Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Inspirational Abstract Drama

3  

Pramila Sahoo

Inspirational Abstract Drama

ଦୀପାବଳୀର ଅନୁଚିନ୍ତା

ଦୀପାବଳୀର ଅନୁଚିନ୍ତା

1 min
14.5K


ରାତି ପାହିଲେ ଦୀପାବଳୀ ହେଲେ ଆଜି ମନେ ପଡେ ସେ କଥା l ମୋ ପାଦ ଆଉ ତଳେ ଲାଗୁଥାଏ କାରଣ ମୋ ପାଇଁ ବାବା ବହୁତ ବାଣ ଆଣିଥିଲେ l. ମା’ ମନା କରୁଥାଏ ବାଣ ହାତରେ ଥରି ଫୁଟାଇବୁନାହିଁ l. ମୁଁ କହିଲି ନା ମା’ ମୋର କିଛି ହବନି l. ମା କହିଲା ଆ ଆ ଖାଇ ଦେଇ ଯାଏ l ନାହିଁ ମା’ ଆସୁଛି l ବାବୁ ଶୁଣୁ ମୋ ଧନରେ ତୁ ବାଣ ପାଖରେ ରହି ଫୁଟାଇବୁନି l ନାହିଁ ମା ମୁଁ କଣ ଛୋଟ ପିଲା ହୋଇଛି ଯେ କେତେ ବଡ଼ ପିଲା ହେଲାଣି l ଆସୁଛି ଆସୁଛି ମା l ହେ ମା’ କାଳୀ ମୋ ପିଲା କୁ ଭରସା ହୋଇଥିବୁ l.ମ’ ମା’ ମା ମ’ ମା’ l କଣ ହେଲା ମୋ ପୁଅର l ମା’ ମୋ ଆଖି ଆଉ ହାତ ନାହିଁ l ମ’ ମା’ ମୁଁ କିଛି ଦେଖି ପାରୁନି ମା’ l ମୋ ଧନରେ ତୋର କିଛି ହବନି l ନାହିଁ ମା’ ମୁଁ କେମିତି ଖାଇବି ଆଉ ଦେଖି ବି ମା’ ମା’ l ଦୟାକରି ନିଜ ଜୀବନ ସହିତ ଅନ୍ୟ ମାନଙ୍କର ଜୀବନ ପ୍ରତି ଧ୍ୟାନ ଦେଇ ବାଣ ଫୁଟାଇ ପରିବେଶକୁ ପ୍ରଦୂଷଣ ରୁ ମୁକ୍ତ ରଖିବା l ଜୀବନ ବହୁ ମୂଲ୍ୟବାନ l 


Rate this content
Log in

Similar oriya story from Inspirational