋକୁ ପାଏନି ଏେମ୍ ଦିଲ୍ଲୀ ର ହାଡଭଂଗା ୀତବର େୁଟପାଥ ବର ଆଶ୍ରୟ ନିଏ ତାର ପୁଣି ୁଖନିଦ୍ରା ..
ତା ପାଈଂ ମସଜିଦ୍ ରୁ ଆସୁଥିୋ ନମାଜ଼, ମନ୍ଦିର ରୁ ଆସୁଥିୋ ପ୍ରାଥଥନା ଓ ଗୁରୁଦବାରା ରୁ ଆସୁଥିୋ ଗୁରୁୋଣି ର ସବର ସେୁ ସମାନ , ତାକୁ ବକେଳ ଏତିକି ଜଣାଥାଏ ଏହି ମଥସ୍ଥଳି ମନକଂବର ଭଲ ଦିନବର ବକହି ବକହି ଶ୍ରଦ୍ଧାଳୁ ଛତ୍ର୍ ବଖାଲି ଖାଈୋକୁ ଦିଅନ୍ତି, ବସଦିନ ସବାମୀସ୍ତ୍ରୀ ବପଟଭରି ଖାଈୋକୁ ପଆନ୍ତି. କିନ୍ତୁ େିଚରା କଣ ଏମିତି କହିବଦଲା ବଯ ବକବତ ଜଣ ତାକୁ ଜୀେନରୁ ମାରି ବଦୋକୁ ମକ ବଦଈ ସାରିବଲଣି, ଆଉ ପୁଣି ୋେୁ କହୁଥିବଲ ବକହି ଜବଣ ମଥଗୁରୁ ଗାୟକ କନୁ ନଣ୍ଠ୍ କରି ଚପଲମାଳ ଯିଏ ପିବନ୍ଧ୍ଈ ପାରିେ ତା ପାଈ ଦ ଲକ୍ଷ ଟଂକାର ପୁରସ୍କାର େି ବଘାଷଣା କରିସାରିବଲଣି. ସତବର କଣ ଏବତ ଟଂକା କିଏ ଏମିତି ବଦଈବଦେ, ଅନୟ ମାନକଂ କଥା ବସ
କହିପାରିେନି କିନ୍ତୁ ତାକୁ ଯଦି କିଏ ପାଂଚ ଲକ୍ଷ େି ଦିଅନ୍ତା ବସ ଥବର ନୁହ ପାଂଚ ଥର ନଣତା ଓ ଦସ ଥର ଚପଲମାଳ ପିନ୍ଧ୍ି ସାରନ୍ତାଣି. ଛାଡ ବସ କଥା ତା ପରି ଗରିେ ,ନିୁଃସହାୟ ମଣିଷ କଂ ପ୍ରତି ଭଗୋନ୍ କର ଏ କି େିଚାର.
ବସ ଦିନ ରାତି ବର ନିଜ ଦୁୁଃଖ, ଅସହାୟତା କଥା ଭାେୁଭାେୁ ବକବତବେବଳ ଅଖି କୁ ନିଦ ଅସିଯାଈଛି ଜବଣନି , ହଠାତ୍ ଏକ ପ୍ରଚଣ୍ଠ 􀆑 ବର ତା ନିଦ ଭାଂଗୀଗଲା କଣ ବହଈଛି କିଛି ଜାଣିୋ ଆଗରୁ ତା ରୀର ର କିଛି ଅଂ ଉପବର ବଗାବଟ ଭାରି େସ୍ତୁ ମାଡିଗଲା ପରି ଲାଗିଲା ,ଯନ୍ତ୍ରଣା ବର ଛଟ୍ ପଟ୍ ବହାଈ ବଦବଖତ ଏକ ଦାମୀ ଗାଡି ର ଚକା ତବଳ ତା ବଗାଡ ଦୁଈଟି େସି ଯାଈଛି, ଗାଡି ରୁ ୋହାରି ବକହି ଜବଣ ବଦୌଡି ପବଳଈ ଯାଉଛି, ଏହା ପବର ତାର କିଛି ମବନନାହି .,ବଚତା ବେରିଲା ବେଳକୁ ବସ ଡାକ୍ତରଖାନା ବର ଅଉ ସାେି ବଜାର୍ ବଜାର୍ ବର ମୁଣ୍ଠ ପିଟି କାନ୍ଦୁଛି. “ଆବଲା କାହ କି କାନ୍ଦୁଛୁ ,କଣ ବହଈଛି ,’ ଏ କଣ ବମା ବଗାଡ ଦୁଈଟା କୁଆବଡ ଗଲା” ବସ ଏବେ ଜାଣି ପାରୁଥିଲା ସାେି କାହ କି କାନ୍ଦୁଥିଲା, କାଲି ର ଦୁଘଥଟଣାବର ପ୍ରାଣ ଟା ସିନା େଂଚିଗଲା ସାରା ଜୀେନ ପାଈ ବସ ଅକ୍ର୍ମମଣନୟ ବହାଈ ଗଲା. ଏବେ ବସ କଣ କରିେ, ତା ସଂସାର କୁ କିଏ ଚବଳଇେ ,ପ୍ରଭୁ ଏଈଟା କଣ ତମ ନାୟ.
