ଆଜି ବି ମୁଁ ତୁମ ଅପେକ୍ଷାରେ
ଆଜି ବି ମୁଁ ତୁମ ଅପେକ୍ଷାରେ
ଜାଣେନି କାହିଁକି ଆଜି ସେ ଚୁପ୍ ..ନୀରବତା ମୋ ଜୀବନର ଏକ ଅଂଶ ଥିଲା । ସବୁବେଳେ ଗୁମ୍ ସୁମ୍ silent ରହୁଥିବା ପିଲା ଆଜି କାହିଁକି ନୀରବତାକୁ ବହୁତ ଘୃଣା କରୁଛି । ନା ସେ ଆସିବା ପୂର୍ବରୁ ମୋ ପାଖରେ କିଏ ଥିଲେ ନା ସେ ଗଲାପରେ ... । କିନ୍ତୁ କାହିଁକି ଏପରି ଲାଗୁଛି ଯେମିତି ଏ ଦୁନିଆ ମୋ ପାଖରୁ ଚାଲିଯାଉଛି । ବିନ୍ଦାସ୍ ଥିଲି ମୁଁ ..ନା ଥିଲା ସ୍ବପ୍ନ ନା ଥିଲା manjil ।ବାସ୍ କାହିଁକି କେଜାଣି ତତେ ଦେଖିବା ପରେ ଏ ଆଖିକୁ ସ୍ବପ୍ନ ଆଉ ଏ ମନକୁ ତା manjil ମିଳିଯାଇଥିଲା । ବୋଧହୁଏ ତୋ ପାଶେ ସେ ତା ହୃଦୟ ହଜାଇଦେଇଥିଲା, ବାସ୍ ସେଇଠି ତ ସବୁକିଛି । ହୃଦୟ ବିନା କଣ କିଏ ବଞ୍ଚିପାରେ ...। ବାସ୍ ତୁ ହେଇଗଲୁ ମୋ ସ୍ବପ୍ନ ଆଉ ମୋ manjil.
ତତେ ଭଲପାଏ ବୋଲି ମୁଁ ନା ତତେ କେବେ କହିଛି ନା ତୁ ମୋତେ ଘୃଣା କରୁ ବୋଲି । ବାସ୍ ସେଇଠି ତ problem ...ଯଦି breakup ହୋଇଯାଇଥାନ୍ତା ବା ତୁ ମୋତେ ଭୁଲିଯାଇଛୁ ବୋଲି କହିଥାନ୍ତୁ ....ତାହାହେଲେ କିଛି ଅସୁବିଧା ନଥିଲା ...କାରଣ ତୁ ମୋତେ ମୋ ହୃଦୟ ଫେରେଇଦେଇ ଯାଇଥାନ୍ତୁ ... କିନ୍ତୁ ଏବେ ସେ ତୋ ପାଶେ ଅଛି । ଆଉ ମୁଁ ତତେ ଭୁଲିଯିବି କେମିତି...। ତୁ ମୋତେ ତୋ ହୃଦୟ ଦେଇନଥିଲୁ ...ମୁଁ ଦେଇଥିଲି ତତେ .. । ଏବେ ତୁ ଖୁସିରେ ଥାଇପାରୁ ...କାରଣ ତୋ ପାଖରେ ଦୁଇ ଦୁଇଟା ହୃଦୟ ଅଛି । କିନ୍ତୁ ମୁଁ ତ ହୃଦୟହୀନ .........
ବାସ୍ ସେଥିପାଇଁ ବୋଧହୁଏ ଆଜି ବି ମୁଁ ତୋ ଅପେକ୍ଷା ରେ ..........
Ps Rath #8249687964