Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarada Parida

Abstract Inspirational

4  

Sarada Parida

Abstract Inspirational

ଶେଷ ଠିକଣା

ଶେଷ ଠିକଣା

4 mins
14.4K


େଶଷ ଠିକଣା
“ଆଉ କଣ ଅଛ ି େଯ େସ ଗଁା େର । ଏଇଠି କଣ ସଂ􀆯ାର କରିେଦେଲ ହୁଆ􀅽ା ନ ି । େବାଉ ର େଗାଟାଏ
ଅଯଥା ଜିଦ , ବାପ􀅋ର େଶଷ ଇ􀅒ା 􀇆ଲା ଗଁା କୁ ଯିେବ । ଏମିତି ତ େକେତ ଇ􀅒ା ତା􀅋ର, ସବୁ ଇ􀅒ା କଣ
ପୁରା କରିହବ ନା କଣ । ” ମେନ ମେନ ଭୀଷଣ ବିର􀄽 େହଉ􀇆େଲ ନିର􀅛ନ ବାବୁ । ଅଯଥା କଥା ଗୁଡାକ
ନକେଲ ହୁଆ􀅽ାନି । ବାପା􀅋 ଚିକିସ􀈝ା େର ଏେତ ଗୁଡାଏ ଟ􀅋ା ପାଣି ପରି ଖ􀅑􀆽 କରିବା ପେର େଯମିତି
ନରି 􀅛ନ ବାବୁ ଆଉ ସଂ􀆯ାର ପାଇଁ ବାପା􀅋ୁ ଦ􀆡ି ୀ ରୁ ଗଁା ଆଣି ଅଯଥା ଖ􀅑􀆽ା􀅽 େହବା କୁ ଚାହୁଁ ନ􀇆େଲ । ତା
ଛଡା େସ େସଠି କାହାକୁ ଚ􀆺ି ଛି 􀅽 ି େଯ । ବଡ ବାପା , ବଡ େବାଉ ଆଉ ସୁର􀅛ନ ଭାଇ 􀅋ୁ ଛାଡ ି େଦେଲ
େବାଧ ହୁଏ ଆଉ ସମେ􀆱 ଅଚି􀆺ା , କିଏ ଆସି ଏ ସମୟେର ତା􀅋ୁ ସାହାଯ􀈻 କରିବ । ଆଉ େସ ବା କାହାକୁ
ଚ􀆺ି ଛି 􀅽 ି େଯ , େବାଲଟାଏ ବରାଦ କରିେବ । େହେଲ ବାପ􀅋ୁ ହେରଇବା ପେର , ମନ ଭିତେର ଏେତ
ଗୁଡାଏ ଅସେ􀅽ାଷ ଆଉ ଅଭିେଯାଗ 􀇆େଲ ବ ି ମା କୁ କହବି ା ଉଚତି ମଣିେଲ ନାହଂି । କଥା େହଲା େକବଳ
ବାପା􀅋 ଦାହ ସଂ􀆯ାର ଗଁାେର କରିେଦଇ େସମାେନ ପୁଣି ସ􀆆􀈻ା କୁ ଦି􀆡ୀ େଫରି ଆସି େସଠି , ବାକି
କାମତକ କରିେବ । େଯାଜନା ମୁତାବକ ବାପା􀅋 ଶବ େନଇ ନରି 􀅛ାନ ବାବୁ ପହ􀅙ି େି ଲ ଦ􀆡ି ୀ ବମି ାନ