ଏତିକି ବେବଳ ଜବଣ ଭଦ୍ରେୟକ୍ତି ଆସି ସାେି କୁ କଣ କହିବଲ , ବସ ପାଖକୁ ଅସି ଧିବର ତା କାନ ବର କହିଲା ୋେୁ ଜଣକଂ ତା ସହିତ ଏକୁଟିଆ କଣ କଥା ବହୋକୁ ଚାହ ୁଛନ୍ତି, ମବନମବନ ଭାେୁଥାଏ ଏ ପୁଣି କିଏ, ତା ସହିତ କଣ କଥା ବହବେ, ୋେୁ ଜଣକଂ ତାଂକ ପରିଚୟ ଦୋରୁ ବସ ଜଣିପାରିଲା କାଲି ରାତି ବଯଉ ଗାଡି କ୍କା ବର ତାର ଏ ଅେସ୍ଥା ତାକୁ ଏକ ସତର େଷଥ ର ନାୋଳକ ପିଲାଟି ଚଳାଉଥିଲା. ନୀ େୟେସାୟୀ ର ଏକମାତ୍ର ପୁଅ, େୟକ୍ତି ଜଣକଂ ତାଂକ ଓକିଲ .” ବଦଖ ଯା ବହୋର ଥିଲା ବହାଈଗଲାଣି ବଯବତଯାହା କବଲ କଣ ତମ ବଗାଡ ଭଲ ବହାଈଯିେ, ଯଦି ତବମ ବପାଲି କୁ ସତ କହିବଦେ ପିଲା ଟିର ଜୀେନ ବଂସ ବହଈଯିେ, ବମା କଥା ମାନ ନିଜ ନିଜ ଭିତବର କିଛି ବଗାବଟ େୁଝାମଣା କରିବଦୋ ,ଅଯଥା ବକସ୍ କରି କିଛି ଲାଭ ବହେନି, େରଂ ତବମ ବଯବତ ଟଂକା ମାଗିେ ଆବମ ବଦେୁ ତା େଦଳ ବର ତବମ ବପାଲି ଆଗବର ମିଚ୍ଛ େୟାଖୟା ବଦେ, ହଠାତ୍ ଅଜାଣତ ବର ତା ପାଟି ରୁ ୋହାରି ଅସିଲା” ଦସ ଲକ୍ଷ ବଦବେ”
ମକରା ଭାେୁଥାଏ କଣ ପଈସା ଅଛି ବୋଲି ଗରିେ ମଣିଷର ଜୀେନ ର ମୁଲୟ ଏମାନଙ୍କ ପାଖବର କିଛି ନାହିଁ , ପୁତ୍ର ବପ୍ରମ ର ଅନ୍ଧ୍ ବହାଈ ତାକୁ ଏବତ ମାତ୍ରା ବର ଉଦ୍ଧତ କରିବଦଈଛନ୍ତି ବଯ ବସ ତା ଭୁଲ୍ ପାଈ ପଶ୍ଚାତାପ େି କରୁନି, କିନ୍ତୁ ବସ କଣ କରିେ ଓକିଲ ୋେୁ କଂ କଥା ମାନିବନେ ନା ସତ କହିେ.”
ଇନ୍ ବେବକେର୍ ୋେୁ ପଚାରୁଛନ୍ତି “ତମ ଦୁଘଥଟଣା ବକମିତି ବହଲା, ବସତବେବଳ କିଏ ଗାଡି ଚଳାଉଥିଲା, ଏମିତି ଅବନକ ପ୍ର ନ .
“ନାହିଁ ହଜୁର୍ ଗାଡିେଲା ର ଏଥିବର କିଛି ଭୁଲ୍ ନାହିଁ, ମୁଂ କାଲି ରାତିବର ଟିବକ ଅଧିକା ପିଈ ବଦଈଥିଲି ତ ନି ା ବର ଜାଣି ପାରିଲିନି, ବସ ୋେୁ କଂ ଗାଡି ଆଗକୁ ଚାଲି ଅସିଥିଲି. “ ସାେି କିଛି ନକହିବଲ େି ତା ଅ ୁପୁର୍ଣ୍ଥ ଆଖିବର ଅବନକ ପ୍ର ନୋଚୀ. ବଯଉ େୟକ୍ତି ବକବେ ତା ଜୀେନବର ବୋତଲ କୁ ହାତେି ଲବଗଈନି ବସ ପୁଣି କାଲି ରାତିବର...”
େୁଝିଲୁ ସାେି ଭାେୁଥିଲି ଈ ବର କଂର ଏ ହତଭାଗୟ ପ୍ରତି ଏକି ଅେିଚାର? ଏହା କଣ ବମାର ପୁେଥଜନମ ର କୃତକମଥ ର ପ୍ରାରବ୍ଦ , କିନ୍ତୁ ଏବେ ଉପଲବ୍ଦି କରୁଛି ,ଈ ବର ଯାହା କରିଛନ୍ତି ଆମ ମଂଗଳ ପାଈ, ଆମର ସେୁ ସମସୟାର ସମା ାନ ବହାଈଯିେ ତା ପାଈ ଯଦି ବମାବତ କିଛି େଳିଦାନ ଦୋକୁ ପଡିଲା ବସଥିପାଈ ବମାର ଦୁୁଃଖ ନାହିଁ ,ଚାଲ ଏବେ ଆମ ଘରକୁ ବେରିଯିୋ. ନୁଆ ସକାଳ ଆମ ଅବପକ୍ଷା ବର .ଅନ୍ଧ୍ାର କାଟିୋକୁ ତ ସମୟ ଲାଗିେ କିନ୍ତୁ ଏ ଅକା ର ଉଦିତ ସୁଜଥୟ ଆମକୁ ଆଗକୁ େଢିୋକୁ କ୍ତି ଓ ସାହସ ବଦଉଛି.
******


Rate this content
Log in

Similar oriya story from Inspirational