Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବୁଟ୍
ବୁଟ୍
★★★★★

© Disambar Meher

Fantasy Others

4 Minutes   490    25


Content Ranking

ମୁନୁସ୍ ଜୀବନ୍ ନେ ସବୁ ବେଲେ ଅଭାବ୍ ଅସୁବିଧା ଲଟ୍କି ରହିଥିସି ।କାହାର୍ ପାସେ କୁଟିକୁଟି ଟଁକା ତ କାହାର୍ ହାତ୍ ଛୁଚା ।ଗରିବ୍ ଲୋକ୍ ଇ କଲିଯୁଗର୍ ଦୁନିଆନେ ପଏସା ଲାଗି କେତେ ଦୁଖ୍ ପଉଛେ । ଦୁଖ୍ ସହିସହି ମୁନୁସର୍ ହୁରୁଦ୍ ପଖାନ୍ ବାଗିର୍ ହେଇଗଲାନା ।

ପାର୍ବତୀର୍ ମୁନୁସ୍ ମଲା ଉତାରୁ ପାଞ୍ଚ ବଛର୍ ଛୁଆ ଶୁଭମ୍ ସନେ କେତେ ଦୁଖ୍ ଜଞ୍ଜାଲ୍ ନେ ଗାଁ ଟେ ରହୁଥିଲା । ଗାଁନେ କୁରିଆ ଘର୍ ଖଣେଁ , ଲୋକର୍ ଘର୍ କେ ଝାର୍ ଘିଛି ,ଧାନ୍ କାଟି ,ଭୁତି ପଏସାନେ ଦୁହିଁ ମା ପୋ ବଡା ତକ୍ଲିତ୍ ନେ ଚଲୁଥିଲେନ । ପାର୍ବତୀ ଭାବ୍ଲା ସହରକେ ଗଲେ ଦୁଇ ପଏସା ଅଧିକ କମେଇ ହେଇପାରତା ବୋଲି ଶୁଭମ୍ କେ ଧରିକରି ସହରକେ ଆଏଲା ।

ସହର୍ ନେ କବାର୍ ଖୁଜିଖୁଜି ଗୁଟେ ମହାଜନ୍ ଘରେ ବରତନ୍ ବାସନ୍ ମଜା ,କପଡା ଲତା ସଫା ସୁତ୍ରା କାମ୍ କରବାକେ ଲାଗ୍ଲା । ମାଲକେନ୍ ବି ବିଚାରିର୍ ଦୁଖ୍ ଦେଖିକରି ତାକର୍ ଘରର୍ ପଛ୍ ଆଡର୍ ଗୁଦାମ୍ ଘରେ ରହେବାକେ ଠାନ୍ ଖଣେ ଦେଲା ଆର୍ ମାସ୍ କେ କାମ୍ କରବାର୍ ଦରମା ପନ୍ଦର୍ ସହ ଟଁକା । ପାର୍ବତୀ କେ ହେ ପଏସା ନ ଘର୍ ଚଲାବାକେ ନାଇଁ ପୁରୁଥାଇ ।ସେ ବି ଦିନ୍ କେ ଦିନ୍ ବେମ୍ରିଏନ୍ ହେଇ ଯାଉଥିଲାନା ଦିନକେ ଗୁଟେ କୁଏର୍ ଟଁକାର୍ ସାଁସ୍ ବେମାରର୍ ଉସୋ ଖଉଥିଲା ।ଦିନେକ୍ ଉସୋ ନାଇଁ ହେଲେ ଦେହେ ବିଗଡି ଜାଉଥିଲା ।ସବୁ ସମିଆନେ ପଏସାର୍ ଚିନ୍ତା ଲାଗିଥିଲା ତାର୍ ମୁଡେ ।ସକାଲେ ଆର୍ ବେଲ୍ ବୁଡା ଗୁଟେ ଘଣ୍ଟା ମାଲକେନ୍ ଘରେ କାମ୍ କରେ ଆର୍ ବାକି ସମିଆଁ ସହର୍ ଗଲି ନଲି ବୁଲିକରି ପ୍ଲାଷ୍ଟିକ୍ ବତଲ୍,ଡବା ବେଟି ବେଟି ଦୁଇ ଚିଏର୍ ପଏସା ପୋଉଥିଲା ।