ଘାଟେି ର , େସଠି ସା􀇆 କହେି ଲ ମା􀇿 ହାତ ଗଣତ ି ଦ ି ଚାରି ଜଣ ବ􀆆ୁ, ନଜି ର ଭୃ ତ􀈻 , ଆଉ ଅଧ􀆱ନ କମ􀆽ୀ ।
ବାକି ସବୁ ତ ସମେବଦନା ଡା􀄽ରଖାନା ରୁ ଜେଣଇ ଚାଲିଯାଇ􀇆େଲ । ବାକି ଯିଏ ଖବର ପାଇେଲ ମିଛ ି ମିଛ ି
କା ଦୁରଭାଷ କେଲ , େଯଉଁ􀇆େର ନ ଆସିପାରିବାର ଦୁଃଖ ଠାରୁ ବାହାନାର ମା􀇿ା 􀇆ଲା ଅ􀇇କ ।
େଭାର ଚାରିଟା ବିମାନେର ଭୁ ବେନ􀆤ର େର ପହ􀅙 ି କାଗଜ ପା􀇿 କାମ ସାରି ସିଧା ଚାଲିେଲ ଗଁା ଅଭିମୁେଖ ।
େଯେତ ଶୀ􀇳 କମ ସାରି ପୁଣି ସ􀆆􀈻ାେର େଫରିବାକୁ େହବ । ଗଁା ଗାଉଁଲି କଥା ସୁର􀅛ନ ଭାଇ ବୁଝିେନେବନି ।
ପଇସା ପ􀇿 ଯାହା ଖ􀅑􀆽 େହଉଛ ି େହଉ , େସ􀇆କୁ ଡର ନାହଂି , ଯଥା ସମୟେର କାମ େହାଇଯିବା ଦରକାର ।
ପାଖ ପା􀇅 ଦନି ଦଶଟା େବଳକୁ େସମାେନ ପହ􀅙େି ଲ ଗଁାେର । ସବୁ କିଛ ି ନୂଆ ନୂଆ
ଲାଗୁଥାଏ ତା􀅋ୁ । େଲାକ ବାକ , ରା􀆱ା ଘାଟ ସବୁ କିଛ ି ନୂଆ , ପିଲା େବେଳ େବାଧ ହୁଏ ତା􀅋 େଜେଜବାପା
􀅋 ଶୁ􀅶ି କମ 􀆽 ସମୟେର ଆସି􀇆େଲ େସ । ପଇଁତରି ିଶ ଚାଳଶି ବଷ􀆽ର ଘଟଣା । େଗାଟାଏ ଯୁଗ କହେି ଲ ଭୁ ଲ
େହବନ ି । େସମାନ􀅋ର ଆସିବାର ଖବର ବହୁତ ଆଗରୁ ପହ􀅙 ି ଯାଇ􀇆ଲା ଗଁାେର । ଗଁା ଟା ଯାକ ଚଳ ଚ􀅙ଳ
, ଗାଡ ି ଗଁା ମୁ􀅢 େଦଇ ପଶୁ ପଶୁ େଯମତି ି ବଦି ୁ􀈻ତ େବଗେର ଖବର ପହ􀅙ଲି ା ଗଁା ଟା ଯାକ । ଯିଏ େଯଉଁଠି
􀇆େଲ ଧାଇଁ ଆସିେଲ ଗାଡ ି ପେଛ ପେଛ । ଦା􀅢 ଦୁଆର ମୁହ ଁ ଏରୁ 􀅢ି ବ􀆆ରୁ ଉ􀅢ି ଚାହୁଁ􀇆େଲ କୁଳ ଭୁ ଆସୁଣୀ ।
ସମ􀆱􀅋 ଆ􀇅 ଅଶ􀆿 ଛଳ ଛଳ । ପିଲା ଠାରୁ ବୁଢା ଧାଇଁଆସୁଥା􀅽ି ଗାଡି ପାଖକୁ । ଜେଣ ଅତି ନିଜର
ସ􀆓କ􀆽ୀୟ କୁ ହରାଇଲା ଭଳି େକଇ 􀅁ଣ ଭିତେର ଆେବାରି େନଉଥା􀅽ି ସଭିଏଁ । େସଇ ଆେବାରିବା ପଣେର
