Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

2  

Rasmi Rekha Tripathy

Others

ସମାଧାନ

ସମାଧାନ

1 min
7.1K



ଘରକାମରେ ସାହାଯ୍ୟ କରିବ ବୋଲି ଝିଅଟିଏ ଆଣି ରଖିଲି ଯେ, ଅତିଷ୍ଠ ହୋଇଗଲି କିଛି ଦିନରେ l ଯେତେବେଳେ ଦେଖ ଚୋରେଇ କି ଖାଇଲା l କେତେ ଲୁଚେଇ ରଖିବି ? ବାହାର ବି କରି ପାରୁ ନ ଥାଏ l ଆଜିକାଲି ପିଲାଟେ ମିଳିବା କେତେ କଷ୍ଟ , ଯିଏ ଭୋଗିଛି ସିଏ ଜାଣିଛି l ଶେଷରେ ଦିନେ ବୋଉକୁ ଫୋନ୍ କରି କହିଲି l 

: ଆଲୋ ମାଆ! ତାକୁ ଛାଡି ଦେ l କେତେ ଖାଇବ ଖାଉ l ପେଟ ପୁରିଗଲେ ଆଉ ଖାଇବ କି ? ସମାଧାନର ସୂତ୍ର ମିଳିଗଲା ମୋତେ l

ମାସେ ଭିତରେ ମୋର ଅସୁବିଧା ଦୂର ହୋଇ ଯାଇଥିଲା l


Rate this content
Log in