Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଳ୍ପ ଅଳ୍ପ ଗଳ୍ପ - ୧
ଅଳ୍ପ ଅଳ୍ପ ଗଳ୍ପ - ୧
★★★★★

© Sridhar Patnaik

Inspirational

1 Minutes   7.4K    8


Content Ranking

ଅଳ୍ପ ଅଳ୍ପ ଗଳ୍ପ - ୧

ଶ୍ରୀଧର ପଟ୍ଟନାୟକ

     ପିଲା ତିନିଶ'କୁ ଶିକ୍ଷକ ତିନି । ସେଦିନ ଜଣେ ତାଲିମରେ, ଆର ଜଣକ ସାମୟିକ ଛୁଟିରେ । ଭୋଟର ତାଲିକା ସର୍ଭେକ୍ଷଣରେ ନିଜେ ବ୍ୟସ୍ତ ମହାପାତ୍ରବାବୁ । ଶ୍ରେଣୀ ପାଞ୍ଚୋଟିକୁ ଶିକ୍ଷକ ସେ ନିଜେ । ସଭାପତିବାବୁଙ୍କ ପୁଅ ଟିଙ୍ଗୁ ତୃତୀୟ ଶ୍ରେଣୀରେ ପଢେ । କ'ଣ ହେଲା କେଜାଣି, କିଛି ସମୟ ପରେ ଟିଙ୍ଗୁ ପ୍ରଥମ ଶ୍ରେଣୀର ପିଲାଙ୍କୁ ପଢାଉଥିବା ଦେଖାଗଲା । ମହାପାତ୍ରବାବୁ ଭାବୁଥିଲେ, ଅବସ୍ଥାକୁ ନେଇ ବ୍ୟବସ୍ଥା ନା ବ୍ୟବସ୍ଥାକୁ ନେଇ ଅବସ୍ଥା ?

*****

ଅଳ୍ପ ଅଳ୍ପ ଗଳ୍ପ - ୧

Rate the content


Originality
Flow
Language
Cover design

Comments

Post

Some text some message..