ନା ଥାଏ ର􀅏 େବାଳା ଦରଦ ନା ଘଷାମଜା ଆ􀅮ୀୟତା । ଅଛ ି େକବଳ ନଛି କ େ􀆵ହ ଆଉ ଭଲ ପାଇବା ,
ଯା’ର ପୂଣ􀈻 ପବି􀇿ତାର ଭୁରୁ ଭୁରୁ ସୁଗ􀆆 ଗଗନ ପବନ 􀈄କ􀆓ିତ କରୁଥାଏ 􀈄ତୀଟି ଆ􀇅ର ପୂଣ􀈻 ଅଶ􀆿 ଜଳ
ଆଉ ହୃଦୟର ଊ􀅒􀉜ାସ ।
କଥା ମୁତାବକ ସମ􀆱 􀈄କାର ଆେୟାଜନ େହାଇସାରିଥାଏ ଆଗରୁ । ସାଇ ଭାଇ􀅋ୁ ସୁର􀅛ନ ଭାଇ ଆଗରୁ
ଜାଗ ତଆି ର କରି ର􀇅ଥା􀅽 ି । ଏେତ ଗୁଡ଼ାଏ କାମ ସାରି ପଣୁ ି ଦ􀆡ି ୀ େଫରିବାକୁ େହବ । ତହୁଁ ଘଡ ି େକଇଟା
ଯାଇଛ ି କି ନାହ 􀇂 େକାେକଇ ବାହାରିଲା ଗଁା ମସାଣି ଆଡକୁ । େସଠି ବ ି ପବୂ 􀆽 􀈄􀆱ୁତ ି େହାଇ ରହଥି ାଏ ସବୁକିଛ ି ।
ଶବାଧାର ପେଛ ପେଛ ଚାଲି ଥା􀅽ି ଜାତି ଭାଇ , ହରିନାମ ସତ􀈻 , ରାମ ନାମ ସତ􀈻 ଧୂନେର । ହେରକୃ􀆫
ହେର ରାମ ସ􀅋ୀ􀅧􀆽ନେର ଫାଟି ପଡୁଥାଏ ଗଁା ଦା􀅢 । ଦା􀅢 ର ଦୁଇକଡେର ଛଡି ା େହାଇଥା􀅽 ି 􀇲ାମବାସୀ ,
ଯିଏ େଯମିତି ଭାବେର ଆ􀇅 ପୁେରଇ େଦ􀇅େନବାକୁ ବ􀈻􀇲 । େକେତ େକେତ େଲାକ, େଯଉଁମାନ􀅋 ନଁା ସୁଧା
ଜାଣ􀅽 ି ନାହଂି ଅଜାଡ ି େଦଉଥା􀅽 ି ଅକୁ􀅡 ସାହାଯ􀈻 ଆଉ ଆ􀅮ୀୟତା । ଯିବା ବାଟେର ନରି 􀅛ନ ବାବୁ େଗାଟ ି
େଗାଟି କରି ଲ􀅁 କରୁଥା􀅽ି 􀈄ତିଟି େଲାକ􀅋ୁ । ମେନ ମେନ 􀈄ଶ􀈪 କରୁଥା􀅽ି ନିଜକୁ “ଏ ଦରଦ ଅଜାଡିବାେର
କି ଲାଭ ଏ ମାନ􀅋ର , ଏମାନ􀅋 ପାଇଁ କଣ କରିଛ􀅽ି େଯ ବାପା ?“ ଏମିତି ଅେନକ ଅବା􀅽ର 􀈄ଶ􀈪ର ଉ􀅧ର
େଖାଜୁ େଖାଜୁ ଶବାଧାର ପହ􀅙ଲି ା ଗଁା ମଶାଣୀ େର । ତହୁଁ ବାକି ଯାହା କମ􀆽 କରିବା ପେର , େକହଜି େଣ
ନରି 􀅛ନ ବା􀅋ୁ ମୁଖା􀅈ି େଦବାପାଇଁ କହେି ଲ । ମୁଖା􀅈ି େଦଇ ଏକମୁହଁା େହାଇ େଫରୁ ଥା􀅽 ି ଘରକୁ। ଘରକୁ
