Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ସିଂହ ଓ ନିର୍ବୋଧ ଷଣ୍ଢମାନେ

ସିଂହ ଓ ନିର୍ବୋଧ ଷଣ୍ଢମାନେ

1 min
7.7K


ପଡିଆରେ ଚରୁଥିବା ଷଣ୍ଢମାନଙ୍କୁ ଗୋଟିଏ ସିଂହ ଆଖେଇଥାଏ । ମାତ୍ର ଯେତେବେଳେ ସେ ସିଂହ ଗୋଟାଏ ଷଣ୍ଢକୁ ଧରିବାକୁ ଯାଏ, ସେତେବେଳେ ସବୁ ଷଣ୍ଢମାନେ ମିଶି ତା’ର ତଥା ସେ ସିଂହର ଉଚିତ୍ ମୁକାବିଲା କରନ୍ତି । ଏସବୁ ଦେଖି ଷଣ୍ଢଙ୍କ ଏକତା ଭାଙ୍ଗିବାକୁ ସେ ସିଂହ ଗୋଟାଏ ଚକ୍ରାନ୍ତ କଲା । ପ୍ରତ୍ୟେକ ଷଣ୍ଢ ପାଖକୁ ସେ ସିଂହ ଶାନ୍ତ ଭାବରେ ଯାଇ କହିଲା – ତୁ ଯେଉଁମାନଙ୍କୁ ସାଙ୍ଗ ବୋଲି ଭାବୁଛୁ ତୋ ବିରୁଦ୍ଧରେ ସେମାନେ ଲାଗିଛନ୍ତି ।

ଏ ସିଂହ କଥାରେ ବିଶ୍ୱାସ କରି ସେ ଷଣ୍ଢମାନେ ଅଲଗା ଅଲଗା ଚରିଲେ । ଫଳରେ ସେ ସିଂହକୁ ଭାରି ସୁବିଧା ହେଲା ଓ ସେ ଗୋଟିଏ ଗୋଟିଏ କରି ସବୁ ଷଣ୍ଢଙ୍କୁ ଶିକାର କରି ଖାଇଲା ।

ଏକତା ନଷ୍ଟ ହେଲେ ହିଁ ଦୁର୍ଦ୍ଦିନ ଆସେ ।


Rate this content
Log in

Similar oriya story from Children