Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Baishnaba Bhoi

Tragedy

2  

Baishnaba Bhoi

Tragedy

ଏକଲା ଚଲୋ

ଏକଲା ଚଲୋ

1 min
1.0K


ହୀରାକୁଦ ଜଳଭଣ୍ଡାର ଭିତରେ ପ୍ରିୟ ମୋହନପୁରା ଗ୍ରାମ ଚିରଦିନ ଲାଗି ବୁଡିଗଲା ।ରାଜୁ ହୁସେନ୍ ଜଣେ ପୋଖତ କବିରାଜ ଥିଲେ ।ଚେର ଜଡିବୁଟି ଦ୍ୱାରା ସେ ପାଗଳ ମାନଂକୁ ଭଲ କରୁଥିଲେ । ରାଜୁ ହୁସେନ୍ ଙ୍କ ଅତି ଗେହ୍ଲା ଝିଅ ଜୈନାବ ବାଈ । ବାରପାହାଡ ଉପତ୍ୟକା ତଳେ ଛୋଟ ଜନପଦ ଥାଏ ।

ସେ ଗ୍ରାମ ରେ ରହୁ ଥିଲେ କାସମ ମହମ୍ମଦ । ତାଙ୍କ ଚାରି ପୁଅ ଅବଦୁଲ କରିମ୍ ,ଅବଦୁଲ୍ ଅହମ୍ମଦ ଅବଦୁଲ୍ ସମ୍ମଦ ଏବଂ ଗନି ଖାଁ ।

ଅବଦୁଲ ସମ୍ମଦଙ୍କ ସହିତ ଜୈନବ ଙ୍କ ବିବାହ ହୋଇଥିଲା । ଜୈନବ ଖୁବ୍ ସୁନ୍ଦରୀ । ଗ୍ରାମ ରେ କେହି କେବେ ଦେଖିଲେ ଖୁସି ରେ ଆତ୍ମହରା ହୋଇ ଯାଉ ଥିଲେ ।

ସମୟ କ୍ରମେ ଯିଏ ଯୁଆଡେ ସହର ନଗର ଅଭିମୁଖରେ ଗମନ କଲେ । ସେହି ଗ୍ରାମ ରେ ଏକା ରହିଲେ ଜୈନବ ବାଈ । ଚିନି, ତେଲ, ପେଡା ଜଂଗଲି ଗ୍ରାମ ମାନଂକ ରେ ବିକ୍ରୟ କରି ପେଟ ପୋଷିଲେ । ଦିନ ରାତି ପରିଶ୍ରମ କଲେ ।ଏକା ଏକା ନିଜ ନା ଆ ର ନାଉରି ହୋଇ ଜୀବନ ତରୀ ଭସାଇ ଚାଲିଲେ ନିଜେ । ଏକଲା ଚଲୋ ପଥର ଏକାକୀ ଯାତ୍ରୀ ।

ଗତ ୨୦୦୦ ମସିହା ରେ ସେ ଚାଲିଗଲେ ।ଆହା ! ସେ ଚାଲିଗଲେ ।


Rate this content
Log in

Similar oriya story from Tragedy