Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବଶୋଷ
ଅବଶୋଷ
★★★★★

© Rasmi Rekha Tripathy

Inspirational Abstract Others

1 Minutes   7.2K    15


Content Ranking


       ପୁଅବୋହୁ ଡାକୁଥିଲେ ସେମାନଙ୍କ ସହ ଶ୍ରବଣବେଲେଗୋଲା ଯାଇ ବୁଲି ଆସିବା ପାଇଁ l ତା ପୂର୍ବ ଦିନ ହାଲିବିଡୁ ଓ ବେଲୁର୍ ବୁଲି ଆସିଥିଲୁ l ଆଉ ଦେହରେ ବଳ ନ ଥିଲା l ଏହା ହିଁ ଅବଶୋଷ l ଦେହରେ ବଳ ଥିଲା l ବୟସ ଥିଲା l ବୁଲାବୁଲି କରିବାକୁ ଇଛା ଥିଲା l କିନ୍ତୁ ପାଖରେ ଅର୍ଥର ଅଭାବ l ପୁରା ଘରର ଦାୟିତ୍ୱl

ଆଜି ଆମେ ସବୁ ଦାୟିତ୍ୱରୁ ମୁକ୍ତ l ଝିଅ ବାହାଘର ହୋଇଗଲାଣି l ନଣନ୍ଦମାନେ ବି ନିଜ ନିଜ ସଂସାରରେ ଅବସ୍ଥାପିତ l ଦିଅର ବି ନିଜ ସଂସାରକୁ ନେଇ ବ୍ୟସ୍ତ l ଏବେ ଆଉ କିଛି ଦାୟିତ୍ୱ ନାହିଁ l କିଛି ବାଧକ ନାହିଁ l କିନ୍ତୁ ବାଧକ ସାଜୁଛି ବୟସ l ମନରେ ଇଚ୍ଛା ଥିଲେ ବି ଆଉ ଦେହରେ ବଳ ନାହିଁ l ଏହା ହିଁ ବିଡମ୍ବନା l

ଅବଶୋଷ ବଳ ବୟସ ଦେହ ସଂସାର

Rate the content


Originality
Flow
Language
Cover design

Comments

Post

Some text some message..