େଫରିବା ବାଟେର ଜେଣ ଅଶି ବୟାଅଶି ବଷ􀆽ର ବୃ􀅶 ବ􀈻􀄽ି ନରି 􀅛ନ ବାବୁ 􀅋ୁ େବାଧ ଧରି ବାକୁ କହେି ଲ ।
ଆଉ େକଉଁଠୁ ସ􀆗ାଳା ପଡୁଛୁ ଏଥର । ଲାଭ ମାେନ ଉ􀅳ିରଣ େହବା ପରି ମନର ଦ􀆗 କୁ ଭା􀅏ି ବାହାରି
ଆସିେଲ େକାହ ଆଉ ଲୁହ ମାେନ । େଫରୁ େଫରୁ େଗାଟାଏ ନିେବ􀆽ାଧ ଶିଶୁଟିଏ ପରି କଇଁ କଇଁ କା􀆃ୁଥା􀅽ି
େସ । େବାଧହୁଏ ପ􀆢ାତାପ ର ଅଶ􀆿 ବହଳ େମାଟେର ଝଋ ଆସୁ􀇆େଲ ଆ􀇅 ଦୁଇଧାରୁ ହୃଦୟରୁ
ହୀନମାନ􀈻ତା ଆଉ ଧାନ ସ􀆓􀅧ି ର େମାହ କୁ େଧାଇ େଦଉ େଦଉ । େଯଉଁଠି ଜଳ ଜଳ ଦିଶୁ􀇆େଲ ସ􀆓କ􀆽,
ଭଲପାଇବା ଆଉ ଆପଣାପଣର ନିଛକ େଚେହରା ମାେନ ।
ଗଁା ଉେ􀅵ଶ􀈻 େର ଭାବି 􀇆ବା ଅେନକ କଥା େଯମିତି ଭୁଲ 􀈄ମାଣିତ େହଉ􀇆ଲା ଆ􀇅ଆଗେର। ଜୀବନ
ତମାମ କମ 􀆽 ସ􀆆ାନ େର 􀈄ବାସ େର ରହ ି ଗଁା କୁ େଶଷ ଠିକଣା ରୂ େପ ବାଛ ି େନବାର ବାପା􀅋 ନ􀆬ି ତ ି ଖବୁ
ଯଥାଥ􀆽 ମେନ େହଉ􀇆ଲା େଯମିତ ି । ତହୁଁ ପ􀆢ାତାପ ର ଅଶ􀆿 େଯମିତ ି ନଗି ିଡ ି ଆସୁ􀇆ଲା ଆହୁରି ଜକ ଜକ
େହାଇ । ତା’ରି ଭିତେର ନିର􀅛ନ ବାବୁ ବାପା􀅋ର ସମ􀆱 କାଯ􀆽􀈻 ଗଁା େର କରିବା ର ନି􀆬ତି େନଉ େନଉ
େଯମିତି ନିଜର େଶଷ ଠିକଣାର ନି􀆬ତି େନଇସାରି 􀇆େଲ େସେତେବଳକୁ । ମଁୁ ହତବିମ􀈴 ଜଡଓଲା ଟାଏ ପରି
ଗଁା ଆଉ ସହର ଭିତେର ନିଜର ଠିକଣା ଠଉେରଇବାେର ବ􀈻􀆱 􀇆ଲି େସେତେବେଳ ।
ଶାରଦା 􀈄ସାଦ ପରିଡା
ଅ􀅼ାପକ , େମକାନିକାଲ ଇଂଜିନିୟରିଗଂ ,
େକାଣାକ􀆽 ବି􀅗ାନ ଏବଂ େବୖଷୟିକ ମହାବିଦ􀈻ାଳୟ , େଖା􀅶􀆽ା
ଇେମଲ – sarada800@gmail.com
େମା -୯୯୩୮୪୩୭୧୪୮
(􀆳ାୟୀ ଠିକଣା - ହରିପା , ସଳମ􀅏ା , ଜଗତସିଂହପୁର )


Rate this content
Log in

Similar oriya story from Abstract