Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyut lata Mishra

Inspirational

4.5  

Bidyut lata Mishra

Inspirational

ଭିକ

ଭିକ

1 min
1.6K


ଜନ ଗହଳି ପୁର୍ଣ୍ଣ ଏକ ରାସ୍ତା ଦେଇ ଗଲା ବେଳେ ହଠାତ ଗାଡିର ଗତି ଧିମେଇଦିଏ ରେଖା । ଗୋଟିଏ ମଧ୍ୟ ବୟସ୍କ ଲୋକ,ବେଶଭୁଷାରୁ ଲାଗୁଛି ଗୋଟିଏ ପାଗଳ କୋଳରେ ଗୋଟିଏ ଗୁଲୁଗାଲିଆ ଛୁଆଟିଏ କିଛି ଟଙ୍କା ମାଗୁଛି । କେତେ ସୁନ୍ଦର ଛୁଆଟି ସତେ ,ଭଗବାନଙ୍କ ପ୍ରତି ବହୁତ ରାଗ ଆସୁଥିଲା ରେଖାର । ହଠାତ ପର୍ସରୁ କିଛି 10 ଟଙ୍କିଆ ନୋଟ ତା ହାତକୁ ଦେଇ ଗାଡି ଷ୍ଟାର୍ଟ କଲା।

ସାରା ରାତି ସେଇ ପାଗଳଟିର ମୁଁହ ଓ ନିଷ୍ପାପ ଶିଶୁଟିର ମୁଁହ ତା ଆଖିରେ ନାଚୁଥିଲା । କିଛିଦିନ ପରେ ଦିନେ ମନ୍ଦିର ନିକଟରେ ଜନଗହଳି ଦେଖି ପାଖକୁ ଯାଇ ଦେଖେ ତ ସେଇ ପାଗଳ...

କିଛି ଲୋକ ପୋଲିସରେ ଦେବାକୁ କହୁଥାନ୍ତି ଓ ଜଣେ ଦମ୍ପତ୍ତି ଛୁଆଟିକୁ ଗେଲ କରୁଥାନ୍ତି । ଲୋକଟି ନିଜର ଭିକ୍ଷା ବୃତି ନିମନ୍ତେ କୁନି ଝିଅଟିକୁ ପାର୍କରୁ ଚୋରାଇ ଆଣିଥାଏ । ରେଖାର ମନ ଶୀତେଇ ଉଠୁଥିଲା ଲୋକ ଟିକୁ ଦେଖି

ଛି.... ଖାଲି ଭିକ ପାଇଁ........।


Rate this content
Log in

Similar oriya story from Inspirational