Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସତ୍ୟଜିତ୍ ମହାଂତି

Abstract

2  

ସତ୍ୟଜିତ୍ ମହାଂତି

Abstract

ଶାନ୍ତି ମାଆ

ଶାନ୍ତି ମାଆ

1 min
1.6K


ଶାନ୍ତି ମାଆର କାହାଣୀ ।ଜୀବନର ଏକ ପରିବର୍ତ୍ତନ,ଯେଉଁଠି ଖୋଜେ ହଜିଯାଇଥିବା ପୁରୁଣା ଦିନର କିଛି ମୁହୂର୍ତ୍ତ । ଶେଷରେ ରାସ୍ତାଟିଏ ପାଏ ଆଉ ଆଗକୁ ମାଡି ଚାଲିଯାଏ ସେ । ପରିବର୍ତ୍ତନର ପ୍ରତିରୂପରେ ପରିଚୟ ପାଏ ନ।ଚବାଲିରୁ ଶାନ୍ତି ମାଆ। କିନ୍ତୁ ନରରୂପି ସୈତାନ୍ ଗୁଡ଼ିକ କିନ୍ତୁ ଭୁଲି ଯାନ୍ତି କ୍ଷତବିକ୍ଷତ ନାଚବାଲିର ସେ ଶରୀରକୁ । ଶାନ୍ତି ମାଆର ପାଦ ତଳେ ପଡି ଖୋଜେ ଅଶ୍ରିବାଦ ଅାଉ କରିଥିବା ପାପରୁ ମୁକ୍ତି ।କିନ୍ତୁ ଶାନ୍ତି ମାଆ କଣ ଭୁଲିପାରେ ସେଦିନର କଷ୍ଟକୁ ନା ଭୁଲି ପାରେ ନର ରୁପି ରାକ୍ଷସ ମାନଙ୍କୁ ।


Rate this content
Log in

More oriya story from ସତ୍ୟଜିତ୍ ମହାଂତି

Similar oriya story from Abstract