Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶାନ୍ତି ମାଆ
ଶାନ୍ତି ମାଆ
★★★★★

© ସତ୍ୟଜିତ୍ ମହାଂତି

Abstract

1 Minutes   1.4K    19


Content Ranking

ଶାନ୍ତି ମାଆର କାହାଣୀ ।ଜୀବନର ଏକ ପରିବର୍ତ୍ତନ,ଯେଉଁଠି ଖୋଜେ ହଜିଯାଇଥିବା ପୁରୁଣା ଦିନର କିଛି ମୁହୂର୍ତ୍ତ । ଶେଷରେ ରାସ୍ତାଟିଏ ପାଏ ଆଉ ଆଗକୁ ମାଡି ଚାଲିଯାଏ ସେ । ପରିବର୍ତ୍ତନର ପ୍ରତିରୂପରେ ପରିଚୟ ପାଏ ନ।ଚବାଲିରୁ ଶାନ୍ତି ମାଆ। କିନ୍ତୁ ନରରୂପି ସୈତାନ୍ ଗୁଡ଼ିକ କିନ୍ତୁ ଭୁଲି ଯାନ୍ତି କ୍ଷତବିକ୍ଷତ ନାଚବାଲିର ସେ ଶରୀରକୁ । ଶାନ୍ତି ମାଆର ପାଦ ତଳେ ପଡି ଖୋଜେ ଅଶ୍ରିବାଦ ଅାଉ କରିଥିବା ପାପରୁ ମୁକ୍ତି ।କିନ୍ତୁ ଶାନ୍ତି ମାଆ କଣ ଭୁଲିପାରେ ସେଦିନର କଷ୍ଟକୁ ନା ଭୁଲି ପାରେ ନର ରୁପି ରାକ୍ଷସ ମାନଙ୍କୁ ।

ଶାନ୍ତି ନ।ଚବାଲି ରାକ୍ଷସ

Rate the content


Originality
Flow
Language
Cover design

Comments

Post

Some text some message..