Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shree Rājaśreya

Others Tragedy

3  

Shree Rājaśreya

Others Tragedy

ଦେହର ଭାଷି, ମନର କଥା

ଦେହର ଭାଷି, ମନର କଥା

2 mins
566


ଯେତେ ତମେ ଭଲ ନେଇଁ ପାଏଁ ବଲି ମନା କରି ଦଉଛ, ମନ ନେଇଁ ମାନୁଛେ, କହୁଛେ ତମେ ମଖେ ଭଲ ପଉଛ।ଇଟା ସବୁ ଉପରିଆ ବାହାନା। ଯଦି ହେନତି ନେଇଁ ହେଇଥିତା ବେଲେ କାଏଁଯେ ଏନତି ରିପ୍ଲାଏ ଦେଇଥିତ ଯେ.. 'ମୁଇଁ ଏତକି ଦିନ ଭଲ ଥିଲି, ଏଜ୍ ଖରାବ ହେଇଗଲି? ଆଏଜ୍ ତଖେ ବାଧଲା ବଲି? ତୁଇ ଯେନତା ଭାବ୍, ମଖେ କିଛି ନେଇଁ ଲାଗେ। '

ମୁଇଁ ବି ତୁଇ-ତା ମାରିକରି ତମଖେ କଡ଼କ୍ କଥା କହିଥିଲି ଚିଆବାର ବାଗି। ତମେ ତ ତମେ ତମେ କହିକରି ତୁଇ-ତା-ପଶୁ ଇ ଭାବେ କେତେ କଥା କହି ସାରିଥିଲ ନା।

ହେଲେ ମଖେ ବି ଚିଆଲା... ହୁରୁଦ୍ କେ ବାଧଲା -ମୁଇଁ ଏତକି ଦିନ ଭଲ ଥିଲି, ଏଜ୍ ଖରାବ ହେଇଗଲି? -ଇ କଥା। 'ଆଇ ହେଟ୍ ୟୁ, ଆଇ ହେଟ୍ ୟୁ' କହି ସାରଲା ପରେ ଯେନତା ତମର ଇ କଥା ବାହାରଲା। ବରଷ ବରଷ ଧରି ତିନ ବଛର ଚିଏର ବଛର ପଛେ ପଡ଼ି ସାରଲା ପରେ, ପଥର ଭିତରୁନ୍ ପାଏନ ପଜରଉଥିବାର ପ୍ରୟାସ ଥିଲାବେଲେ ମୋର ମୁହୁଁନ୍ ଏନତି ୱାଡ଼୍ ବାହାରି ଯିବା ବଲି ତମେ କେଭେ ଆଶା ନେଇଁ ରଖିଥେଇ। ତମେ ବି ଏତକି ଧୁର ଗଲାପରେ ବି କେଭେ ଆଇ ହେଟ୍ ୟୁ ନେଇଁ କହେବାର ମଖେ। ତମେ ପରତି ଥର ଗୁଟେ ନଂବର ପରେ ଆରୁ ଗୁଟେ ନଂବରକେ ବ୍ଲକ୍ କରି ସାରିଥିଲ ନା, ରକ୍ତବୀର୍ଯ୍ୟର ପ୍ରତ୍ୟେକ ବୁଂଦାକେ ଯେନତା ଚାଁଟି ନଉଥିଲ। ହେଲେ ଏଭେ ମୁଇଁ ତମକେ ବ୍ଲକ୍ କଲି କହିକରି- ' ତୋର ରିପ୍ଲାଏକେ ଆରୁ ନେଇଁ ମୋର ଅପେକ୍ଷା। ତୋର ହୃଦୟ ହୀନାର କଥା ସୁନିକରି ଆରୁ କାଏଁ ଫାଏଦା।'

ମମତା ଅପନଲି ଆହ୍ବାନ କରୁଥିଲା ସେକ୍ସ ରିଲେଶନ ରଖବାକେ। ତାର ଖାଲି ସେକ୍ସ ସେକ୍ସ ସେକ୍ସ। ଯେତେବେଲେ ବି ଚାଟ୍ କଲେ ସବୁ ଫୋଟକେ ପଠାବାର ଲାଗି ତାର ଜିଦ୍। ଏନତି କି ପେନିସ୍, ମାସଟର ବେସନ ସବୁ। 'ପ୍ଲିଜ୍ ବୁହେନ୍ ଭଗବାନକେ ଚିଂତା କର, ଇ ସବୁ ଖରାପ ଭାବନା ଆରୁ ନେଇଁ ଆସବା ନା... କୃଷ୍ଣକେ ସ୍ମରଣ କର।' ଇ କଥା ସୁନିକରି ମଖେ ବ୍ଲକ୍ କରିଦେଲା। 'କାଣା କହୁଛ? ବୁହେନ୍? '

ଯାହାହଉ ଗୁଟେ ପରୀକ୍ଷାନୁ ଉତରିଲି। ନିଜକେ ନିଜେ କେତେ ଅନୁତାପ କଲି, ତମେ କେତେ ସୁଂଦର, ପଦେ ଇ ଫାଲ ସେଫାଲ କଥା ମୋର ଠାନୁ ସୁନବାକେ ନେଇଁ ଚାହଁ। ମୁଇଁ କେନତା ପାପୀ ଭଲିଆ କେତେ କାଣା ଚିଂତା କରସିଁ! କାଦୋ ମାଡ଼ି ଯାଏସିଁ ଯେ!

ଆରୁ ଏଭେ ଆରୁ ଝନେ ମୋର ହାତକେ ଟାନି ନଉଛେ। କହୁଛେ, ଆଇ ଲଭ୍ ୟୁ, ଆଇ ଲଭ୍ ୟୁ, ତମେ ମୋର ମନର ରାଜା। 'ମୁଇଁ ଚାହେମି ଖାଲି ଦୋସ୍ତି, ଆରୁ କରି ନେଇଁ ପାରେଁ ନା ଲଭ୍। ମୋର୍ ଠାନେ ଯିଏ ଦୋସତି ରଖିଥିଲା, ଲଭ୍ କଥା କହେବାକେ ବିଗଡ଼ି ଗଲା। ଯେନ୍ ମୋର ଗପକେ ମସ୍ତ ହେଇଛେ ବଲି ପ୍ରଶଂସା କରୁଥିଲା, ସେ ତୋ ଅସଲ କଥା ଜାନଲା ପରେ ବ୍ଲକ୍ କରି ଦେଲା। ଆରୁ ନେଇଁ ଦରକାର ସେ ଲଭ୍ କେ। ଶ୍ୟାମକୁ ଜୁହାର ତାର ପ୍ରୀତିକୁ ଜୁହାର ମା'।

ଆରୁ କେତେ ପରୀକ୍ଷା ଦେମି ଲୋପା? ଆସ, କହିଦିଅ ମୋର ପ୍ରେମକେ ସ୍ବୀକାର କରିଛ। ଆସ, କହିଦିଅ ତମେ ମୋର ଏକମାତ୍ର ପ୍ରେମିକା। ଜୀବନର ସାଥୀ। ଆରୁ କାହାକେ ଦରକାର ନେଇଁ ତମର ବିନା।

-ରାଜଶ୍ରେୟ


Rate this content
Log in