Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରଶ୍ନବାଚୀ (?)
ପ୍ରଶ୍ନବାଚୀ (?)
★★★★★

© Rasmi Rekha Tripathy

Inspirational Others Abstract

1 Minutes   13.6K    9


Content Ranking


ମୁଁ ପାଠ ପଢି ନ ଥିଲି ବୋଲି ମୋ ସ୍ୱାମୀ ସବୁବେଳେ ମୋତେ ଗାଉଁଲି, ମୂର୍ଖ, ଅପାଠୁଆ ବୋଲି ଗାଳି ଦିଅନ୍ତି l

ସାଙ୍ଗରେ କୁଆଡେ ନିଅନ୍ତି ନାହିଁ l ମୋତେ ବାହା ହୋଇ ତାଙ୍କ ଜୀବନ ବରବାଦ୍ ହୋଇଗଲା ବୋଲି କୁହନ୍ତି l ସେଥିପାଇଁ ମୁଁ ମୋ ଝିଅକୁ ପାଠ ପଢେଇଲି l ମୋ ମନ କଥା ବୁଝିବା ଭଳି ମୋ ଝିଅ ବହୁତ ଭଲ ଛାତ୍ରୀ ଥିଲା l ଭଲ ଚାକିରୀ ବି କଲା l ତଥାପି ବି ମୋ ଜୋଇଁ ସନ୍ତୁଷ୍ଟ ନ ଥିଲେ l

       : ତୁମକୁ ବାହା ହୋଇ ମୋ ଜୀବନ ବରବାଦ୍ ହୋଇଗଲା l ବରଂ କୌଣସି ମୂର୍ଖ ଝିଅଟେକୁ ବାହା ହୋଇଥିଲେ ମୁଁ ଆଜି ଶାନ୍ତିରେ ଥାଆନ୍ତି l ମୋ ଜୋଇଁ କହୁଥିଲେ ମୋ ଝିଅକୁ l

       ତେବେ ଝିଅଟିଏ କଣ କରିବା ଉଚିତ, ତାହା ଆଜି ମୋ ମନରେ ପ୍ରଶ୍ନବାଚୀ ???

ପ୍ରଶ୍ନବାଚୀ ଗାଉଁଲି ମୂର୍ଖ

Rate the content


Originality
Flow
Language
Cover design

Comments

Post

Some text some message..