Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ଅବଶୋଷ

ଅବଶୋଷ

1 min
7.3K



       ପୁଅବୋହୁ ଡାକୁଥିଲେ ସେମାନଙ୍କ ସହ ଶ୍ରବଣବେଲେଗୋଲା ଯାଇ ବୁଲି ଆସିବା ପାଇଁ l ତା ପୂର୍ବ ଦିନ ହାଲିବିଡୁ ଓ ବେଲୁର୍ ବୁଲି ଆସିଥିଲୁ l ଆଉ ଦେହରେ ବଳ ନ ଥିଲା l ଏହା ହିଁ ଅବଶୋଷ l ଦେହରେ ବଳ ଥିଲା l ବୟସ ଥିଲା l ବୁଲାବୁଲି କରିବାକୁ ଇଛା ଥିଲା l କିନ୍ତୁ ପାଖରେ ଅର୍ଥର ଅଭାବ l ପୁରା ଘରର ଦାୟିତ୍ୱl

ଆଜି ଆମେ ସବୁ ଦାୟିତ୍ୱରୁ ମୁକ୍ତ l ଝିଅ ବାହାଘର ହୋଇଗଲାଣି l ନଣନ୍ଦମାନେ ବି ନିଜ ନିଜ ସଂସାରରେ ଅବସ୍ଥାପିତ l ଦିଅର ବି ନିଜ ସଂସାରକୁ ନେଇ ବ୍ୟସ୍ତ l ଏବେ ଆଉ କିଛି ଦାୟିତ୍ୱ ନାହିଁ l କିଛି ବାଧକ ନାହିଁ l କିନ୍ତୁ ବାଧକ ସାଜୁଛି ବୟସ l ମନରେ ଇଚ୍ଛା ଥିଲେ ବି ଆଉ ଦେହରେ ବଳ ନାହିଁ l ଏହା ହିଁ ବିଡମ୍ବନା l


Rate this content
Log in

Similar oriya story from Inspirational