ପାର୍ବତୀ ମାଲକେନ୍ ଘର୍ କବାର୍ ବୁତା କରିଗଲେ ତାର୍ ସନେ ଶୁଭମ୍ ଭି ଯାଉଥିଲା । ପାର୍ବତୀ ଘରଦୁଆରର୍ ଧୁଆପୁଛା କରୁଥିଲେ ଶୁଭମ୍ ଭୂଇଁନେ ବସି ଥାଏ । ମାଲକେନ୍ ଘରେ ଶୁଭମର୍ ବଏସର୍ ଦୁଇଟା ପୋ ଝି ଥିଲେ । ହେମାନେ ଗଦି ଉପ୍ରେ ବସିକରି ଟିଭି ଦେଖୁଥାଅନ୍ ଆର୍ ଶୁଭମ୍ ହେମାନକର୍ ଗୋଡେ ପିନ୍ଧିଥିବାର୍ ଆଏନ୍ ବୁଟ୍ ମାନକେ ମନ୍ ଭରିକରି ଦେଖୁଥାଏ । ସେ ଭି ପିନ୍ଧବାକେ ମନ୍ କରୁଥାଏଁ ଲେକିନ୍ ଘରେ ପଏସା ନାଇଁନା ବୋଲି ଜାନିଥିଲା ହେତିର୍ ଲାଗି ତାର୍ ମା କେ ନାଇଁ କହୁଥାଇ ।

ପେର୍ ଦିନେକ୍ ହେନ୍ତା ମାଲକେନ୍ ଘର୍ କେ ତାର୍ ମା ସନେ ଗଲା । ଆର୍ ସେ ମାଲକେନ୍ ର୍ ଦୁହି ଛୁଆର୍ ଗୋଡେ ବୁଟ୍ ପିନ୍ଧବାର୍ ଟା ଦେଖୁଥାଏ ।ସେ ତାର୍ ମା କେ ମାଲକେନ୍ ଘରୁନ୍ ଧୋବ କାଗଜ୍ ,କେଚ୍ ପେନ୍ ,କୁଏଁଚି ଗୁଟେ ମାଗି ଦେବାକେ କହେଲା । ମାଲକେନ୍ ବି ବନେ ବୁଝବାର୍ ସୁଝବାର୍ ଲୋକ୍ ଆଏ ଶୁଭମ୍ କେ କାଗଜ୍ କୁଏଁଚି ଦେଲା ।ଘର୍ କେ ଆସିକରି ଶୁଭମ୍ ବୁଟ୍ ମାନଙ୍କର୍ ଫଟୁ ବନାଲା ଆର୍ କୁଏଁଚି ନେ କାଟି ପିନ୍ଧ୍ଲା ପିନ୍ଧ୍ଲା ବାଗିର୍ କରୁଥିଲା ।ଇଟାକେ ପାର୍ବତୀ ଦେଖୁଥିଲା ଆର୍ ପୋ ର୍ ମନର୍ ଭାବ୍ନା ବୁଝି ପାର୍ଲା । ଘରର୍ ପଏସା କଣିକେ ଦେଖି ଦେଖ୍ଲାଜେ ହେନ ଖାଲି ତିନ୍ କୁଏର୍ ଟଁକା ଅଛେ । ଆର୍ ଦିନ୍ ପ୍ଲାଷ୍ଟିକ୍ ଡବା ବେଟିବୁଟାକରି ୧୦୦ ଟଁକା ବିକ୍ଲା ଆର୍ ସବୁ ପଏସାକେ ପନତ୍ କାନିନେ ଗହଁଟେଇ କରି ସହରର୍ ବୁଟ୍ ଦୁକାନ୍ କେ ଶୁଭମ୍ ସନେ ଗଲା । ଶୁଭମ୍ ବନେ ଖୁବ୍ ଦାମକିଆ ବୁଟ୍ କେ ମନ୍ କେ କରୁଥାଏ । ପାର୍ବତୀ ଦୁକାନ୍ ବାଲାକେ ପଚାରିଦେଖ୍ଲା ବୁଟର୍ ଦାମ୍ " ଦୁକାନ୍ ବାଲା ତିନ୍ ସ ଟଁକା ବଏଲା" ,ପାର୍ବତୀ ପନତ୍ କାନିନୁ ଟଁକା ବାହାର୍ କରି ଗନି ଦେଖ୍ଲା ଜେ ୧୬୦ଟଁକା ହେଉଥାଏ । ଆର୍ ଦିନେ ଟଁକା ହେଲେ ଘେନିଦେମିରେ ପୁତା ବଏଲା ଆର୍ ଶୁଭମ୍ ସନେ ଦୁକାନ୍ ନୁ ଭାଗି ଆସ୍ଲେ ।

