Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Others Abstract

3.5  

Rasmi Rekha Tripathy

Inspirational Others Abstract

ଭିନ୍ନ ମତ

ଭିନ୍ନ ମତ

1 min
15K



ନଣନ୍ଦଙ୍କ ଶ୍ୱଶୁର ମରିଗଲେ l

ସମସ୍ତଙ୍କ ସହିତ ମୁଁ ବି ଯାଇଥିଲି ଶଙ୍ଖୁଳିବା ପାଇଁ l କାନ୍ଦି କାନ୍ଦି ଅଣାୟତ୍ତ ହେଇଯାଉଥିବା ନଣନ୍ଦଙ୍କ ନଣନ୍ଦଙ୍କୁ କେହି କେହି ଆଶ୍ୱାସନା ଦେଇ ନ କାନ୍ଦିବା ପାଇଁ କହୁଥିଲେ ଏବଂ ନଣନ୍ଦଙ୍କ ଶ୍ୱଶୁର ପୁଣି ତାଙ୍କ ପୁଅ ହୋଇ ଆସିବେ ବୋଲି ପ୍ରବୋଧନା ଦେଉଥିଲେ l ସେତେବେଳକୁ ସେ ପ୍ରଥମ ସନ୍ତାନ ଅପେକ୍ଷାରେ ଥିଲେ l

ଏହାର କିଛି ବର୍ଷ ପରେ ମୋ ଶାଶୁ ମରିଗଲେ l ନଣନ୍ଦ ଆସିଥିଲେ ତାଙ୍କ ଝିଅକୁ ନେଇ l ସେତେବେଳକୁ ସେ ବି ଦ୍ୱିତୀୟ ସନ୍ତାନ ଅପେକ୍ଷାରେ l କିନ୍ତୁ କେହି ଜଣେ ବି ତାଙ୍କୁ ପ୍ରବୋଧନା ଦେଇ କହୁ ନ ଥିଲେ ଯେ ବୋଉ ତାଙ୍କର ଝିଅ ହୋଇ ପୁଣି ଥରେ ଜନ୍ମ ନେବେ ବୋଲି l

ଏତେ ଦୁଃଖରେ ବି ମୋତେ ହସ ଲାଗିଲା l


Rate this content
Log in

Similar oriya story from Inspirational