Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Others Abstract

2.1  

Rasmi Rekha Tripathy

Inspirational Others Abstract

ପ୍ରଶ୍ନବାଚୀ (?)

ପ୍ରଶ୍ନବାଚୀ (?)

1 min
13.7K



ମୁଁ ପାଠ ପଢି ନ ଥିଲି ବୋଲି ମୋ ସ୍ୱାମୀ ସବୁବେଳେ ମୋତେ ଗାଉଁଲି, ମୂର୍ଖ, ଅପାଠୁଆ ବୋଲି ଗାଳି ଦିଅନ୍ତି l

ସାଙ୍ଗରେ କୁଆଡେ ନିଅନ୍ତି ନାହିଁ l ମୋତେ ବାହା ହୋଇ ତାଙ୍କ ଜୀବନ ବରବାଦ୍ ହୋଇଗଲା ବୋଲି କୁହନ୍ତି l ସେଥିପାଇଁ ମୁଁ ମୋ ଝିଅକୁ ପାଠ ପଢେଇଲି l ମୋ ମନ କଥା ବୁଝିବା ଭଳି ମୋ ଝିଅ ବହୁତ ଭଲ ଛାତ୍ରୀ ଥିଲା l ଭଲ ଚାକିରୀ ବି କଲା l ତଥାପି ବି ମୋ ଜୋଇଁ ସନ୍ତୁଷ୍ଟ ନ ଥିଲେ l

       : ତୁମକୁ ବାହା ହୋଇ ମୋ ଜୀବନ ବରବାଦ୍ ହୋଇଗଲା l ବରଂ କୌଣସି ମୂର୍ଖ ଝିଅଟେକୁ ବାହା ହୋଇଥିଲେ ମୁଁ ଆଜି ଶାନ୍ତିରେ ଥାଆନ୍ତି l ମୋ ଜୋଇଁ କହୁଥିଲେ ମୋ ଝିଅକୁ l

       ତେବେ ଝିଅଟିଏ କଣ କରିବା ଉଚିତ, ତାହା ଆଜି ମୋ ମନରେ ପ୍ରଶ୍ନବାଚୀ ???


Rate this content
Log in

Similar oriya story from Inspirational