Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others

3  

Aravinda Das

Others

ଈଶ୍ୱରଙ୍କ ଠିକଣା

ଈଶ୍ୱରଙ୍କ ଠିକଣା

1 min
770



ସ୍କୁଲରେ ଶିକ୍ଷକ ପିଲାଙ୍କୁ ପଚାରିଲେ,"ଆଛା ,ପିଲେ କହିଲ,ଈଶ୍ୱର କେଉଁଠି ରହନ୍ତି ?"

 ରାଜୁ ହାତ ଟେକିଲା।ଖୁସି ହୋଇ ଶିକ୍ଷକ ପଚାରିଲେ "ତୁମେ ଜାଣିଛ ଈଶ୍ୱରଙ୍କ ଠିକଣା ?କୁହ।"

 " ସାର୍, ଭଗବାନ ତିନିଟା ଜାଗାରେ ରୁହନ୍ତି।"

  ଅତିଶୟ ଆନନ୍ଦରେ ଶିକ୍ଷକ କହିଲେ, "ମନ,ହୃଦୟ ଓ ମନ୍ଦିର ରେ ତ "?

  ନାସ୍ତିସୂଚକ ମୁଣ୍ଡ ହଲାଇ ରାଜୁ କହିଲା, "ବୟସ ଥିଲା ପର୍ଯ୍ୟନ୍ତ ଈଶ୍ୱର ଘରେ ରୁହନ୍ତି, ବୁଢ଼ା ବୁଢ଼ୀ ହୋଇଗଲେ ଈଶ୍ୱର ,ବୃଦ୍ଧାଶ୍ରମରେ ରୁହନ୍ତି ଓ ମରିଗଲେ ଈଶ୍ଵର ଫଟରେ ରହି ଫୁଲମାଳ ସହ ପୂଜା ପାଆନ୍ତି ।"

 ଶିକ୍ଷକ ଜଡ ପାଲଟି ଯାଉଥିଲେ।



Rate this content
Log in