Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sridhar Patnaik

Inspirational

3  

Sridhar Patnaik

Inspirational

ଅଳ୍ପ ଅଳ୍ପ ଗଳ୍ପ - ୧

ଅଳ୍ପ ଅଳ୍ପ ଗଳ୍ପ - ୧

1 min
7.5K


ଅଳ୍ପ ଅଳ୍ପ ଗଳ୍ପ - ୧

ଶ୍ରୀଧର ପଟ୍ଟନାୟକ

     ପିଲା ତିନିଶ'କୁ ଶିକ୍ଷକ ତିନି । ସେଦିନ ଜଣେ ତାଲିମରେ, ଆର ଜଣକ ସାମୟିକ ଛୁଟିରେ । ଭୋଟର ତାଲିକା ସର୍ଭେକ୍ଷଣରେ ନିଜେ ବ୍ୟସ୍ତ ମହାପାତ୍ରବାବୁ । ଶ୍ରେଣୀ ପାଞ୍ଚୋଟିକୁ ଶିକ୍ଷକ ସେ ନିଜେ । ସଭାପତିବାବୁଙ୍କ ପୁଅ ଟିଙ୍ଗୁ ତୃତୀୟ ଶ୍ରେଣୀରେ ପଢେ । କ'ଣ ହେଲା କେଜାଣି, କିଛି ସମୟ ପରେ ଟିଙ୍ଗୁ ପ୍ରଥମ ଶ୍ରେଣୀର ପିଲାଙ୍କୁ ପଢାଉଥିବା ଦେଖାଗଲା । ମହାପାତ୍ରବାବୁ ଭାବୁଥିଲେ, ଅବସ୍ଥାକୁ ନେଇ ବ୍ୟବସ୍ଥା ନା ବ୍ୟବସ୍ଥାକୁ ନେଇ ଅବସ୍ଥା ?

*****


Rate this content
Log in

Similar oriya story from Inspirational