Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଡାଇରେକଟ୍ ବସ୍
ଡାଇରେକଟ୍ ବସ୍
★★★★★

© Sarat Sahu

Others

1 Minutes   2.0K    22


Content Ranking

ଚେନ୍ନାଇରୁ ଆସି ବ୍ରହ୍ମପୁରରେ ପହଞ୍ଚୁ ପହଞ୍ଚୁ ଟେନସନ ଆରମ୍ଭ ହେଇଗଲା, ଆଗକୁ କ’ଣ ହେଉଛି ଦେଖ... ମୋ ସାର୍ଟିଫିକେଟ୍ ଥିବା ବ୍ୟାଗ୍ଟି ପୋଲସରାର ଗୋଟେ ଝିଅର ବ୍ୟାଗ୍ ଦେଖିବାକୁ ଏକା ପରି! ବ୍ୟାଗ୍ ବଦଳ ହେଇଗଲା । ବହୁତ ଚେଷ୍ଟା କରି ପାଇଗଲି । ତାପରେ ବାଲାଜୀ ବସରେ ବସିଲି । ସଙ୍ଗେ ସଙ୍ଗେ ମୋର ବଡ ଭାଇ ଫୋନ୍ କଲେ କହିଲେ l ଆରେ.... ବସରେ ଆସେନି ନାନୀ ବ୍ରହ୍ମପୁରରୁ ଘରକୁ ଆସିବ ବଇକ୍ରେ ତୁ ତାକୁ ନେଇକି ଆସିଯା । ବାସ୍ ବସ୍ ରୁ ଓଲେଇ ଗଲି...... ତାପରେ ଫୋନ କଲେ ଆର ସେ ଆସିବନି ତା ବଡ଼ ପୁଅର ଏକ୍ସଜାମ୍ କାଲି ଅଛି ତୁ ପଳେଇଆସ । ଡାଇରେକ୍ଟ ବସ୍ ଛାଡି ମୁଁ କ୍ୟାଣ୍ଟରକୁ ଜଗିଛି ।

ଚେନ୍ନାଇ ବ୍ରହ୍ମପୁର ବାଲାଜୀ

Rate the content


Originality
Flow
Language
Cover design

Comments

Post

Some text some message..