ପାର୍ବତୀ ପଲାସଟିକ୍ ଡବା ଜରି ବେଟି ଗଲା ବେଲେ ଶୁଭମ୍ ବି ତାର୍ ପନତ୍ କାନି ଧରିକରି ଥୁଲୁଥାଏ । ଗୁଟେ ଠାନେ ବଡ୍ କଁଚ୍ରାଗଦା ଟେ ଥିଲା ଆର୍ ହେନ୍ ବଡ୍ ଲୋକ୍ କେ ହେବାର୍ ବାଗିର୍ ଫଟା ବୁଟ୍ ସାରେକ୍ ଥିଲା । ଶୁଭମ୍ ଆନବାକେ ଜଉଥିବାର୍ ବେଲେ ତାର୍ ମା ମନା କରୁଥାଏ ମାତର୍ ପାର୍ବତୀର୍ କଥା ନି ସୁନିକରି ଶୁଭମ୍ କଁଚ୍ରାଗଦା ଉପର୍ କେ ଚଘ୍ଲା ଆର୍ ବୁଟ୍ ସାରେକ୍ ଆନ୍ଲା । ଘର୍ କେ ଆନିକରି ସରପ୍ ନେ ଧୁଇ ଦେଲା ,ଫଟା ଜାଗାକେ ସୁଜିନେ ସିଲେଇ ଦେଲା । ବଡ ଲୋକର୍ ବୁଟ୍ ତ ପିଲା ଲୋକ୍ କେ ନାଇଁ ହୁଏ ବୋଲି ବୁଟ୍ ଭିତ୍ରେ କପଡା ଖଣେଁକ୍ ଖଣେଁକ୍ ଭରି ଦେଲା ଆର୍ ପିନ୍ଧ୍ଲା ।ବୁଟ୍ ପିନ୍ଧ୍ଲାକେ ମନ୍ କେ ମନ୍ ଖୁବ୍ ଖୁସ୍ ହେଲା ।ନିଜ୍ କେ ରଜାର୍ ପୋ ବାଗିର୍ ଲାଗ୍ଲା , ଦୁଇ ପାହାଁ କଡବତ୍ କଡବତ୍ ଚାଲିଦେଖ୍ଲା ,ଦରପନ୍ ନେ ତାର୍ ମୁହୁଁ କେ ଦେଖ୍ଲା ,ଖଟ୍ ଉପ୍ରେ ବସିକରି ଗୋଡ୍ ଉପ୍ରେ ଗୋଡ୍ ଲଦି ,ଗୋଡ୍ କେ ହଲୋଉଥାଏ । ଇ ସବୁକେ ଖଟେ ସୁଇକରି ତାର୍ ମା ଦେଖୁଥାଏ ।ଉପ୍ରେ ଉପ୍ରେ ହସୁଥାଏ ଆର୍ ଭିତ୍ରେ କାନ୍ଧୁଥାଏ ପୋ ଲାଗି ଘିନି ଦେଇ ନାଇଁ ପାର୍ଲୀ ଜେ ଆଏଜ୍ ଭଁଟାନେ ପରିଥିଲା ଫଟା ବୁଟ୍ କେ ପିନ୍ଧିଛେ ବୋଲି ।

