Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସମାଧାନ
ସମାଧାନ
★★★★★

© Rasmi Rekha Tripathy

Others

1 Minutes   7.1K    14


Content Ranking


ଘରକାମରେ ସାହାଯ୍ୟ କରିବ ବୋଲି ଝିଅଟିଏ ଆଣି ରଖିଲି ଯେ, ଅତିଷ୍ଠ ହୋଇଗଲି କିଛି ଦିନରେ l ଯେତେବେଳେ ଦେଖ ଚୋରେଇ କି ଖାଇଲା l କେତେ ଲୁଚେଇ ରଖିବି ? ବାହାର ବି କରି ପାରୁ ନ ଥାଏ l ଆଜିକାଲି ପିଲାଟେ ମିଳିବା କେତେ କଷ୍ଟ , ଯିଏ ଭୋଗିଛି ସିଏ ଜାଣିଛି l ଶେଷରେ ଦିନେ ବୋଉକୁ ଫୋନ୍ କରି କହିଲି l 

: ଆଲୋ ମାଆ! ତାକୁ ଛାଡି ଦେ l କେତେ ଖାଇବ ଖାଉ l ପେଟ ପୁରିଗଲେ ଆଉ ଖାଇବ କି ? ସମାଧାନର ସୂତ୍ର ମିଳିଗଲା ମୋତେ l

ମାସେ ଭିତରେ ମୋର ଅସୁବିଧା ଦୂର ହୋଇ ଯାଇଥିଲା l

ଘରକାମ ଝିଅ ସମାଧାନ

Rate the content


Originality
Flow
Language
Cover design

Comments

Post

Some text some message..