Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଏକଲା ଚଲୋ
ଏକଲା ଚଲୋ
★★★★★

© Baishnaba Bhoi

Tragedy

1 Minutes   879    12


Content Ranking

ହୀରାକୁଦ ଜଳଭଣ୍ଡାର ଭିତରେ ପ୍ରିୟ ମୋହନପୁରା ଗ୍ରାମ ଚିରଦିନ ଲାଗି ବୁଡିଗଲା ।ରାଜୁ ହୁସେନ୍ ଜଣେ ପୋଖତ କବିରାଜ ଥିଲେ ।ଚେର ଜଡିବୁଟି ଦ୍ୱାରା ସେ ପାଗଳ ମାନଂକୁ ଭଲ କରୁଥିଲେ । ରାଜୁ ହୁସେନ୍ ଙ୍କ ଅତି ଗେହ୍ଲା ଝିଅ ଜୈନାବ ବାଈ । ବାରପାହାଡ ଉପତ୍ୟକା ତଳେ ଛୋଟ ଜନପଦ ଥାଏ ।

ସେ ଗ୍ରାମ ରେ ରହୁ ଥିଲେ କାସମ ମହମ୍ମଦ । ତାଙ୍କ ଚାରି ପୁଅ ଅବଦୁଲ କରିମ୍ ,ଅବଦୁଲ୍ ଅହମ୍ମଦ ଅବଦୁଲ୍ ସମ୍ମଦ ଏବଂ ଗନି ଖାଁ ।

ଅବଦୁଲ ସମ୍ମଦଙ୍କ ସହିତ ଜୈନବ ଙ୍କ ବିବାହ ହୋଇଥିଲା । ଜୈନବ ଖୁବ୍ ସୁନ୍ଦରୀ । ଗ୍ରାମ ରେ କେହି କେବେ ଦେଖିଲେ ଖୁସି ରେ ଆତ୍ମହରା ହୋଇ ଯାଉ ଥିଲେ ।

ସମୟ କ୍ରମେ ଯିଏ ଯୁଆଡେ ସହର ନଗର ଅଭିମୁଖରେ ଗମନ କଲେ । ସେହି ଗ୍ରାମ ରେ ଏକା ରହିଲେ ଜୈନବ ବାଈ । ଚିନି, ତେଲ, ପେଡା ଜଂଗଲି ଗ୍ରାମ ମାନଂକ ରେ ବିକ୍ରୟ କରି ପେଟ ପୋଷିଲେ । ଦିନ ରାତି ପରିଶ୍ରମ କଲେ ।ଏକା ଏକା ନିଜ ନା ଆ ର ନାଉରି ହୋଇ ଜୀବନ ତରୀ ଭସାଇ ଚାଲିଲେ ନିଜେ । ଏକଲା ଚଲୋ ପଥର ଏକାକୀ ଯାତ୍ରୀ ।

ଗତ ୨୦୦୦ ମସିହା ରେ ସେ ଚାଲିଗଲେ ।ଆହା ! ସେ ଚାଲିଗଲେ ।

ଜଳଭଣ୍ଡାର ଜୈନବ ପଥ

Rate the content


Originality
Flow
Language
Cover design

Comments

Post

Some text some message..