ଜେନ୍ କେ ଗଲେ ବି ଶୁଭମ୍ ସେ ବୁଟ୍ କେ ପିନ୍ଧିକରି ଜଉଥିଲା ଆର୍ ସବୁବେଲେ ବୁଟ୍ କେ ଜତନ୍ ନେ ରଖୁଥିଲା ।ଦିନେକ୍ ପାର୍ବତୀ ପଲାସଟିକ୍ ଡବା ବେଟି ଯିବାର୍ ସମିଆନେ ତାର୍ ଚପଲ୍ ଛିଡିଗଲା ଜେ ଖୁଲା ପାଦେ ଚାଲିଚାଲି ଡବା ବେଟି ବୁଲୁଥିବାର୍ ସମିଆଁନେ ତାର୍ ପାଦେ କାଁଚ୍ ଗୁଟେ ଖୁପି ଗଲା ପାଦୁନ୍ ରୁଧିର୍ ଗଦେଇ ଥାଏ । ଶୁଭମ୍ ସାଙ୍ଗେସାଙ୍ଗ୍ ତାର୍ ବୁଟ୍ କେ ଖୁଲି ପାକାଲା ଆର୍ ବୁଟ୍ ଭିତ୍ରୁ କପଡା କେ ବାହାର୍ କରିକରି ତାର୍ ମାଁର୍ ପାଦେ ବାନ୍ଧିଦେଲା । ରକତ୍ ଥେବ୍ଲାକେ ଦୁଇ ଲୋକ୍ ଘର୍ କେ କଲେକଲେ ଆସ୍ଲେ ।ପାଦ୍ ଦରଦ୍ ନେ ପାଟି ଯାଉଛେ ,ପାର୍ବତୀ ତପତ୍ ପାଏନ୍ ଫୁଟେ କଲା ଆର୍ ଗୋଡ,ପାଦ୍ କେ ଧୁଇପୁଛି ହେଇକରି ସୋଇପଡଲ୍ଲା ।ଇ ସବୁ କେ ଶୁଭମ୍ ଦେଖୁଥାଏ ।ମାଁର ଦୁଖ୍ କେ ଦେଖିକରି ସେବି କାନ୍ଧିପକାଲା । ପାର୍ବତୀ ସୁଏଲା ପଛେ ଶୁଭମ୍ ଭାବ୍ଲା ମୋର୍ ମା ସକାଲେ ଉଠ୍ଲେ ଖୁଲା ପାଦେ ଭୂମିନେ ପାହାଁ ପକାବା, କେତେ ଚିଆବା ଭାବ୍ଲା ଆର୍ ବୁଟ୍ ଭିତ୍ରେ କପଡା ଭରିକରି ତାର୍ ମାଆର୍ ଗୁଡେ କସ୍ କସାକରି ବାନ୍ଧିଦେଲା ଆର୍ ସେ ସୁଇପଡ୍ଲା ।

ସକାଲ ପାଏଲାକେ ପାର୍ବତୀ ଉଠ୍ଲା ଦେଖ୍ଲା ଯେ ତାର୍ ଗୁଡେ ବୁଟ୍ ଅଛେ ।ପାର୍ବତୀର ଆଖିନୁ ପାଏନ୍ ଦୋରୋଦୋରୋ ବୁହି ଜାଇକରି ବୁଟ୍ ନେ ଥପ୍ ଥପ୍ ଥିପୁଥାଏ । ପାର୍ବତୀ ନିଜ୍ କେ ନିଜେ କହି ହେଇଥାଏ ,ମୋର୍ ପୋର୍ କେତେ ବୁଦ୍ଧି ଇ ହତଭାଗି ମାଆର୍ କେତେ ଜତନ୍ କରୁଛେ ।ମାତର୍ ମୋର୍ ହାତେ ପଏସା ଗୁଟେ ନାଇଁ ଜେ, ମୋର୍ ପୋ ଲାଗି ବୁଟ୍ ସାରେକ୍ ଘିନି ନାଇଁ ଦେଇ ପାରବାର୍ ବୋଲି ପାର୍ବତୀ କେତେ ଦୁଖ୍ ମନା ହେଉଥାଏ ।

ଡିସମ୍ୱର ମେହେର

ଗଣ୍ତାବାହାଲି ନୂଆପଡା

ମୁନୁସ୍ ଜୀବନ୍ ଅସୁବିଧା

Rate the content


Originality
Flow
Language
Cover design

Comments

Post

Some text some message..